-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||     

HOME   ଜିଲ୍ଲା

କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ଦାବି : ସୋନପୁରରେ ରହିଛି ଭିତ୍ତିଭୂମି

24-Oct-2021



 ସୁବର୍ଣ୍ଣପୁର,(ମନୋରଞ୍ଜନ ତ୍ରିପାଠୀ) – କେନ୍ଦ୍ର ବଜେଟ୍‌ରେ ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ପ୍ରସ୍ତାବ ଶୁଣି ତନ୍ତଶିଳ୍ପର ସହର ସୋନପୁରରେ ଖୁସିର ଲହରୀ ଖେଳି ଯାଇଥିଲା । ଅକ୍ଟୋବର ୬ ତାରିଖରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଦେଶରେ ୭ଟି ମେଗା ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଗୃହିତ ହୋଇଛି । ଏହା ମଧ୍ୟରେ ଓଡିଶାରେ ମଧ୍ୟ ଏକ ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି । ଏହା ଜାଣିବା ପରେ ସୋନପୁରରେ ଏହି ପାର୍କ ପ୍ରତିଷ୍ଠା ପାଇଁ ବିଭିନ୍ନ ମହଲରୁ ଦାବି ଉଠିଛି । ତନ୍ତଶିଳ୍ପ ପାଇଁ ଏଠାରେ ପ୍ରଚୁର ଭିତ୍ତିଭୂମି ଥିବାରୁ ଏଠାରେ ଟେକ୍ସଟାଇଲ୍ ପ୍ରତିଷ୍ଠା ହେଲେ ଅଞ୍ଚଳର ଉନ୍ନତି ସହ ବୁଣାକାର ମାନେ ମଧ୍ୟ ଲାଭାନ୍ୱିତ ହୁଅନ୍ତେ ବୋଲି କୁହାଯାଇଛି । 
ସୋନପୁରରେ ମେଗା ଟେକ୍ସ ଟାଇଲ୍ ପାର୍କ ପ୍ରତିଷ୍ଠା ଦାବିକୁ ସୋସିଆଲ୍ ମିଡିଆରେ ଯଥାର୍ଥ ଦର୍ଶାଇ ବେଙ୍ଗାଳୁରୁରେ ରହୁଥିବା ବଲାଙ୍ଗିରର ଜଣେ ଯୁବକ ଆଶୁତୋଷ ଦାଶ କହିଛନ୍ତି ଏଠାରେ ବହୁ ବୁଣାକାର ପରିବାର ରହୁଛନ୍ତି । ହସ୍ତତନ୍ତ ତାଙ୍କର କୌଳିକ ବୃତ୍ତି ହୋଇ ଥିବାରୁ ସେମାନେ ଲାଭବାନ ହୋଇ ପାରନ୍ତେ । ସୋନପୁରରେ ଥିବା ଏକମାତ୍ର ଶିଳ୍ପ କାରଖାନା ସୂତାକଳ ବହୁ ଦିନ ହେଲା ବନ୍ଦ ହୋଇ ପଡିଛି । ହଜାରେରୁ ଅଧିକ ଲୋକ ସୂତାକଳରେ କାମ କରୁଥିଲେ । ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ହେଲେ ସୋନପୁରର ପୂର୍ବ ଗୌରବ ଫେରି ଆସି ପାରନ୍ତା । ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ଆଶୁତୋଷ । ସେ କହିଛନ୍ତି ବଲାଙ୍ଗିର ଜିଲ୍ଲାରୁ ବହୁ ଲୋକ ଦାଦନ ଖଟି ଯାଆନ୍ତି । ଏହା ଦାଦନ ସମସ୍ୟା ମଧ୍ୟ କିଛି ମାତ୍ରାରେ ରୋକି ପାରିବ । ଆହୁରି ଅଧିକ କାରୁକାର୍ଯ୍ୟପୂର୍ଣ୍ଣ ଶାଢି ଏଠାରେ ପ୍ରସ୍ତୁତ ହୋଇ ବିଶିଷ୍ଟ ବ୍ୟକ୍ତି ମାନଙ୍କ ନିକଟକୁ ଗଲେ ରାଜ୍ୟର ମଧ୍ୟ ଖ୍ୟାତି ବଢନ୍ତା । ତେବେ ବିକାଶ ଦାଶ ନାମକ ଜଣେ ଯୁବକ ତାଙ୍କର କମେଣ୍ଟ ବକ୍ସରେ ଲେଖିଛନ୍ତି ଭଦ୍ରକରେ ପ୍ରତିଷ୍ଠା ପାଇଁ ସ୍ଥିରିକୃତ ହୋଇ ସାରିଛି । ଭଦ୍ରକ ଆଇଓସିଏଲ୍ ଟେକ୍ସଟାଇଲ୍ ପାର୍କର ଉନ୍ନତିକରଣ ହେବ । ତେବେ ମୁମ୍ବାଇରେ ରହୁଥିବା ବିଶିଷ୍ଟ ଫିଲ୍ମ ଏଡିଟର ରାଜେନ୍ଦ୍ର ମହାପାତ୍ର ଲେଖିଛନ୍ତି  ଆଇଓସିଏଲ୍ ଟେକ୍ସଟାଇଲ୍ ପାର୍କର ଉନ୍ନତିକରଣ ହେଉଥିବା କଥା ବିଭିନ୍ନ ଲୋକଙ୍କ ମନ୍ତବ୍ୟରୁ ମୁଁ ଜାଣିଲି । ଏହାକୁ ସ୍ୱାଗତ କରାଯିବା ଉଚିତ । ତେବେ ସୋନପୁରରେ ଗୋଟିଏ ନୂଆ ଟେକ୍ସଟାଇଲ୍ ପାର୍କ ଦାବି ନେଇ ଆମେ କ୍ୟାମ୍ପେନ୍ ଆରମ୍ଭ କରିବା । 
ତନ୍ତଶିଳ୍ପ କ୍ଷେତ୍ରରେ ସୋନପୁରର ଖୁବ୍ ପ୍ରସିଦ୍ଧି ରହିଛି । ସୋନପୁରରେ ପ୍ରସ୍ତୁତ ବାନ୍ଧ ଶାଢିର ଦେଶ ବିଦେଶରେ ଆଦର ରହିଛି । ନେତ୍ରୀଠୁ ଅଭିନେତ୍ରୀ ସମସ୍ତଙ୍କ ପସନ୍ଦ ସୋନପୁରୀ ବାନ୍ଧ । ଏହାସତ୍ତ୍ୱେ ମଧ୍ୟ ସ୍ଥାନୀୟ ବୁଣାକାରଙ୍କ ସ୍ଥିତି ଏତେଟା ସ୍ୱଚ୍ଛଳ ନୁହେ । 
 ଏନେଇ  ପାଞ୍ଚ ବର୍ଷ ମଧ୍ୟରେ ପିଏମ୍ ମିତ୍ର ଯୋଜନାରେ ୪ ହଜାର ୪୪୫ କୋଟି ଟଙ୍କା ବ୍ୟୟ ହେବ । ଏହା ଦ୍ୱାରା ଦେଶରେ ସିଧାସଳଖ ୭ ଲକ୍ଷ ଏବଂ ପରୋକ୍ଷ ଭାବରେ ୧୪ ଲକ୍ଷ ଲୋକଙ୍କୁ କର୍ମ ନିଯୁକ୍ତି ମିଳିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
*ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   12-Oct-2026
  ଜିଲ୍ଲା  
*ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   12-Oct-2026
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   12-Oct-2026
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   12-Oct-2026

You Might Also Like