-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
23-Oct-2021
ବଲାଙ୍ଗୀର(ପ୍ରେରଣା ଖବର) :ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଦେଓଗାଁ ବ୍ଳକ ହାତୀସରା ଗ୍ରାମ ର ରେଳ ଲାଇନ ନିକଟରେ ଠିଆହୋଇ ରହିଥିବା ଜଣେ ଯୁବକ ଟ୍ରେନ ଦେଖି ଲାଇନ କୁ ଦେଇପଡିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ପ୍ରକାଶ ଯେ ଯୁବକର ଦେହ ଦୁଇ ଖଣ୍ଡ ହୋଇଯାଇଥିବା ବେଳେ, ଯୁବକ ଜଣକ ଗୁଡଭେଲା ବ୍ଳକ ବୁରୋମାଲ ଗ୍ରାମ ର ଦିଲୀପ ମହାନନ୍ଦ ବୋଲି ଜଣାପଡ଼ିଛି । କେଉଁ କାରଣ ରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଘଟଣା ସ୍ଥଳ ରେ ପୁଲିସ ପହଁଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଓ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।