-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||     

HOME   ଜିଲ୍ଲା

ଜଙ୍ଗଲ ରୁ ମୃତ ଦେହ ଉଦ୍ଧାର ମାମଲାରେ ୫ ଜଣକୁ ଗିରଫ କରିଛି ପୋଲିସ

23-Oct-2021



ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ପାଟଣାଗଡ଼ ଉପଖଣ୍ଡ ଲାଠୋର ଥାନା ଅନ୍ତର୍ଗତ ଶୁଲିଆବାହାଲ ଗ୍ରାମ୍ୟ ଜଙ୍ଗଲ ରୁ ଗତକାଲି ରାତିରେ ଏକ ଯୁବକର ମୃତ ଦେହ ଉଦ୍ଧାର କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଖପ୍ରାଖୋଲ ଥାନା ଘୁଚେପାଲି ଗାଁ ର ରାଧାମୋହନ ରଣା ଙ୍କ ପୁଅ ବସନ୍ତ ରଣା (୨୪) ତା.୧୯/୧୦/୨୧ ମଙ୍ଗଳବାର ଦିନ  ରାତି ୮ଟାରେ ଘୁଚେପାଲି ଗାଁ ର କେଦାର ମାଝୀ ପି.କୃଷ୍ଣଚନ୍ଦ୍ର ମାଝୀ ଙ୍କ ସହ ଫୁଲକିମୁଣ୍ଡା ଗାଁକୁ  ବାଇକ୍ ନେଇ ଦଣ୍ଡ ନାଚ ଦେଖିବାକୁ ଯାଇଥିଲା। କିନ୍ତୁ ଫେରିବା ସମୟରେ ସାଙ୍ଗ କେଦାର ଏକା ଆସିଥିବା ବେଳେ ପରିବାର ଲୋକେ ବସନ୍ତ କୁ ଖୋଜାଖୋଜି କରି ତା୨୧/୧୦ ଗୁରୁବାର ଦିନ ଖପ୍ରାଖୋଲ ଥାନା ରେ

ନିଖୋଜ ରିପୋର୍ଟ ଦାଖଲ କରିଥିଲେ। କେଦାର କୁ ପଚାରିବାରୁ କହିଲା ଯେ ଲାଠୋର ଥାନା ବାଗଡିଆ ଗାଁ ର ଟୁନୁ ମାଝୀ  ଙ୍କ ଝିଅ ହୀରାବତୀ ଓ ବସନ୍ତ କୁ ତାଙ୍କ ଗାଁ ର ଲାନ୍ଥଗୁଡି ଠାରେ ଉଲ୍ହାଇ ସାହାଜପାଣୀ ଆଡ଼କୁ ବୁଲି ଯାଇଥିଲି ।ପ୍ରମୀଯୁଗଳ କୁ ସେହି ଗାଁ ର କୁଶ ମାଝୀ ଦେଖିବା ପରେ ମୋବାଇଲ୍ ରେ ଫଟୋ କରି ପୋଲିସ କୁ ଫୋନ୍ କରୁଛି କହିବା ସହ ଝିଅ ର ବାପାକୁ ଡାକି ଆଣିବାରୁ ଭୟରେ ବସନ୍ତ ଜଙ୍ଗଲ ଆଡ଼କୁ ଧାଇଁ ଥିଲା । ସେଠାରେ ଜଙ୍ଗଲ ଜୀବଜନ୍ତୁ ଶିକାର କରିବା ନିମନ୍ତେ ଯେଉଁ ବିଦ୍ୟୁତ୍ ସଂଯୋଗ ହୋଇଥିଲା ସେଥିରେ ଲାଗି ବସନ୍ତ ମୃତ୍ୟୁ ବରଣ କରିଥିଲେ। ନିଜ ଦୋଷ ଲୁଚାଇବାକୁ ମୃତ ଦେହ କୁ ପୋତି ଦେଇଥିଲେ ।ଖପ୍ରାଖୋଲ ଥାନା ଅଧିକାରୀ ତଦନ୍ତ ଆରମ୍ଭ କରି ସୁକ୍ରବାର ଦିନ ଲାଠୋର ଥାନା ଅନ୍ତର୍ଗତ ଶୁଲିଆବାହାଲ ଗ୍ରାମ୍ୟ ଜଙ୍ଗଲ ରୁ ବସନ୍ତ ର ମୃତ ଶରୀର ଠାପ କରି ତଦନ୍ତ ଆରମ୍ଭ କରିଥିଲେ। ଏବଂ ବରାହ ଶିକାରୀ ମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ବ୍ୟକ୍ତିମାନେ ହେଲେ ଲାଠୋର ଥାନା ଶୁଲିଆବାହାଲ ଗାଁର ବୈଷ୍ଣବ ଛତର (୨୨) ପି ବିଶ୍ବାମ୍ବର ଛତର, ମର୍ଦ୍ଦରାଜ ପୁଟା (୫୨) ,କମଳୁ ଧରୁଆ (୬୦),ବିକଳ ଛତର (୪୫), କେଶବ ବିଶ୍ବାଳ (୪୨) ଏମାନଙ୍କ ନାମରେ ଲାଠୋର ପୋଲିସ କେଶ ନମ୍ବର ୧୪୪ ୨୩/୧୦/୨୧ ୟୁ ଏସ୍ ୩୦୪,୨୦୧,୩୪ ଆଇପିସି ଧାରା ରୁଜୁ କରିଥିବା ଜଣାପଡିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   13-Oct-2026
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
*ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   12-Oct-2026
  ଜିଲ୍ଲା  
*ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   12-Oct-2026
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   12-Oct-2026

You Might Also Like