-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
23-Oct-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) : ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ସ୍ମୃତିରେ ବରପାଲି ଫୁଟବଲ ପଡ଼ିଆରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ଲୋକକବି ପଦ୍ମଶ୍ରୀ ହଳଧର ନାଗ, ସମ୍ମାନିତ ଅତିଥି ଭାବେ ନିତିଶ ଆଚାର୍ଯ୍ୟ, ବାବୁଲୁ ଦେବତା ଓ ବରପାଲି ପୁର୍ବତନ ବ୍ଲକ ଅଧ୍ୟକ୍ଷ ଯାଦବ ପବିତ୍ର ବାଗ ଯୋଗଦେଇ ସେମିଫାଇନାଲ ଖେଳିଥିବା ବରପାଲି ଓ ସୋନପୁର ଦଳକୁ ଉତ୍ସାହିତ କରି ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ସୋନପୁର ଦଳ ୩-୧ ରେ ଉତ୍ତୀର୍ଣ୍ଣ ହୋଇ ଫାଇନାଲ ଖେଳ ଖେଳିବା ପାଇଁ ସୁଯୋଗ ହାସଲ କରିଛି ।