-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||     

HOME   ଜିଲ୍ଲା

କନ୍ଧପାଲି ବନ୍ଧର ସମସ୍ୟା ସମାଧାନ ପାଇଁ ପରିଦର୍ଶନ କଲେ ନରସିଂହ ୬ଟି ଗାଧୁଆ ଘାଟ ସମ୍ପୁର୍ଣ୍ଣ ସଫେଇ ପାଇଁ ଦେଲେ ନିର୍ଦ୍ଦେଶ, ବର୍ଯ୍ୟଜଳ ଓ ବସ୍ତୁ ବନ୍ଧରେ ଯେପରି ନ ପଡିବ ତାର ହେବ ବ୍ୟବସ୍ଥା

23-Oct-2021



ବଲାଙ୍ଗିର(ପ୍ରେରଣା ଖବର)-  ବଲାଙ୍ଗିର ପୌରାଞ୍ଚଳର ଅବସ୍ଥିତ ୱାର୍ଡ ନଂ.୪ ର କନ୍ଧପାଲି ପଡାରେ କନ୍ଧପାଲି ବନ୍ଧର ଅବସ୍ଥା ଦେଖିବା ପାଇଁ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୌର ଯନ୍ତ୍ରୀଙ୍କ ସହ ପରିଦର୍ଶନ କରିଛନ୍ତି । କନ୍ଧପାଲିପଡା ବାସୀଙ୍କ ଅନୁରୋଧ କ୍ରମେ ଶ୍ରୀ ମିଶ୍ର ଦିନ ଦିବା ଘ.୧୧ ସମୟରେ ବନ୍ଧରେ ପହଞ୍ôଚ ସେଠାକାର ମହିଳା ଓ ପୁରୁଷମାନଙ୍କ ସହ ବନ୍ଧର ସ୍ଥିତିକୁ ନେଇ ଆଲୋଚନା କରିଥିଲେ । ଆଲୋଚନା ବେଳେ ପଡାବାସୀ ବନ୍ଧର ପଶ୍ଚିମ ପଟରୁ ବର୍ଯ୍ୟ ଜଳ ଓ ବସ୍ତୁ ଖୋଲାଖୋଲି ଭାବେ ବନ୍ଧରେ ପଡୁଥିବାରୁ ବନ୍ଧର ପାଣି ଆଉ ବ୍ୟବହାର ଯୋଗ୍ୟ ହୋଇ ରହୁନାହିଁ ବୋଲି ଅଭିଯୋଗ କରିଥିଲେ । ତା ସହ ସେପଟରେ ଥିବା କିଛି ଖାଦ୍ୟ ପ୍ରକ୍ରିୟାକରଣ କାରଖାନା ଯୋଗୁଁ ମଧ୍ୟ ବନ୍ଧର ପାଣି ଦୂଷିତ ହେଉଛି । ପୌର ପରିଷଦକୁ ଯେତେ ଅଭିଯୋଗ କଲେ ମଧ୍ୟ ସେ ଅଭିଯୋଗକୁ ଅଣଦେଖା

କରୁଛନ୍ତି ଫଳରେ ପଡାବାସୀ ବନ୍ଧର ଜଳ ବ୍ୟବହାର କରି ବିଭିନ୍ନ ପ୍ରକାର ରୋଗରେ ପଡୁଥିବାର ଦେଖାଯାଉଛି । ଆଲୋଚନା ବେଳେ ବନ୍ଧକୁ କିପରି ଭାବେ ସମ୍ପୁର୍ଣ୍ଣ ଭାବେ ପୁନରୁଦ୍ଧାର କରି ବନ୍ଧ ଭିତରେ ଥିବା ବର୍ଯ୍ୟବସ୍ତୁ, ଦଳ ସଫା କରାଯାଇପାରିବ ଓ ତାର ସୌନ୍ଦର୍ଯିକରଣ କରି ବନ୍ଧର ପାଣିକୁ ବ୍ୟବହାର ଉପଯୋଗି କରାଯାଇପାରିବ ସେ ଉପରେ ଯୋଜନା ପ୍ରସ୍ତୁତ କରିବା ପାଇଁ ଉପସ୍ଥିତ ଥିବା ପୌର ଯନ୍ତ୍ରୀ ରୋଜାଲିନ୍ ରାଉତଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସମ୍ପୁର୍ଣ୍ଣ ବନ୍ଧର ସଫେଇ ତଥା ସୌନ୍ଦର୍ଯିକରଣ ପାଇଁ ସମ୍ପୁର୍ଣ୍ଣ ପ୍ରକଳ୍ପ ରିପୋର୍ଟ ତଥା ଅଟକଳ ପ୍ରସ୍ତୁତ କରିବାକୁ କିଛି ଅଧିକ ସମୟ ଲାଗିବ ତେଣୁ ବିଧାୟକ ଶ୍ରୀ ମିଶ୍ର ପଡାବାସୀଙ୍କ ସହ ଆଲୋଚନା କରି ବନ୍ଧର ଛଅଟି ଗାଧୁଆ ଘାଟକୁ ତତ୍‌କ୍ଷଣାତ ସଫେଇ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତାହା ସହ ବନ୍ଧର ପଶ୍ଚିମ ପଟରୁ ଆସୁଥିବା କାରଖାନା ପାଣି ବନ୍ଦ କରିବା ପାଇଁ ଶୀଘ୍ର ନୋଟିସ କରିବାକୁ ଯନ୍ତ୍ରୀଙ୍କୁ କହିଥିଲେ । ପଡାବାସୀ କନ୍ଧପାଲିପଡା ରୁ ସଦେଇପାଲି ରାସ୍ତାରେ ଥିବା ଶ୍ମଶାନ ଘାଟ ପାଇଁ ଏକ ଛାଉଣି ନିର୍ମାଣ ପାଇଁ ଅନୁରୋଧ କରିଥିଲେ । ପରେ ଜଣାପଡିଥିଲା ଯେ ସେହି ଜାଗାଟି ପୌରାଞ୍ଚଳ ବାହାରେ ସଦେଇପାଲି ପଂଚାୟତରେ ଅବସ୍ଥିତ । ତେଣୁ ବଲାଙ୍ଗିର ସଦର ବ୍ଲକ ଯନ୍ତ୍ରୀଙ୍କୁ ପଠାଇ ଶ୍ମଶାନ ଘାଟ ନିର୍ମାଣ ପାଇଁ ରିପୋର୍ଟ ପ୍ରଦାନ କରାଇବା ବ୍ୟବସ୍ଥା କରିବେ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ । ବିଧାୟକଙ୍କ ଏହି ଗସ୍ତରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ପୌର ଯନ୍ତ୍ରୀ ରୋଜାଲିନ ରାଉତ, ନଗର କଂଗ୍ରେସ ସଭାପତି ବୁଲୁ ଦାନି, କଂଗ୍ରେସ ଯୁବନେତା କୈଳାସ ମିଶ୍ର, ରୁପେଶ ନାଗ, ଜୟନାରାୟଣ ବହିଦାର ଏବଂ କନ୍ଧପାଲିପଡାର ଅନେକ ମହିଳା ପୁରୁଷ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   13-Oct-2026
  ଜିଲ୍ଲା  
ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   13-Oct-2026
  ଜିଲ୍ଲା  
ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର   13-Oct-2026
  ଜିଲ୍ଲା  
ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   13-Oct-2026
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026

You Might Also Like