-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME    ଅନ୍ୟାନ୍ୟ

ଆଜି ଦିନସାରାର ଖବର ସଂକ୍ଷେପରେ

03-Nov-2020



 ୧. ଆଜି ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ । ୧୭ ଜିଲ୍ଲାରେ ୯୪ଟି ଆସନ ପାଇଁ ଆରମ୍ଭ ହୋଇଛି ମତଦାନ । ୧ ହଜାର ୪୬୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍।

 

 ୨.ବଲିଉଡ ଅଭିନେତା ଭିଭାନ ଶାହ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ସେ ଦିଗ୍ଗଜ ଅଭିନେତା ନାସିରୁଦ୍ଦିନ ଶାହଙ୍କ ପୁଅ କହିଛନ୍ତି।

 

୩. ଫିଲ୍ମ ‘ଦି କିଡସ୍ ଆର ଅଲ୍ ରାଇଟ୍’ର ଅଭିନେତା ଏଡ୍ଡି ହେସଲଙ୍କ  ଟେକ୍ସାସରେ ଜୁଳି ବାଜିବାରୁ ମୃତ୍ୟୁ ହୋଇଯାଇଛି। ତାଙ୍କୁ ମାତ୍ର ୩୦ବର୍ଷ ହୋଇଥିଲା। 

 

୪.ଭାରତର ବେକାରି ହାର ଅକ୍ଟୋବର ମାସରେ ୬.୯୮%କୁ ବୃଦ୍ଧି ଘଟିଛି।

 

 ୫.ଖଣି ମନ୍ତ୍ରଣାଳୟ ବାର୍ଷିକ ରିପୋର୍ଟ : ଖଣିଜ ଉତ୍ପାଦନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ।

 

୬.ଅଶାନ୍ତି ଏବଂ ଅନିଶ୍ଚିତତା ମଧ୍ୟରେ ଆଜି ଆମେରିକାରେ ମତଦାନ : ଆଗାମୀ ରାଷ୍ଟ୍ରପତି ଟ୍ରମ୍ପ ନା ବିଡେନ୍?

 

୭. ଆଜି ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ । ୧୭ ଜିଲ୍ଲାରେ ୯୪ଟି ଆସନ ପାଇଁ ଆରମ୍ଭ ହୋଇଛି ମତଦାନ।

 

 ୮.ଆଜିଠାରୁ ପ୍ରଥମ ଚତୁଃରାଷ୍ଟ୍ରୀୟ ମାଲାବାର ସମରାଭ୍ୟାସ: ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ନେଭି ଟିମ୍ ସାମିଲ୍ ।

 

 ୯.ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ! ଆତଙ୍କବାଦୀ ସଙ୍ଗଠନ ଅଲ କାଏଦା ପକ୍ଷରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଛି।

 

 ୧୦.ଭୁବନେଶ୍ୱର:ଓଡ଼ିଶାର ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ୨୮ଜଣଙ୍କର କରୋନାରେ ମୃତ୍ୟୁ ହେଉଛି।

 

 ୧୧.ଆଜି ମନେ ପଡନ୍ତି ଅନ୍ନପୂର୍ଣ୍ଣା ମହାରଣା*ଭାରତୀୟ ସ୍ବାଧୀନତା ସ˚ଗ୍ରାମରେ ଅନେକ ଓଡ଼ିଆଙ୍କ ପାରିବାରିକ ଅବଦାନ ଥିଲା।

 

 ୧୨.ଶେଷ ଲିଗ୍ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ-ହାଇଦ୍ରାବାଦ।

 

୧୩. ଆସନ୍ତାବର୍ଷ ବି ହୋଇପାରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ!

 

୧୪. ରାଜ୍ୟ କ୍ରୀଡ଼ା ଭିତ୍ତିଭୂମିରେ ଯୋଡି ହେଲା ଆଉ ୩ ଫର୍ଦ୍ଦ, ହିଞ୍ଜିଳିକାଟୁ, ଛତ୍ରପୁରରେ ଇନଡୋର ଷ୍ଟାଡିୟମ ଲୋକାର୍ପିତ। 

 

୧୫.ପଞ୍ଚଭୂତରେ ବିଲୀନ ହେଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର, ସାନ ପୁଅ ଦେଲେ ମୁଖାଗ୍ନି।‌

 

୧୬.ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩ ଲକ୍ଷ ୨ହଜାର ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କୁ ଟିକା ପ୍ରଦାନ, ପଞ୍ଜିକରଣ କରିଛନ୍ତି ୯୮ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ।

୧୭.ଆରସିବିକୁ ୬ ଓ୍ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ, ପ୍ଲେ-ଅଫରେ କଲା ପ୍ରବେଶ। 

 

୧୮.ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆଜି। ୫୦ ଟି ରାଜ୍ୟରେ ପ୍ରସ୍ତୁତି ଚୁଡ଼ାନ୍ତ। ଟ୍ରମ୍ପ୍ ନା ବାଇଡେନ୍ ? ଆସନ୍ତାକାଲି ହେବ ସ୍ପଷ୍ଟ।

 

 ୧୯.କେନ୍ଦ୍ର ସରକାର ଜରୁରୀକାଳୀନ ଋଣ ଗ୍ୟାରେଣ୍ଟି ଯୋଜନା(ଇସିଏଲ୍‌ଜିଏସ୍‌)ର ମିଆଦକୁ ଆଉ ମାସେ ବଢାଇଛନ୍ତି। ଏହା ଚଳିତ ମାସ ୩୦ ତାରିଖ ଯାଏ କିମ୍ବା ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ମଞ୍ଜୁର ହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

 

୨୦. ବଣ୍ଡ ଏବଂ କରେନ୍ସି ମାର୍କେଟର ଟ୍ରେଡିଂ ସମୟ ସୀମାକୁ ବଢ଼ାଇବା ଲାଗି ରିଜର୍ଭ ବ୍ୟାଙ୍କ ସୋମବାର ନିଷ୍ପତ୍ତି ଗ୍ରହଣ କରିଛି।

 

 ୨୧.ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟିର ରେକର୍ଡ । ୧୧ ନୂଆ ସାଂସଦ ନିର୍ବାଚିତ ସହ ୯୨ରେ ପହଁଞ୍ଚିଲା ବିଜେପିର ମୋଟ୍ ସଦସ୍ୟଙ୍କ ସଂଖ୍ୟା । ୩୮ରେ ସୀମିତ କଂଗ୍ରେସ ।

 

  ୨୨.ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଉପଭୋକ୍ତାଙ୍କ ପାଇଁ ନଭେମ୍ବର ୩ ତାରିଖରୁ ନୂଆ ସେବା ଆରମ୍ଭ କରାଯାଇଛି। ମନ୍ତ୍ରାଳୟ ଇଣ୍ଡେ୍ନ ଗ୍ୟାସ୍ ଗ୍ରାହକଙ୍କ ପାଇଁ ନୂଆ ନମ୍ବର 7718955555 ଜାରି କରିଛନ୍ତି । 

 

 ୨୩.ତୁର୍କୀ ଭୂମିକମ୍ପର ଛାତିଥରା ଦୃଶ୍ୟ…ଭୁଶୁଡା କୋଠାତଳେ ଜୀବନ ପାଇଁ ସଂଘର୍ଷ, ୩୩ ଘଂଟା ପରେ ଧ୍ୱଂସାବଶେଷ ତଳୁ ଜୀବିତ ଉଦ୍ଧାର ହେଲେ ୭୦ ବର୍ଷୀୟ ବୃଦ୍ଧ!

 

 ୨୪.ଭୁବନେଶ୍ୱର : ନଭେମ୍ବର ୫ରୁ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଯୁକ୍ତ୨ ଇଚ୍ଛାଧୀନ ପରୀକ୍ଷା ଏବଂ ୧୧ ଓ ୧୨ ତାରିଖରେ ହେବାକୁ ଥିବା ଇନ୍‌ଷ୍ଟାଣ୍ଟ ପରୀକ୍ଷା ପାଇଁ ନିୟମାବଳୀ ଜାରି ହୋଇଛି।

 

 ୨୫.ଭୁବନେଶ୍ୱର : ଯୁକ୍ତ୩(ସ୍ନା‌ତକ) କଲେଜରେ ଖାଲି ଥିବା ସିଟ୍‌ ପୂରଣ ପାଇଁ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। କେଉଁ କଲେଜରେ କେତେ ସିଟ୍‌ ଖାଲି ରହିଛି ସେନେଇ ଆସନ୍ତା ୯ ତାରିଖରେ ୱେବସାଇଟ୍‌ରେ ଉଲ୍ଲେଖ କରାଯିବ।

 

 ୨୬.ଜର୍ମାନ ବାୟୋଟେକ୍ କମ୍ପାନୀ CureVacର କରୋନା ଭାକ୍ସିନ ମନୁଷ୍ୟ ଶରୀରରେ ପଳପ୍ରଦ ହେଉଥିବା କମ୍ପାନୀ ଦାବି କରିଛି । ଏହି ଭାକ୍ସିନ ଅନ୍ତରୀଣ ଫେଜ୍ ୧ ଡାଟା ଆଧାରରେ କରାଯାଇଛି । 

 

୨୭. ଉତ୍ତରାଖଣ୍ଡ: ଦେଶରେ ଶୀତର ପ୍ରକୋପ ଜାରି ହୋଇଗାଲାଣି। କିଛି ଦିନ ତଳେ ଦେଶର ରାଜଧାନୀ ଦିଲ୍ଲୀରେ ଗତ ୫୮ ବର୍ଷର ରେକର୍ଡ ଭାଙ୍ଗିଛି। ଏହାର ପ୍ରଭାବ ଉତ୍ତରାଖଣ୍ଡରେ ମଧ୍ୟ ଦେଖାଯାଇଛି।

 

 ୨୮.ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟିଂ ଜାରି । ୧୧ଟା ସୁଦ୍ଧା ବାଲେଶ୍ୱରରେ ୨୭.୦୬% ଓ ତିର୍ତ୍ତୋଲରେ ୨୪.୯୩% ମତଦାନ । ୧୧ଟା ସୁଦ୍ଧା ୨ଟି ଆସନରେ ୨୬.୨୪% ମତଦାନ ।

 

 ୨୯.ଦେଶରେ ଦିନକରେ ୩୮,୩୧୦ ନୂଆ ଆକ୍ରାନ୍ତ ଚିହ୍ନଟ, ୪୯୦ ମୃତ । ମୃତ୍ୟୁସଂଖ୍ୟା ୧,୨୩,୦୯୭ କୁ ବୃଦ୍ଧି । ସକ୍ରିୟ ସଂକ୍ରମିତ ୫,୪୧,୪୦୫, ସୁସ୍ଥ ହେଲେଣି ୭୬,୦୩,୧୨୧ ।

 

 ୩୦.ରାଜ୍ଯରେ ୧୨୦୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୬୯୭ ଓ ସ୍ଥାନୀୟ ଅଞ୍ଚଳରୁ ୫୦୪। ରାଜ୍ଯରେ ଏଯାବତ୍ ୨,୯୪,୪୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

 ୩୧.ରାଜ୍ଯରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଜୀବନ ନେଲା ମହାମାରୀ କରୋନା। ଏଯାବତ୍ ୧୩୫୨ ଜୀବନ ନେଲାଣି ମହାମାରୀ କରୋନା।

 

  ୩୨.ବିହାର ବିଧାନସଭାର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି । ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ହରଲାଖୀ ବିଧାନସଭା କ୍ଷେତ୍ରରେ ପହଁଚିଥିଲେ । 

 

 ୩୩.ବିହାର ବିଧାନସଭା ନିର୍ବାଚନ ପାଇଁ ଆଉ କିଛି ଦିନ ପରେ ହେବ ତୃତୀୟ ପର୍ଯ୍ୟାୟ ମତଦାନ । ମଙ୍ଗଳବାର କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । 

 

 ୩୪.ଟେଲିକମ କମ୍ପାନୀ ପରସ୍ପରକୁ ଟକ୍କର ଦେବାକୁ ପ୍ଲାନ୍ ସହ ନୂଆ ନୂଆ ସେବା ଦେବାକୁ ଘୋଷଣା କରୁଛନ୍ତି। ଏୟାରଟେଲ୍ ନିଜ ଗ୍ରାହକଙ୍କ ପାଇଁ Disney+ Hotstar VIP ସବସ୍କ୍ରିପସନ ଦେବା ଆରମ୍ଭ କରିଛି। 

 

୩୫.ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ୭ ଜଣ ବିଶିଷ୍ଟ ଗବେଷକଙ୍କ ନାମ ସ୍ଥାନ ପାଇଛି । 

 

୩୬. ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୬୯  ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୩୭୯ରେ ପହଞ୍ଚିଛି । ଏହାସହ ୧୮୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । 

 

 ୩୭.ଆଜି ଚଳିତ ଆଇପିଏଲ୍‌-୧୩ର ଲିଗ୍‌ ପର୍ଯ୍ୟାୟ ମୁକାବିଲା ପୂର୍ବରୁ ଟସ୍ ଜିତିଛି ହାଇଦ୍ରାବାଦ । ଦଳର ଅଧିନାୟକ ଡେଭିଡ୍ ଓ୍ୱାର୍ଣ୍ଣର ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । 

 

୩୮.ଭାରତରେ କରୋନାକୁ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦେଇଛନ୍ତି। କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ୨୦୦୦ ଲ୍ୟାବ୍‌ ସାହାଯ୍ୟରେ ପ୍ରାୟ ୧୧ କୋଟି ୧୭ ଲକ୍ଷ କରୋନା ଟେଷ୍ଟ ହୋଇ ସାରିଛି। 

 

୩୯. ବିହାରରେ ସରିଲସ ଦ୍ଵିତୀୟ ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ । ପ୍ରଥମ ପରି ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ୫୪.୧୫ ପ୍ରତିଶତ ରହିଛି। ୨ କୋଟି ୮୬ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। 

 

 ୪୦.ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨,୮୦,୫୫୩ରେ ପହଞ୍ଚିଛି। 


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like