-+91-9937148622 |

prerana_bgr@rediffmail.com |

  Monday 9th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଜେଏସଏମ କଲେଜରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ    (09-Mar-2026)       ||      ଆନ୍ତର୍ଜାତୀୟ ମହିଳା ଦିବସରେ ଲେଣ୍ଡା ଗ୍ରାମର ସୁଲୋଚନା ମିଶ୍ର ସମ୍ବର୍ଦ୍ଧିତ   (08-Mar-2026)       ||      ଅବସରପ୍ରାପ୍ତ ଶିକ୍ଷକ ଯଜ୍ଞେଶ୍ବର ପାଣିଗ୍ରାହୀଙ୍କ ପରଲୋକ    (08-Mar-2026)       ||      ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବା ଉଚିତ    (08-Mar-2026)       ||      ଆନ୍ତର୍ଜାତିକ ମହିଳା ଦିବସ ପାଳିତ    (08-Mar-2026)       ||      ଉତ୍କଳ ମହିଳା ବିକାଶ ପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ    (08-Mar-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ମହିଳା ସମିତି ର ଆନ୍ତର୍ଜାତିକ ମହିଳା ଦିବସ ପାଳନ    (08-Mar-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ମହିଳା ସମିତି ର ଆନ୍ତର୍ଜାତିକ ମହିଳା ଦିବସ ପାଳନ    (08-Mar-2026)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ ସମ୍ପାଦକଙ୍କ ପରଲୋକ   (08-Mar-2026)       ||      ତହଁକ୍ ତିହାର୍ ଉଦଯାପିତ   (08-Mar-2026)       ||      ଲୋୟର ସୁକତେଲ ଡ୍ୟାମ ଅଂଚଳର ସାମଗ୍ରିକ ଉନ୍ନତି ପାଇଁ ୧୨ଟି ପ୍ରସ୍ତାବ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଦାନ   (08-Mar-2026)       ||      ଅନ୍ତର୍ଜାତୀୟ ମହିଳା ଦିବସରେ ବିଏମ୍ ସିର ଗଣଦୌଡ♦️ “ମହିଳାମାନଙ୍କ ଶକ୍ତି ସୁରକ୍ଷା ବଳୟରେ ପରିଣତ ହେଉ”-ବାଚସ୍ପତି   (08-Mar-2026)       ||      ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ୱାରା ଦିଲ୍ଲୀରେ ଶକ୍ତି ଉତ୍ସବ ଆୟୋଜିତ   (08-Mar-2026)       ||      ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷ ରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ,   (08-Mar-2026)       ||      ଗୀତିନାଟ୍ୟ ‘ଅଭିମନ୍ୟୁ ବଧ’ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ରମଣ୍ଡପ ରେ ମଞ୍ଚସ୍ଥ   (08-Mar-2026)       ||      ୧୪-୧୫ ବର୍ଷୀୟ କିଶୋରୀମାନଙ୍କ ପାଇଁ ଦେଶବ୍ୟାପୀ ଏଚ୍‌ପିଭି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ   (07-Mar-2026)       ||      ଓଡ଼ିଆ ଚଳଚ୍ଚିତ୍ର "ଲାଇନବାଲା"ର ପୋଷ୍ଟର ଉନ୍ମୋଚନ ଓ ଟିଜର ରିଲିଜ୍   (07-Mar-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ    (07-Mar-2026)       ||      ସଶକ୍ତ ମହିଳାଙ୍କ ସମର୍ପଣର ପର୍ବ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   (07-Mar-2026)       ||      ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ  ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   (07-Mar-2026)       ||     

HOME    ଅନ୍ୟାନ୍ୟ

ସଂକ୍ଷେପରେ ମୁଖ୍ୟ ଖବର

02-Nov-2020



୧.ଦେଶର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ଆଇନ୍‌ ପ୍ରଣୟନ କରି ମାସ୍କ ପରିଧାନକୁ କଲା ବାଧ୍ୟତାମୂଳକ ।

 

୨.ଧିରେ ଧିରେ ଟ୍ରାକକୁ ଫେରୁଛି ଦେଶର ଅର୍ଥ ବ୍ୟବସ୍ଥା, ଏହାସହ ରାଜସ୍ୱ ଆଦାୟ ମଧ୍ୟ ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଜିଏସଟି ଆଦାୟ ୧.୦୫ ଲକ୍ଷ କୋଟିରେ ପହଞ୍ଚିଛି ଯାହା ଗତବର୍ଷ ଅକ୍ଟୋବର ମାସ ତୁଳନାରେ ୧୦ ପ୍ରତିଶତ ଅଧିକ ରହିଛି। ଯାନବାହାନ ବିକ୍ରି ମଧ୍ୟ ବଢିଛି।

 

୩.ଆଜି ଶାହାରୁଖଙ୍କ ଜନ୍ମ ଦିନ, ୫୫ ବର୍ଷରେ ପାଦ ଦେଲେ ବଲିଉଡର ବାଦଶାହ ଶାହାରୁଖ ଖାନ ।

 

୪.ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ, ହୃଦଘାତରେ ଚାଲିଗଲା ପ୍ରାଣ। ୭୨ବର୍ଷ ବୟସରେ ରାଜୁ ମିଶ୍ରଙ୍କ ପରଲୋକ ହୋଇଛି ।

 

୫.WHO ଡିଜି କୋରୋନା ପଜିଟିଭ ଚିହ୍ନଟ, ପଜିଟିଭ ଚିହ୍ନଟ ପରେ ହୋମ ଆଇସୋଲେସନରେ WHO ଡିଜି ।

 

୬.ଜି. ଉଦୟଗିରି : ଦୀର୍ଘ ସାତମାସ ପରେ ଖୋଲିଲା ଆହାର କେନ୍ଦ୍ର; ପ୍ରଥମ ଦିନରେ ୧୦୦ଜଣଙ୍କ ପାଇଁ ଖାଦ୍ୟ ଆସିଲା ।

 

 ୭.୫ରୁ ବଢ଼ିବ ଶୀତ, ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ ପାରଦ ! ଆଂଶିକ ମେଘୁଆ ରହିବ ଉପକୂଳ ଓଡ଼ିଶାରେ ପାଣିପାଗ ! କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା ।

 

୮.ବଢିପାରେ_ପ୍ଲାଟଫର୍ମ_ଟିକେଟ୍_ଚାର୍ଜ । ଦେଶର ୧୦୦ରୁ ଅଧିକ ରେଳ ଷ୍ଟେସନରେ ଦୁଇଗୁଣା ହୋଇପାରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ।

 

 ୯.ସଡ଼କ ଦୁର୍ଘଟଣାରେ ଚାଲିଗଲା ସ୍ବାଦିଷ୍ଟ ମସଲାର ପରିଚାଳନା ନିର୍ଦେଶକ ପିୟୁଷ ଅଗ୍ରୱାଲଙ୍କ ଜୀବନ।।

 

 ୧୦.ଭଜନ ସମ୍ରାଟ ଭିକାରୀ ବଳଙ୍କ ଦଶମ ଶ୍ରାଦ୍ଧଦିବସରେ ଭକ୍ତିପୁତ ବିନମ୍ର ଶ୍ରଦ୍ଧାଞ୍ଜଳୀ।

 

 ୧୧.ନଭେମ୍ୱରରେ ୩ ଥର ହେବ ମୋଦି-ଜିନ୍ ପିଙ୍ଗ୍ ଭେଟ!

 

 ୧୨.ତିର୍ତୋଲ ଉପନିର୍ବାଚନ; ୩୩୭ ବୁଥ୍‌କୁ ୧୫୭ ବସ୍‌ରେ ଗଲେ ୧୯୪୦ ପୋଲିଂ ଅଧିକାରୀ!

 

 ୧୩.IPUର ବୈଠକରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଅଧ୍ୟକ୍ଷ ପଦରୁ ପାକ୍କୁ ମାତ୍ ଦେବାକୁ ଭାରତର ଯୋଜନା ।

 

 ୧୪.୩ ବିଜେପି ନେତାଙ୍କୁ ହତ୍ୟା କରିଥିବା ମାଷ୍ଟରମାଇଣ୍ଡ ଆତଙ୍କବାଦୀ ସୈଫୁଲ୍ଲା ନିହତ!

 

 ୧୫.ନକଲି ଫେସବୁକ ଆକାଉଣ୍ଟରୁ ଦୂରେଇ ରହିବାକୁ ସିଆରପିଏଫ ଯବାନଙ୍କୁ ଦିଆଗଲା ଚେତାବନୀ ।

 

 ୧୬.ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର : ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ହବିଷ୍ୟାଳୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା!

 

 ୧୭.କାର୍ତ୍ତିକକୁ ଡର : ପରିବା ଦର ଆକାଶଛୁଆଁ; ଆଳୁ ୪୦, ପିଆଜ ୭୦ ।

 

 ୧୮.ପାଟ୍ କମିନ୍ସଙ୍କ ଘାତକ ବୋଲିଂ, କୋଲକାତାଠୁ ହାରି ଆଇପିଏଲରୁ ବିଦା ହେଲା ରାଜସ୍ଥାନ ରୟାଲ୍ସ ।

 

 ୧୯.ଇରାକ-ସିରିଆରେ ଘାତକ ସାଜିଲା ବ୍ରିଟିଶ ଡ୍ରୋନ୍, ପ୍ରାଣ ହରାଇଲେ ୧୪୦୦ରୁ ଅଧିକ ଆଇଏସ୍ଆଇଏସ୍ ଆତଙ୍କବାଦୀ ।

 

 ୨୦.ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ ଏବଂ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କ ଯୋଡିକୁ ଲୋକେ ଗ୍ରହଣ କରୁଥିବା ଜଣାପଡ଼ିଛି।

 

 ୨୧.କିମସରେ ଖୋଲିଲା ପୋଷ୍ଟ କୋଭିଡ୍ କେୟାର ସ୍ପେସିଆଲିଟି କ୍ଲିନିକ,ଏଥିରେ କୋଭିଡ ପରବର୍ତ୍ତୀ ରୋଗ ଲକ୍ଷଣର ଚିକିତ୍ସା କରାଯାଉଛି।

 

୨୨.ଆଜିଠୁ ଖୋଲିବ ଭୁବନେଶ୍ବର ଏମ୍‌ସ ଓପିଡି,ପ୍ରଥମ ପର୍ଯ୍ୟାୟରେ ମାତ୍ର ୩୦ଜଣ ରୋଗୀ ଚିକିତ୍ସା ସେବା ପାଇବା ପାଇଁ ନାମ ପଞ୍ଜୀକରଣ କରିପାରିବେ।

 

୨୩.ରାଜଧାନୀରୁ କମୁଛି କରୋନା କାୟା । ଭୁବନେଶ୍ୱରରୁ ୮୩ ପଜିଟିଭ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୨୦୧।

 

୨୪.ବିପଦ ବଢାଇବ ଦୀପାବଳୀ, ବାୟୁ ପ୍ରଦୂଷଣରେ ଅଣନିଃଶ୍ବାସୀ ହେବେ କରୋନା ସଂକ୍ରମିତ ଓ ସୁସ୍ଥ।

 

୨୫.କେମିତି ବଂଟା ହେବ କରୋନା ଟିକା? ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର । ଟିକା ବଂଟନକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ କମିଟି ଗଠନ କରିବାକୁ ନିର୍ଦ୍ଦେଶ । ମୁଖ୍ୟଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ ହେବ ତ୍ରିସ୍ତରୀୟ କମିଟି ।

 

୨୬.କୋଭିଡ୍ କଟକଣା ମାନି ଶ୍ରୀମନ୍ଦିର ସମେତ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ।

 

୨୭.ଭୁବନେଶ୍ୱର: ଇଂଜିନିୟରିଂରେ ଖାଲି ପଡିବ ୧୫ ହଜାରରୁ ଅଧିକ ସିଟ୍।

 

୨୮.ସାରୁଅ ଜମି କିଣାବିକା ମାମଲା । ଓଡିଶା ଇନଫ୍ରାଟେକ ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ।

 

୨୯.ସରିଲା ପ୍ରଚାର,ବାହୁଡିଲେ ନେତା, ବାଲେଶ୍ବର ଓ ତିର୍ତ୍ତୋଲରେ ଆସନ୍ତା କାଲି ଭୋଟ୍।

 

୩୦.ତାମିଲନାଡୁରେ ଚଳିତମାସ ୧୬ତାରଖରୁ ଖୋଲିବ ସ୍କୁଲ ଓ କଲେଜ।

 

୩୧.ୱାଶିଂଟନ:ଟ୍ରମ୍ପଙ୍କ ବିଶାଳ ସମାବେଶ ୩୦ ହଜାର କରୋନା ସଂକ୍ରମିତ, ୭ ଶହ ଜଣଙ୍କ ମୃତ୍ୟୁ।

 

 ୩୨.କରୋନା ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ରାଜଧାନୀର ବିଭିନ୍ନ ଆହାର କେନ୍ଦ୍ରଗୁଡ଼ିକ ସୋମବାର ଠାରୁ ଖୋଲିବ।

 

 ୩୩.ବାଇଡେନ୍‌ ଜିତିଲେ ବଦଳିବ ଭାରତର ରଣନୀତି, ସାମରିକ ଓ ଆର୍ଥିକ ସହଭାଗିତା ନୂଆ ମୋଡ଼ ନେବ*ଓବାମା ସମୟର ନୀତି ଉପରେ ଗୁରୁତ୍ବ ଦେବ ଭାରତ ।

 

 ୩୪.ନିର୍ବାଚନ ପ୍ରଚାରଠୁ ଦୂରରେ ପ୍ରିୟଙ୍କା* ବିହାର ନିର୍ବାଚନ ତାତି ପ୍ରାୟ ଶୀର୍ଷରେ ପହଞ୍ଚିଥିବା ବେଳେ ଆଉ ଦିନକ ପରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ ।

 

 ୩୫.ଭୁବନେଶ୍ବରରେ ସାଇବର କମ୍ପ୍ଲେକ୍ସକୁ ଉଦ୍‌ଘାଟନ କଲେ ପୋଲିସ ଡିଜି ଅଭୟ, କେନ୍ଦ୍ର ସରକାରଙ୍କ ସାଇବର ପୋର୍ଟାଲ ଏହିଠାରୁ କାର୍ଯ୍ୟକ୍ଷମ ହେବ ।

 

 ୩୬.କଟକ ଜଗତପୁରରେ ଅଘଟଣ । ଗାଧୋଇବାକୁ ଯାଇ କେନାଲରେ ୩ ଛାତ୍ର ଭାସିଗଲେ । ୨ ଛାତ୍ର ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ହୋଇଛନ୍ତି ।

 

 ୩୭.ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ମାଈ ହାତୀ ଅସୁସ୍ଥ, ପଛଗୋଡ଼ ଅଚଳ କାରଣରୁ ଉଠି ପାରୁନଥିବା ସୂଚନା, ଡିଏଫ୍‌ଓଙ୍କ ତତ୍ବାବଧାନରେ ଚାଲିଛି ଚିକିତ୍ସା!

 

 ୩୮.ଦୁଃଖଦ ଘଟଣା...କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ-୨୦ ବୀରଗୋବିନ୍ଦପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଚକା ବଦଲାଉଥିବା ବେଳେ ହେଲ୍‌ପରଙ୍କ ଉପରେ ମାଡିଗଲା ଟ୍ରକ । ଫଳରେ ଘଟଣାସ୍ଥଳରେ ହିଁ ୨ଜଣ ହେଲ୍‌ପରଙ୍କ ମୃତ୍ୟୁ ହୋଇଛି!

 

 ୩୯.ବରଯାତ୍ରୀ ଗାଡ଼ି ଯାଉଥିବା ବେଳେ ହଠାତ୍ ଫୁଟିଗଲା ବାଣ, ୫ ଛୁଆ ଗୁରୁତର! ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶରମୁଜାଫରନଗରରେ। ଗୁରୁତର ପାଞ୍ଚ ଛୁଆ ହେଲେ ସାଓ୍ୱନ (୭), ଉମ୍ମେଦ (୮), ରିହାନ (୯), ଅଙ୍କିତ (୧୦), ଅମୀର (୧୦)।

 

 ୪୦.ଆଜିଠାରୁ କଟକ ସହରରେ ଆରମ୍ଭ ହେବ ସେରୋ ସର୍ଭେ। ପ୍ରଥମ ପର୍ଯ୍ୟାୟରେ ସହରର ୨୫ଟି ଓ୍ୱାର୍ଡରେ ଏହି ସର୍ଭେ ହେବ । ପ୍ରତି ଓ୍ୱାର୍ଡରୁ ୭୦ ଜଣଙ୍କ ସାମ୍ପଲ ନେଇ ସର୍ଭେ କରାଯିବ।

 

 ୪୧.୧୦ ଲକ୍ଷ ଯୁବକଙ୍କୁ ସରକାରୀ ନିଯୁକ୍ତି ଦେବାର ପ୍ରତିଶୃତି ପରେ ଅବସର ବୟସକୁ ନେଇ ବୟାନ ଦେଲେ ତେଜସ୍ୱୀ ।

 

 ୪୨.ରାଜଧାନୀରେ ଆଜିଠୁ ସମସ୍ତ ଆହାର କେନ୍ଦ୍ର ଖୋଲିବ । ଆଜିଠୁ ଆଉ ୭ଟି କାର୍ଯ୍ୟକ୍ଷମ ହେବା ନେଇ ବିଏମସିର ସୂଚନା । ଏବେ ହସ୍ପିଟାଲ ପରିସରରେ ଥିବା ୫ଟି ଆହାର କେନ୍ଦ୍ର କାର୍ଯ୍ୟକ୍ଷମ ଅଛି ।

 

 ୪୩.ବୌଦ୍ଧ: ଠିଆ ହୋଇଥିବା ଇନୋଭାକୁ ଧକ୍କା ଦେଲା ବସ୍, ୨ ମୃତ, ୨୫ ଆହତ; ବୌଦ୍ଧ- ଅନୁଗୁଳ ଜିଲ୍ଲା ସୀମାନ୍ତ କିଆକଟା ଛକରେ ଏହି ଦୁର୍ଘଟଣା ଘଟିଛି ।

 

 ୪୪.ନଦୀରେ ଭାସୁଛି କୁମ୍ଭୀର, ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ: ବୈତରଣୀ ନଦୀରୁ ଉଠି ଆସିଥିବା ସନ୍ଦେହ ।

 

 ୪୫.ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କୋଭିଡ୍ ପଜିଟିଭ । ରାଜ୍ୟପାଳଙ୍କ ସମେତ ପରିବାରର ୬ଜଣ ସଦସ୍ୟ ମଧ୍ୟ ପଜିଟିଭ ଚିହ୍ନଟ । ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ!

 

 ୪୬.ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୧୨ ଲକ୍ଷ ୫ ହଜାର ୪୪କୁ ବୃଦ୍ଧି, କୋରୋନା ପଜିଟିଭ୍ ସଂଖ୍ୟା ୪ କୋଟି ୬୮ ଲକ୍ଷ ୪ ହଜାର ୬୧୪, କୋରୋନାରୁ ସୁସ୍ଥ ହେଲେଣି ୩ କୋଟି ୩୭ ଲକ୍ଷ ୪୨ ହଜାର ୮୧୪ ଜଣ ।

 

 ୪୭.ଦେଶରେ ୨୪ ଘଣ୍ଟାରେ ୪୫ ହଜାର ୨୩୧ କରୋନା ପଜିଟିଭ୍‌, ୪୯୬ ମୃତ ।

 

 ୪୮. ଆଜି ଗୋଟିଏ ଦିନରେ ନୂଆ ୧୩୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧc କେନ୍ଦ୍ରରୁ ୭୯୮ ଓ ସ୍ଥାନୀୟ ଅଞ୍ଚଳରୁ ୫୯୧ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ଯରେ ଏଯାବତ୍ ୨,୯୩,୨୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

 ୪୯.ରାଜ୍ଯରେ ଆଜି ଆଉ ୯ ଜୀବନ ନେଲା ମହାମାରୀ କରୋନା। ଏଯାବତ୍ ରାଜ୍ଯରେ ୧୩୪୦ ଜଣଙ୍କ ଜୀବନ ନେଲାଣି ମହାମାରୀ କରୋନା ।


News Comment




Photo in News

Advertisment
Lastest News
  ରାଜ୍ୟ  
ଜେଏସଏମ କଲେଜରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   09-Mar-2026
  ଜିଲ୍ଲା  
ଆନ୍ତର୍ଜାତୀୟ ମହିଳା ଦିବସରେ ଲେଣ୍ଡା ଗ୍ରାମର ସୁଲୋଚନା ମିଶ୍ର ସମ୍ବର୍ଦ୍ଧିତ   08-Mar-2026
  ରାଜ୍ୟ  
ଅବସରପ୍ରାପ୍ତ ଶିକ୍ଷକ ଯଜ୍ଞେଶ୍ବର ପାଣିଗ୍ରାହୀଙ୍କ ପରଲୋକ   08-Mar-2026
  ଜିଲ୍ଲା  
ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବା ଉଚିତ   08-Mar-2026
  ଜିଲ୍ଲା  
ଆନ୍ତର୍ଜାତିକ ମହିଳା ଦିବସ ପାଳିତ   08-Mar-2026
  ଜିଲ୍ଲା  
ଉତ୍କଳ ମହିଳା ବିକାଶ ପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   08-Mar-2026
  ଜିଲ୍ଲା  
ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ମହିଳା ସମିତି ର ଆନ୍ତର୍ଜାତିକ ମହିଳା ଦିବସ ପାଳନ   08-Mar-2026
  ଜିଲ୍ଲା  
ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ମହିଳା ସମିତି ର ଆନ୍ତର୍ଜାତିକ ମହିଳା ଦିବସ ପାଳନ   08-Mar-2026
  ଜିଲ୍ଲା  
ବିନିକା ଗୋକୁଳାଷ୍ଟମୀ ମହୋତ୍ସବ ସମ୍ପାଦକଙ୍କ ପରଲୋକ   08-Mar-2026
  ଜିଲ୍ଲା  
ତହଁକ୍ ତିହାର୍ ଉଦଯାପିତ   08-Mar-2026
  ଜିଲ୍ଲା  
ଲୋୟର ସୁକତେଲ ଡ୍ୟାମ ଅଂଚଳର ସାମଗ୍ରିକ ଉନ୍ନତି ପାଇଁ ୧୨ଟି ପ୍ରସ୍ତାବ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଦାନ   08-Mar-2026
  ଜିଲ୍ଲା  
ଅନ୍ତର୍ଜାତୀୟ ମହିଳା ଦିବସରେ ବିଏମ୍ ସିର ଗଣଦୌଡ♦️ “ମହିଳାମାନଙ୍କ ଶକ୍ତି ସୁରକ୍ଷା ବଳୟରେ ପରିଣତ ହେଉ”-ବାଚସ୍ପତି   08-Mar-2026

You Might Also Like