-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
02-Nov-2020
କଟକ (ଦୀପକ କୁମାର ଷଡଙ୍ଗୀ) - ସ୍ବରାଜ ଅଭିଯାନର ସାଲେପୁର ବ୍ଲକ୍ ସଂଯୋଜକ ପ୍ରଦୀପ କୁମାର ନନ୍ଦଙ୍କ ତତ୍ବାବଧାନରେ ମୁଖ୍ୟ ଅତିଥିଭାବେ ଇଂ.ସିଦ୍ଧାର୍ଥ ସ୍ୱରୂପ ଦାଶ ଏବଂ ଅଭିଯାନର ରାଜ୍ୟ ଆବାହକ ସୁଧାଂଶୁ ଶେଖର ଦେଓ ଯୋଗଦେଇ ପ୍ରଥମେ ସତ୍ୟଭାମାପୁର ମଧୁପୀଠ ଓ ବହୁଗ୍ରାମ ପଞ୍ଚାୟତର ସିଂହମାପୁର ଗ୍ରାମର ଶତାଧିକ ଲୋକଙ୍କୁ ଉକ୍ତ ଚାରା ବିତରଣ କରାଯାଇଥିଲା । ଲେମ୍ବୁ ଉତ୍ପାଦନ କ୍ଷେତ୍ରକୁ ସ୍ୱାବଲମ୍ବୀ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଉପକୂଳ ଓଡିଶାରେ ପ୍ରାୟ ଏକ ଲକ୍ଷ ଚାରା ବିତରଣ କରାଯିବ ବୋଲି ସୂଚନା ଦିଆଯାଇଛି । ଆନ୍ଧ୍ରପ୍ରଦେଶ ଭଳି ଓଡିଶା ସରକାର ମଧ୍ୟ ରାଜ୍ୟବାସୀଙ୍କୁ ଲେମ୍ବୁଚାଷ କରିବା ଦିଗରେ ପ୍ରୋତ୍ସାହନ ଯୋଗାଇ ଦେବାକୁ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି । ସତ୍ୟଭାମାପୁର କସ୍ତୁରବା ଗାନ୍ଧୀ ସ୍ମାରକ ନିଧି ଟ୍ରଷ୍ଟର ପରିଚାଳିକା ସନ୍ଧ୍ୟାରାଣୀ ମଲ୍ଲିକ,ସ୍ଵେଚ୍ଛାସେବୀ ଜୟଦେବ ସାହୁ ପ୍ରମୁଖ ଏହି ବିତରଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।ଓଡିଶା ସ୍ବରାଜ ଅଭିଯାନର ସାଲେପୁର ବ୍ଲକ୍ ସଂଯୋଜକ ପ୍ରଦୀପ କୁମାର ନନ୍ଦଙ୍କ ତତ୍ବାବଧାନରେ ମୁଖ୍ୟ ଅତିଥିଭାବେ ଇଂ.ସିଦ୍ଧାର୍ଥ ସ୍ୱରୂପ ଦାଶ ଏବଂ ଅଭିଯାନର ରାଜ୍ୟ ଆବାହକ ସୁଧାଂଶୁ ଶେଖର ଦେଓ ଯୋଗଦେଇ ପ୍ରଥମେ ସତ୍ୟଭାମାପୁର ମଧୁପୀଠ ଓ ବହୁଗ୍ରାମ ପଞ୍ଚାୟତର ସିଂହମାପୁର ଗ୍ରାମର ଶତାଧିକ ଲୋକଙ୍କୁ ଉକ୍ତ ଚାରା ବିତରଣ କରାଯାଇଥିଲା । ଲେମ୍ବୁ ଉତ୍ପାଦନ କ୍ଷେତ୍ରକୁ ସ୍ୱାବଲମ୍ବୀ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଉପକୂଳ ଓଡିଶାରେ ପ୍ରାୟ ଏକ ଲକ୍ଷ ଚାରା ବିତରଣ କରାଯିବ ବୋଲି ସୂଚନା ଦିଆଯାଇଛି । ଆନ୍ଧ୍ରପ୍ରଦେଶ ଭଳି ଓଡିଶା ସରକାର ମଧ୍ୟ ରାଜ୍ୟବାସୀଙ୍କୁ ଲେମ୍ବୁଚାଷ କରିବା ଦିଗରେ ପ୍ରୋତ୍ସାହନ ଯୋଗାଇ ଦେବାକୁ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି । ସତ୍ୟଭାମାପୁର କସ୍ତୁରବା ଗାନ୍ଧୀ ସ୍ମାରକ ନିଧି ଟ୍ରଷ୍ଟର ପରିଚାଳିକା ସନ୍ଧ୍ୟାରାଣୀ ମଲ୍ଲିକ,ସ୍ଵେଚ୍ଛାସେବୀ ଜୟଦେବ ସାହୁ ପ୍ରମୁଖ ଏହି ବିତରଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।