-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
21-Sep-2021
ଢେଙ୍କାନାଳ(ତାପସ ଦାସ) -ଢେଙ୍କାନାଳ ସହର ଉପକଣ୍ଠ ରେ ଥିବା ବାଜି ରାଉତ ଆଇ ଟି ଆଇ ପାଖ ଗଳିରେ ରହୁଥିବା, ଅବସରପ୍ରାପ୍ତ ସେନା କର୍ମଚାରୀ ରାମଚନ୍ଦ୍ର ମୁକୁଟଙ୍କ ଘରେ ଚୋରି ହୋଇଥିବା
ଅଭିଯୋଗ ହୋଇଛି lଖବର ନେବାରୁ ଜଣାଯାଏ କି ସକାଳ ପ୍ରାୟ ସାଢେ ପାଞ୍ଚଟା ସମୟରେ ଘର ମାଲିକ ମୁକୁଟ ତାଙ୍କ ଦୁଇ ପୋଷା କୁକୁର ଙ୍କ ସହ ପ୍ରାତଃ ଭ୍ରମଣରେ ଯାଇଥିଲେ l ଠିକ ଏହି ସମୟରେ ଏହାର ସୁଯୋଗ ନେଇ କୋଣସି ଚୋର ଶୋଇବା ଘରେ ପଶିଥିଲା, ସେହି ଘରେ ଶ୍ରୀମତୀ ମୁକୁଟ ସୋଇଥିଲେ l ଚୋର ତାଙ୍କ ମୁଣ୍ଡକୁ ପ୍ରାୟ ଲାଗିରହିଥିବା ଡ୍ର ମଧ୍ୟ ରୁ ସମସ୍ତ ସୁନା ଅଳଙ୍କାର ନେଇ ଫେରାର ମାରିଥିଲା l
ଘର ମାଲିକ ଘରେ ପହଞ୍ଚି ଦେଖିଲା ବେଳକୁ ପ୍ରାୟ 5ଲକ୍ଷ ରୁ ଉର୍ଦ୍ଧ ଟଙ୍କା ର ସମ୍ପତି ଚୋରି ହୋଇ ଯାଇଥବା ଦେଖିଥିଲେ l ଢେଙ୍କାନାଳରେ ଏଭଳି ଘଟଣା ବାରମ୍ବାର ଘଟୁଥିବାର ସାଧାରଣରେ ପୋଲିସ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି,