-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
21-Sep-2021
ଢେଙ୍କାନାଳ-(ତାପସ ଦାସ): ଢେଙ୍କାନାଳ ସହର ରଅଗ୍ରଣୀ ଯୁବ ସାମାଜିକ ସଂଗଠନ ବଜରଙ୍ଗ ତରଫରୁ ବିଭିନ୍ନ ସ୍ଥାନ ମାନ ଙ୍କରେ ଗୋ କୁଣ୍ଡ ସ୍ଥାପନ କରାଯାଇଛି, ସହର ର ବିଭିର୍ନ ସ୍ଥାନରେ ମାଳ ମାଳ ଗାଈ ଗୋରୁ ବୁଲୁଛନ୍ତି, କିଏ ଖଣ୍ଡିଆ ଖବରl ହୋଇ ତଆଉ କିଏ ପାଣି ଟୋପାଏ ବି ପାଉନାହାନ୍ତି, ଦୀର୍ଘ ଦିନ ଧରି କ୍ଲବ ର ସଦସ୍ୟ ମାନେ ଆହତ ଓ ରୋଗଗ୍ରସ୍ତ ବୁଲା ଜୀବଜନ୍ତୁଙ୍କର ଚିକତ୍ସା ଏବଂ କୋଭିଡ ର ଲକଡାଉନ ସମୟରେ ଖାଦ୍ୟ ଯୋଗାଇ ଆସୁଥିଲେ, ଏବେ ସହରରପ୍ରମୁଖ ସ୍ଥାନରେ ଗୋକୁଣ୍ଡସ୍ଥାପନ କରି ମାନବିକତାର ପରିଚୟ ସୃଷ୍ଟି କରିଛନ୍ତି, ଏହାଦ୍ୱାରା ବୁଲାଗେଈଗୋରୁ, କୁକୁର ଓ ଅନ୍ୟନ୍ୟ ପଶୁପକ୍ଷୀ ଖାଦ୍ୟ ଓ ପାଣି ପାଇଁ ଉପକୃତ ହୋଇ ପାରିବେ