-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ଦୁର୍ଘଟଣା ରେ ମୃତ୍ୟୁ ହାର ରୋକିବାରେ ସୁବର୍ଣ୍ଣପୁର ଜ଼ିଲ୍ଲା ର ରେକର୍ଡ ରାଜ୍ୟରେ ଏକ ନମ୍ବର

20-Sep-2021



 ସୋନପୁର(ମନୋରଞ୍ଜନ ତ୍ରିପାଠୀ ): ଦୁର୍ଘଟଣା ରୋକିବାରେ ବିଗତ ବର୍ଷ ମାନଙ୍କରେ ଆମ ସୁବର୍ଣ୍ଣପୁର ଜ଼ିଲ୍ଲା କେତେବେଳେ ତିନି ତ କେବେ  ଦୁଇ ନମ୍ବର ରେକର୍ଡ ସ୍ଥାନ ରେ ରହି  ଆସୁଥିବା ବେଳେ ଏବର୍ଷ 2021 ଜାନୁଆରୀ ମାସରୁ ଜୁନ 30 ଯାଏ  ଦୁର୍ଘଟଣା ମୃତ୍ୟୁ ହାର ରୋକିବା ଦିଗରେ ଆମ ଜ଼ିଲ୍ଲା ରାଜ୍ୟ ରେ ଏକ ନମ୍ବର ସ୍ଥାନ ଅଧିକାର କରି ଆଞ୍ଚଳିକ ପରିବହନ ବିଭାଗ ତଥା ସମଗ୍ର ଜ଼ିଲ୍ଲା ର ଗୌରବ ବଢ଼ାଇଛନ୍ତି l  ଗତ 31-08 -21 ରେ ମୁଖ୍ୟ ଶାସନ ସଚିବ ଭିଡିଓ କନ ଫୋରେନ୍ସ ମାଧ୍ୟମରେ  ପୁରୀ, ଅନୁଗୁଳ କଳାହାଣ୍ଡି  ଓ ସୁବର୍ଣ୍ଣପୁର ଚାରୋଟି ଜ଼ିଲ୍ଲା ଦୁର୍ଘଟଣା ମୃତ୍ୟୁ ହାର ରୋକିବାରେ ସ୍ୱତନ୍ତ୍ର ସ୍ଥାନ ରେ ରହିଥିବା ବିଷୟ ଘୋଷଣା କରିଥିଲେ l ସେଥି ମଧ୍ୟ ରୁ ସୁବର୍ଣ୍ଣପୁର ଜ଼ିଲ୍ଲା ରାଜ୍ୟରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା କଥା ଘୋଷଣl କରିଥିଲେ l ଦୀର୍ଘ ବର୍ଷ ରୁ ପୋଲିସ ଓ ପରିବହନ ବିଭାଗ ର ଛକ ଛକ ରେ ସବୁଠି ମିଳିତ ଭାବେ ଚଢ଼ାଉ ସମେତ ଗାଡି ଚାଳକ ଙ୍କ ଲାଇସନ୍ସ ଓ ହେଲମେଟ ର କଡାକଡି ଯାଞ୍ଚ, ଦ୍ରୁତ ଗତି ର ମୋଟର ଭାଇକିଲ  ସବୁ କୁ ଚି଼ହ୍ନଟ, ଜ଼ିଲ୍ଲା ରେ ସର୍ବାଧିକ  ଡ଼ି ଆର ସି ସି ବୈଠକ, ଏବଂ କୋଭିଡ ସମୟ ବ୍ୟତୀତ ଅନ୍ୟ ବର୍ଷ ମାନଙ୍କ ରେ ଖୁବ ଆଡମ୍ବର ରେ ରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ ସମେତ ପୋଲିସ, ଅଗ୍ନିଶମ ବିଭାଗ କର୍ମଚାରୀ, ସାମାଜିକ ଅନୁଷ୍ଠାନ, ଗଣମାଧ୍ୟମ ଓ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଙ୍କୁ ନେଇ ସହର ତଥା ଜ଼ିଲ୍ଲା ସାରା ରୋଡ଼ ସୋ  ଓ ବିଭିନ୍ନ ପ୍ରକାର ନାଟକ ଓ ଅଭିନଵ ଢଙ୍ଗ ରେ  ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଥିବା ଓ ସମସ୍ତ ଙ୍କ ସହାଭାଗିତା ହିଁ ଏ ସଫଳତା ର ଶ୍ରେୟ ଅଟେ ବୋଲି ମତ ରଖି  ଏହା ବ୍ୟତୀତ ଜ଼ିଲ୍ଲାପାଳ ମାନଙ୍କ , ପ୍ରେରଣା ସହିତ ସମସ୍ତ  ଅଫିସର,କର୍ମଚାରୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ରୁ ହିଁ ଆମ ଜ଼ିଲ୍ଲା ଏହି ସଫଳତା ପାଇ ପାରିଛି ବୋଲି ସୁବର୍ଣ୍ଣପୁର ଆର ଟି ଓ ରବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି l ନୂତନ ଜ଼ିଲ୍ଲାପାଳ ଙ୍କ ନୂତନ ଚିନ୍ତାଧାରା ଓ କୌଶଳ କ୍ରମେ ଏବଂ ବର୍ତ୍ତମାନ ଚାଲିଥିବା ବାରମ୍ବାର ସଡ଼କ ସୁରକ୍ଷା ବୈଠକ  ସମସ୍ତ ଆଲୋଚନା ପ୍ରସ୍ତୁତି ଆଗକୁ ଏ ବିଭାଗ କୁ ଉତ୍ସାହ ଦେବ ଆହୁରି ସଫଳତା ଦେବ ଓ ଦୁର୍ଘଟଣା ମୃତ୍ୟୁ ହାର  ନିଶ୍ଚିତ କମିବ ବୋଲି ଜ଼ିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ  ମତ ରଖିଛନ୍ତି l ଆଉ ଜ଼ିଲ୍ଲା ବାସୀଙ୍କୁ ସାଧୁବାଦ ଓ କୃତଜ୍ଞତା ଜଣାଇଛନ୍ତି l ଦୁର୍ଘଟଣା ମୃତ୍ୟୁ ହାର ରୋକିବାରେ ସେଇ ସ୍ପଟରୁ ସୂଚନା ଦେଉଥିବା ସୁ -ହୃଦୟ ବ୍ୟକ୍ତି ଓ ଜ଼ିଲ୍ଲା ଅଗ୍ନିଶମ ବାହିନୀ କର୍ମଚାରୀ ଙ୍କ ଉଦ୍ୟମ ଓ ଉତ୍ସର୍ଗୀକୃତ ସେବା ଖୁବ ପ୍ରଶଂସନୀୟ ବୋଲି ଜ଼ିଲ୍ଲା ବୁଦ୍ଧିଜୀବୀ ମତ ଦେଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like