-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

    ଗଣ୍ଡା ବଜା ପକ୍ଷରୁ ସମ୍ବର୍ଦ୍ଧନା ପର୍ବ-     ନବୀନ କୁଅଁର ଓ ଶଙ୍କର ପଧାନ ହେଲେ ସମ୍ବର୍ଦ୍ଧିତ-      ପ୍ରତିଭା ଥିଲେ ତାକୁ କେହି ରୋକି ପାରିବେ ନାହିଁଁ- ଅମରେନ୍ଦ୍ର

18-Sep-2021



ବଲାଙ୍ଗିର ,(ପ୍ରେରଣା ଖବର)- ଓଡିଶା ସଙ୍ଗିତ ନାଟକ ଏକାଡେମୀ ଦ୍ୱାର ପୁରସ୍କୃତ କଣ୍ଟଶିଳ୍ପି ନବୀନ କୁଅଁର ଓ ବାଦ୍ୟ ଶିଳ୍ପି ଶଙ୍କର ପ୍ରଧାନଙ୍କୁ ବଲାଙ୍ଗିର ଗଣ୍ଡାବଜା ପତ୍ରିକା ରରଫରୁ ସମ୍ବର୍ଦ୍ଧୀତ କରାଯାଇଛି ।  ପୁର୍ବାଞଞ୍ଚଳ ସଦା ସର୍ବଦା ଆମ ଅଂଚଳର କଳା ସଂସ୍କୃତି ତଥା କଳାକାର ମାନଙ୍କ ଉପରେ କୁଠାରଘାତ କରିଆସୁଛି । ଅଂଚଳରେ ଅନେକ ସାରଶ୍ୱତ  ସଙ୍ଗିତ ସାଧକ ଥିବା ସତ୍ୱେ ସେମାନଙ୍କ କଳାର ପ୍ରକୃତ ସମ୍ମାନ କରାଯାଉ ନାହିଁ । ତଥାପି ସାଧକ ପାଖରେ ପ୍ରକୃତ ପ୍ରତିଭା ଥିଲେ ତାକୁ କେହି ରୋକି ପାରିବେ ନାହିଁଁ ବୋଲି ମୁଖ୍ୟ ଅତିଥି ଅମରେନ୍ଦ୍ର ମିଶ୍ର  ମତ ବ୍ୟକ୍ତ କରିଛନ୍ତି ।  ସ୍ଥାନୀୟ ଅମଲା ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଣ୍ଡାବଜା ସଂପାଦକ ତରିଲୋଚନ ନନ୍ଦଙ୍କ ସଭାପତିତ୍ୱରେ  ବରିଷ୍ଠ ଆଇନଜିବୀ ଅମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି, ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା ସମ୍ମାନିତ ଅତିଥି ଓ ଗୁରୁ ଡା. ଘାସିରାମ ମିଶ୍ର, ନବୀନ କୁଅଁର ଓ ଶଙ୍କର ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ପ୍ରଥମେ ଗୁରୁ ଶ୍ରୀ ମିଶ୍ର ଉଭୟ ଯଶସ୍ୱି କଳାକାରଙ୍କୁ ଅଭୀନନ୍ଦନ ଜଣାଇବା ପରେ  ଏକାଡେମୀ ର ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ବାଚୀ ଉଠାଇ ଥିଲେ । ଯଦ୍ୱାରା ଏହି ଅଂଚଳର  କଳା ତଥା କଳାକାର ଅଂଚଳବାଦର ଶିକାର ହୋଇ ମଉଳି ଯାଉଛନ୍ତି । ତେବେ ଏକାଡେମୀ ଓ ଚୟନ ବ୍ୟବସ୍ଥାରେ ସୁଧାର ନଆଣିଲେ ଏହା କଳା ଜଗତ ପାଇଁ ବିପଦ ସୃଷ୍ଟି କରିବ ବୋଲି ସେ କହିଥିଲେ । ଶ୍ରୀ ବେହେରା ଉଭୟ କଳାକାରଙ୍କୁ ସାଧୂବାଦ ଜଣାଇବା ସହ ତାଙ୍କର ସ୍ୱଣ୍ଣୀମ ଇତିହାସକୁ ମନେ ପକାଇଥିଲେ । ବାଦ୍ୟ ଶିଳ୍ପି ପ୍ରଧାନ ମଞ୍ଚକୁ ଆସି ବାଦ୍ୟ ଶିଳ୍ପି ଭାବେ ଏକାଡେମୀ ତାଙ୍କୁ ସମ୍ମାନୀତ କରିଥିଭାକୁ ନାପସନ୍ଦ କରିଥିଲେ । ସେ ଜଣେ ସଙ୍ଗିତ ସଂଯୌøଜକ ରୁପେ ବେଶ ଜଣା ଶୁଣା ଓ ବାଦ୍ୟ କ୍ଷେତ୍ରରେ ପ୍ରଦାନ କରାଯାଇଥିଭା ଏହି ପୁରସ୍କାର ଭିତରି କଥା କହୁଛି ବୋଲି ଶ୍ରୀ ପଧାନ ମତବ୍ୟକ୍ତ କରିଥିଲେ । ଶ୍ରୀ କୁଅଁର ତାଙ୍କୁ ଦିଆଯାଇ ଥିବା ପୁରସ୍କାର ଆହୁରି ତପସ୍ୟା କରିବାକୁ ପ୍ରେରଣା ଦେବା ସହ ଅଂଚଳରେ ନୁଆଁ ପ୍ରତିଭା ଗଢୀବ ବୋଲି କହିଥିଲେ । ତରଣୀ ସେନ ସୁନା ମଞ୍ଚ ପରିଚଳନା କରିଥିବା ବେଳେ ଶେଷରେ ଗଣାବଜା ସଂପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like