-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
14-Sep-2021
ସମ୍ବକପୁର (ପ୍ରେରଣା ଖବର ):ଖୋଲିଲା ହୀରାକୁଦ ଜଳଭଣ୍ଡାର ଗେଟ୍ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଖୋଲିଲା ଗେଟ୍ । ସତର୍କ ଘଣ୍ଟି ବାଜିବା ସହ ଖୋଲିଲା ଗେଟ୍ । ବର୍ତ୍ତମାନ ୩ ଓ ୭ ନମ୍ବର ଗେଟ ଖୋଲିଛି । ପର୍ଯ୍ୟାୟକ୍ରମେ ହୀରାକୁଦର ୬ଟି ଗେଟ୍ ଖୋଲିବ ।
ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ସେହିପରି ଏବେ ଉପରମୁଣ୍ଡରେ ବର୍ଷା ଜାରି ରହିଛି । ତେଣୁ ହୀରାକୁଦର ଜଳ ସ୍ତର ବୃଦ୍ଧି ପାଇଛି । ଜଳସ୍ତର ବୃଦ୍ଧି ପାଇବା ପରେ ଆଜି ଗେଟ୍ ଖୋଲାଯାଇଛି ।