-+91-9937148622 |

prerana_bgr@rediffmail.com |

  Sunday 22nd March 2026 |

| | | |

R.N.I. Regd No. ODIODI/2010/46693

Breaking News

କନ୍ଧବାହାଳ ରେ ଦଣ୍ଡସେନା ସମାଜର ମହାସଭା ସମ୍ମିଳନୀ    (22-Mar-2026)       ||      ଉଚ୍ଚଶିକ୍ଷା ବିଭାଗ ପାଇଁ ୩୬୬୪.୪୦ କୋଟି ଟଙ୍କା ଖର୍ଚ୍ଚଦାବୀ ମଞ୍ଜୁର♦️ ଛାତ୍ରୀମାନଙ୍କର ସଶକ୍ତିକରଣ ନିମନ୍ତେ ଶକ୍ତିଶ୍ରୀ ଯୋଜନା ପାଇଁ ୧୫ କୋଟି ଟଙ୍କାର ବ୍ୟୟ ବରାଦ    (22-Mar-2026)       ||      *ସୁବର୍ଣ୍ଣପୁର ହୋଟେଲ ରୂପ ରେସିଡେନ୍ସୀ ଠାରେ ପଖାଳ ଦିବସ ପାଳିତ*-   (22-Mar-2026)       ||      ପୂର୍ବତନ ନବରଙ୍ଗପୁର ବିଧାୟକଙ୍କୁ ଜିଲ୍ଲା ଭତ୍ରା ସମାଜ ତରଫରୁ ୧୨ବର୍ଷ ପାଇଁ ବାସନ୍ଦ କରାଗଲା*   (22-Mar-2026)       ||      ବିଶ୍ଵ ବନ ଦିବସ ପାଳିଲେ ୟାର ଅନୁଷ୍ଠାନ   (22-Mar-2026)       ||      ବିଶ୍ଵ ବନ ଦିବସ ପାଳିଲେ ୟାର ଅନୁଷ୍ଠାନ   (22-Mar-2026)       ||      ୩ ଗଂଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ୍ କଲା ପୋଲିସ    (21-Mar-2026)       ||      ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଉଦ୍‌ଯାପିତ   (21-Mar-2026)       ||      ତହଁକ କୁଟୁମର  ବିଶ୍ବ କବିତା ଦିବସ ପାଳନ   (21-Mar-2026)       ||      ସୁନାମୁଦିରେ ପଡ଼ା ସ୍ତରୀୟ ପୁଷ୍ଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (21-Mar-2026)       ||      ବୁବେଲ ସ୍କୁଲରେ ପିଏମଶ୍ରୀ ବାର୍ଷିକ ଉତ୍ସବ    (21-Mar-2026)       ||      ରାଜ୍ୟସ୍ତରୀୟ ଓଷ୍ଟା ମେଧା ଅନ୍ବେଷଣରେ ବଲାଙ୍ଗୀରର ଶ୍ରେଷ୍ଠ ପ୍ରଦର୍ଶନ    (21-Mar-2026)       ||      ଡୁଙ୍ଗୁରିପାଲି: ଅଧ ଘଣ୍ଟା ବ୍ୟବଧାନରେ ମା ପୁଅ ଆଖି ବୁଜିଲେ    (21-Mar-2026)       ||      ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ନୂତନ କାର୍ଯ୍ୟାଳୟ ଉଦଘାଟିତ   (21-Mar-2026)       ||      ବିଶ୍ଵ ପଖାଳ ଦିବସ ଓ ବିଶ୍ଵ କବିତା ଦିବସ ଉପଲକ୍ଷେ ଅଭାଷୀ ମାଧ୍ୟମରେ ବହୁଭାଷୀ କବିତା ଆସର    (21-Mar-2026)       ||      ବିଶ୍ୱ ବନଦିବସ ପାଳିତ.. ବଲାଙ୍ଗୀରରେ ଜଙ୍ଗଲ ଓ ଅର୍ଥନୀତିର ନୀବିଡ ସମ୍ପର୍କ ରହିଛି-ଆରସିସିଏଫ   (21-Mar-2026)       ||      ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ପଖାଳ ଦିବସ   (21-Mar-2026)       ||      ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ପଖାଳ ଦିବସ   (21-Mar-2026)       ||      *ଶିଶୁ ମନ୍ଦିରରେ "କଣ୍ଢେଇ ଦିବସ" ରେ ଶିଶୁମାନଙ୍କ ମନୋରଞ୍ଜନ ଓ ସୃଜନଶୀଳତାର ଅଦ୍ଭୁତ ପ୍ରଦର୍ଶନ*   (21-Mar-2026)       ||      ବିଶ୍ୱ ପଖାଳ ଦିବସ ପାଳିତ   (21-Mar-2026)       ||     

HOME   ରାଜ୍ୟ

ଲଗାଣ ବର୍ଷା, ଚାଲିଶି ଫୁଟ ଘାଇ ଭିତରେ ଫସିଲା ଟ୍ରକ

14-Sep-2021



କାମାକ୍ଷାନଗର, (ପ୍ରେରଣା ଖବର ): ଲଘୁଚାପ ଜନିତ ବର୍ଷା ଯୋଗୁଁ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଗତ ୨ ଦିନ ହେଲା ପ୍ରବଳ ବର୍ଷା ହୋଇଛି। ଫଳରେ ରାସ୍ତାଘାଟ ସବୁ ଜଳମଗ୍ନ ହୋଇଛି। ତେବେ ଲଗାଣ ବର୍ଷା ଯୋଗୁଁ ୫୩ ନଂ ଜାତୀୟ ରାଜପଥ ସିଆରିମାଳିଆ ଠାରେ ସଂପ୍ରସାରଣ କାମ ପାଇିଁ ତିଆରି ଆପ୍ରୋଚ ରୋଡରେ ୪୦ ଫୁଟର ଘାଇ ସୃଷ୍ଟି ହୋଇଛି। ସେପଟେ କେନାଲ ରାସ୍ତାରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ଯାତାୟତ ସମ୍ପୂର୍ଣ୍ଣ ରୂପରେ ଠପ୍ ହୋଇଯାଇଛି।

ସୂଚନାନୁଯାୟୀ, ସୋମବାର ବିଳମ୍ବିତ ରାତିରେ କେନାଲ ରାସ୍ତା ଦେଇ ଏକ ଟ୍ରକ୍ ଯାଉଥିବା ବଳେ ରାସ୍ତା ଧୋଇଯିବାରୁ ଟ୍ରକଟି ମଧ୍ୟ ଫସି ରହିଥିବା ଦେଖିବାକୁ ମିଳିଥିଲା।୨ଟି ଯାକ ରାସ୍ତା ଧୋଇଯିବା କାରଣରୁ କାମାକ୍ଷାନଗର-ତାଳଚେର ମଧ୍ୟରେ ଗମନାଗମନ ସଂମ୍ପୁର୍ଣ ଭାବେ ବନ୍ଦ ହୋଇଯାଇଛି। ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
କନ୍ଧବାହାଳ ରେ ଦଣ୍ଡସେନା ସମାଜର ମହାସଭା ସମ୍ମିଳନୀ   22-Mar-2026
  ରାଜ୍ୟ  
ଉଚ୍ଚଶିକ୍ଷା ବିଭାଗ ପାଇଁ ୩୬୬୪.୪୦ କୋଟି ଟଙ୍କା ଖର୍ଚ୍ଚଦାବୀ ମଞ୍ଜୁର♦️ ଛାତ୍ରୀମାନଙ୍କର ସଶକ୍ତିକରଣ ନିମନ୍ତେ ଶକ୍ତିଶ୍ରୀ ଯୋଜନା ପାଇଁ ୧୫ କୋଟି ଟଙ୍କାର ବ୍ୟୟ ବରାଦ   22-Mar-2026
  ଜିଲ୍ଲା  
*ସୁବର୍ଣ୍ଣପୁର ହୋଟେଲ ରୂପ ରେସିଡେନ୍ସୀ ଠାରେ ପଖାଳ ଦିବସ ପାଳିତ*-   22-Mar-2026
  ଜିଲ୍ଲା  
ପୂର୍ବତନ ନବରଙ୍ଗପୁର ବିଧାୟକଙ୍କୁ ଜିଲ୍ଲା ଭତ୍ରା ସମାଜ ତରଫରୁ ୧୨ବର୍ଷ ପାଇଁ ବାସନ୍ଦ କରାଗଲା*   22-Mar-2026
  ଜିଲ୍ଲା  
ବିଶ୍ଵ ବନ ଦିବସ ପାଳିଲେ ୟାର ଅନୁଷ୍ଠାନ   22-Mar-2026
  ଜିଲ୍ଲା  
ବିଶ୍ଵ ବନ ଦିବସ ପାଳିଲେ ୟାର ଅନୁଷ୍ଠାନ   22-Mar-2026
  ଜିଲ୍ଲା  
୩ ଗଂଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ୍ କଲା ପୋଲିସ    21-Mar-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଉଦ୍‌ଯାପିତ   21-Mar-2026
  ଜିଲ୍ଲା  
ତହଁକ କୁଟୁମର  ବିଶ୍ବ କବିତା ଦିବସ ପାଳନ   21-Mar-2026
  ଜିଲ୍ଲା  
ସୁନାମୁଦିରେ ପଡ଼ା ସ୍ତରୀୟ ପୁଷ୍ଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   21-Mar-2026
  ଜିଲ୍ଲା  
ବୁବେଲ ସ୍କୁଲରେ ପିଏମଶ୍ରୀ ବାର୍ଷିକ ଉତ୍ସବ    21-Mar-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ଓଷ୍ଟା ମେଧା ଅନ୍ବେଷଣରେ ବଲାଙ୍ଗୀରର ଶ୍ରେଷ୍ଠ ପ୍ରଦର୍ଶନ   21-Mar-2026

You Might Also Like