-+91-9937148622 |

prerana_bgr@rediffmail.com |

  Thursday 29th October 2026 |

| | | |

R.N.I. Regd No. ODIODI/2010/46693

Breaking News

କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ୮୦ଲକ୍ଷ ମୂଳ ଅନୁସୂଚିତ ଜାତିର ସ୍ୱାର୍ଥ ବନାମ ରାଜନୈତିକ ସ୍ୱାର୍ଥ ରକ୍ଷା - କେକେଡି ହଟାଓ ଦାବି ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରାଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||      ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||      ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||      ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||     

HOME   ଜିଲ୍ଲା

ପାଟଣାଗଡ଼: ତିନି ଜଣ ସାମ୍ବାଦିକଙ୍କୁ ଗିରଫ ଦାବିରେ ଉଦାରବାଦୀ ଗଣତାନ୍ତ୍ରିକ ସଂଘ ପକ୍ଷରୁ ଦାବିପତ୍ର- ୭୨ ଘଣ୍ଟା ଭିତରେ ଗରିଫ ନକଲେ ଏସଡିପିଓ ଅଫିସ ଘେରାଓ

05-Sep-2021



ପାଟଣାଗଡ(ପ୍ରେରଣା ଖବର)-ପାଟଣାଗଡରେ କାର୍ଯ୍ୟରତ ୩ ଜଣ ସମ୍ବାଦିକଙ୍କୁ ଗିରଫ ଦାବି ନେଇ ଲାଠୋରର ଉଦାରବାଦି ଗଣତାନ୍ତ୍ରିକ ସଂଘର ପ୍ରତିଷ୍ଠାତା ଲବ ସୁନାଙ୍କ ନେତୃତ୍ୱରେ ଏକ ୪୦ ଜଣଆ ପ୍ରତିନୀଧି ଦଳ ପାଟଣାଗଡ ଉପଖଣ୍ଡ ପୁଲିସ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବାକୁ ଆଜି ସଂନ୍ଧ୍ୟା ସାଢେ ୬ଟାରେ ଆସିଥିଲେ । ସେ ଉପସ୍ଥିତ ନଥିବାରୁ ପାଟଣାଗଡ ଥାନା ଅଧିକାରୀ ଅନନ୍ତ ପଧାନଙ୍କ ଜରିଆରେ ଉକ୍ତ ଦାବିପତ୍ର ଦେଇଥିବା ଜଣାପଡିଛି । ଏହା ସହ ଆସନ୍ତା ୭୨ ଘଣ୍ଟା ଭିତରେ ଏମାନଙ୍କୁ ଗରିଫ ନକଲେ ଏସଡିପିଓ ଅଫିସ ଘେରାଓ କରାଯିବା ବୋଲି ଉକ୍ତ ସଂଘ ତରଫରୁ ଚତୋବନୀ ଦିଆଯାଇଛି । ଥାନା ଅଧିକାରୀ ଦାବିପତ୍ର ଗ୍ରହଣ କରିଥିବା ସହ ଉପଖଣ୍ଡ ପୁଲିସ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇବି ବୋଲି କହିବା ସହ ଆଇନ୍ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।
ଅଭିଯୋଗ ମୁତାବାକ, ଗତ ଅଗଷ୍ଟ ୨ ତାରିଖ ଦିନ ପାଟଣାଗଡରେ କାର୍ଯ୍ୟରତ ସାମ୍ବାଦିକ ବିଜୟାନନ୍ଦ ଦାସ ଓରଫ ବିଜୁ, ଅଜିତ କୁମାର ପୁରୋହିତ ଓରଫ କୁନମୁନ ଓ ଦୀପକ ଖମାରୀ ଏହି ୩ ଜଣ ସାମ୍ବାଦିକ ମିଶି ମନରେଗା ଯୋଜନାରେ ହୋଇଥିବା ଏକ ରାସ୍ତା କାମର ୨ ଥର ପ୍ରତିକ୍ରିୟା ନେଇ ଖବର ପ୍ରସାରଣ କରି ସାରିବା ପରେ ପୁଣି ତୃତୀୟ ଥର ପ୍ରତିକ୍ରିୟା ନେବା ଆଲରେ ଖପ୍ରାଖୋଲ ବନ ବିଭାଗ ରେଞ୍ଜର ଶ୍ରୀବଚ୍ଛ କୁମୁରାଙ୍କ ବାସଭବନକୁ ଯାଇଥିଲେ । ସେହି ସମୟରେ ବନବିଭାଗର ରେଞ୍ଜର ଶ୍ରୀବଚ୍ଛ କୁମୁରାଙ୍କ ସହ କଥାକଟି ପରେ ବଚସା ହେଇଥିଲା । ଏହି ୩ ଜଣ ସାମ୍ବାଦିକ ରେଞ୍ଜରଙ୍କୁ ଗାଲି ଗୁଲଜ କରିବା ସହ ଜାତିଆଣ ଅକ୍ଷେପ କରିଥିବା ନେଇ ରେଞ୍ଜର ଖପ୍ରାଖୋଲ ଥାନାରେ ଏକ ଅଭିଯୋଗ କରିଥିଲେ । ଏହା ସହ ହରିଶଙ୍କର ଫରେଷ୍ଟର ପ୍ରିୟବତ ମହାକୁରଙ୍କୁ ଏହି ତିନ ଜଣ ସାମ୍ବାଦିକ ୧ ଲକ୍ଷ୍ୟ ଟଙ୍କା ଦାବି କରିଥିବା ନେଇ ଫରେଷ୍ଟର ମଧ୍ୟ ସେହି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏପରିକି ଏହି ୩ ଜଣ ସାମ୍ବାଦିକ ମଧ୍ୟ ସେହି ଥାନାରେ ରେଞ୍ଜର ତାଙ୍କୁ ହତ୍ୟା ଧମକ ଦେଇଥିବା ନେଇ ଥାନାରେ ଏକ ଅଭିଯୋଗ ଆଣିଥିଲେ । ଏମାନଙ୍କ ନାମରେ ପାଟଣାଗଡ ଉପଖଣ୍ଡର ବିଭିନ୍ନ ଥାନାରେ ଏସଟି ଓ ଏସି ମାମଲା ମାନ ରହିଥିଲେ ମଧ୍ୟ ପୁଲିସ କାହିଁକି ଗିରଫ କରୁ ନାହିଁ ବୋଲି ଅଭିଯୋଗ ସହ ଏହି ୩ ଜଣ ସାମ୍ବାଦିକ କାହା  ଛତ୍ର ଛାୟା ତଳେ ରହି ସୁରକ୍ଷା ପାଉଛନ୍ତି । ଏହା ସହ ଉପଖଣ୍ଡରେ ଏହି ୩ ଜଣ ସାମ୍ବାଦିକ (ସାମ୍ବାଦିକ) ନାମରେ ଆତଙ୍କ ରାଜ ଚଲାଇ ଥିବା ବେଳେ ଉକ୍ତ ନ୍ୟୁଜ୍ ସଂସ୍ଥା ମାନ କାହିଁକି ଏମାନଙ୍କୁ ପ୍ରତ୍ସାହନ ଦେଉଛି ବୋଲି ଅଭିଯୋଗ ଆଣିଛନ୍ତି । ଏପରିକି ଏମାନେ ଏକ ନିଦ୍ଧିଷ୍ଟ ସଂମ୍ପଦ୍ରାୟର ବ୍ୟକ୍ତି ବିଶେଷ ମାନଙ୍କୁ ଏକ ଉଦ୍ଦେଶ୍ୟ ମୂଳକ ଭାବରେ ହଇରାଣ ହରକତ କରୁଥିବା ନେଇ ଓକ୍ତ ସଂଘର ପ୍ରତିଷ୍ଠତା ଶ୍ରୀ ସୁନା ଅଭିଯୋଗ କରିଛନ୍ତି । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
୮୦ଲକ୍ଷ ମୂଳ ଅନୁସୂଚିତ ଜାତିର ସ୍ୱାର୍ଥ ବନାମ ରାଜନୈତିକ ସ୍ୱାର୍ଥ ରକ୍ଷା - କେକେଡି ହଟାଓ ଦାବି ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରାଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026
  ଜିଲ୍ଲା  
କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   29-Oct-2026
  ଜିଲ୍ଲା  
ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   29-Oct-2026
  ଜିଲ୍ଲା  
ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   29-Oct-2026
  ଜିଲ୍ଲା  
ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   29-Oct-2026
  ଜିଲ୍ଲା  
ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ   29-Oct-2026
  ଜିଲ୍ଲା  
ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   29-Oct-2026
  ଜିଲ୍ଲା  
ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ   29-Oct-2026
  ଜିଲ୍ଲା  
ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   28-Oct-2026

You Might Also Like