-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||     

HOME   ଜିଲ୍ଲା

ପାଟଣାଗଡ଼: ତିନି ଜଣ ସାମ୍ବାଦିକଙ୍କୁ ଗିରଫ ଦାବିରେ ଉଦାରବାଦୀ ଗଣତାନ୍ତ୍ରିକ ସଂଘ ପକ୍ଷରୁ ଦାବିପତ୍ର- ୭୨ ଘଣ୍ଟା ଭିତରେ ଗରିଫ ନକଲେ ଏସଡିପିଓ ଅଫିସ ଘେରାଓ

05-Sep-2021



ପାଟଣାଗଡ(ପ୍ରେରଣା ଖବର)-ପାଟଣାଗଡରେ କାର୍ଯ୍ୟରତ ୩ ଜଣ ସମ୍ବାଦିକଙ୍କୁ ଗିରଫ ଦାବି ନେଇ ଲାଠୋରର ଉଦାରବାଦି ଗଣତାନ୍ତ୍ରିକ ସଂଘର ପ୍ରତିଷ୍ଠାତା ଲବ ସୁନାଙ୍କ ନେତୃତ୍ୱରେ ଏକ ୪୦ ଜଣଆ ପ୍ରତିନୀଧି ଦଳ ପାଟଣାଗଡ ଉପଖଣ୍ଡ ପୁଲିସ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବାକୁ ଆଜି ସଂନ୍ଧ୍ୟା ସାଢେ ୬ଟାରେ ଆସିଥିଲେ । ସେ ଉପସ୍ଥିତ ନଥିବାରୁ ପାଟଣାଗଡ ଥାନା ଅଧିକାରୀ ଅନନ୍ତ ପଧାନଙ୍କ ଜରିଆରେ ଉକ୍ତ ଦାବିପତ୍ର ଦେଇଥିବା ଜଣାପଡିଛି । ଏହା ସହ ଆସନ୍ତା ୭୨ ଘଣ୍ଟା ଭିତରେ ଏମାନଙ୍କୁ ଗରିଫ ନକଲେ ଏସଡିପିଓ ଅଫିସ ଘେରାଓ କରାଯିବା ବୋଲି ଉକ୍ତ ସଂଘ ତରଫରୁ ଚତୋବନୀ ଦିଆଯାଇଛି । ଥାନା ଅଧିକାରୀ ଦାବିପତ୍ର ଗ୍ରହଣ କରିଥିବା ସହ ଉପଖଣ୍ଡ ପୁଲିସ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇବି ବୋଲି କହିବା ସହ ଆଇନ୍ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।
ଅଭିଯୋଗ ମୁତାବାକ, ଗତ ଅଗଷ୍ଟ ୨ ତାରିଖ ଦିନ ପାଟଣାଗଡରେ କାର୍ଯ୍ୟରତ ସାମ୍ବାଦିକ ବିଜୟାନନ୍ଦ ଦାସ ଓରଫ ବିଜୁ, ଅଜିତ କୁମାର ପୁରୋହିତ ଓରଫ କୁନମୁନ ଓ ଦୀପକ ଖମାରୀ ଏହି ୩ ଜଣ ସାମ୍ବାଦିକ ମିଶି ମନରେଗା ଯୋଜନାରେ ହୋଇଥିବା ଏକ ରାସ୍ତା କାମର ୨ ଥର ପ୍ରତିକ୍ରିୟା ନେଇ ଖବର ପ୍ରସାରଣ କରି ସାରିବା ପରେ ପୁଣି ତୃତୀୟ ଥର ପ୍ରତିକ୍ରିୟା ନେବା ଆଲରେ ଖପ୍ରାଖୋଲ ବନ ବିଭାଗ ରେଞ୍ଜର ଶ୍ରୀବଚ୍ଛ କୁମୁରାଙ୍କ ବାସଭବନକୁ ଯାଇଥିଲେ । ସେହି ସମୟରେ ବନବିଭାଗର ରେଞ୍ଜର ଶ୍ରୀବଚ୍ଛ କୁମୁରାଙ୍କ ସହ କଥାକଟି ପରେ ବଚସା ହେଇଥିଲା । ଏହି ୩ ଜଣ ସାମ୍ବାଦିକ ରେଞ୍ଜରଙ୍କୁ ଗାଲି ଗୁଲଜ କରିବା ସହ ଜାତିଆଣ ଅକ୍ଷେପ କରିଥିବା ନେଇ ରେଞ୍ଜର ଖପ୍ରାଖୋଲ ଥାନାରେ ଏକ ଅଭିଯୋଗ କରିଥିଲେ । ଏହା ସହ ହରିଶଙ୍କର ଫରେଷ୍ଟର ପ୍ରିୟବତ ମହାକୁରଙ୍କୁ ଏହି ତିନ ଜଣ ସାମ୍ବାଦିକ ୧ ଲକ୍ଷ୍ୟ ଟଙ୍କା ଦାବି କରିଥିବା ନେଇ ଫରେଷ୍ଟର ମଧ୍ୟ ସେହି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏପରିକି ଏହି ୩ ଜଣ ସାମ୍ବାଦିକ ମଧ୍ୟ ସେହି ଥାନାରେ ରେଞ୍ଜର ତାଙ୍କୁ ହତ୍ୟା ଧମକ ଦେଇଥିବା ନେଇ ଥାନାରେ ଏକ ଅଭିଯୋଗ ଆଣିଥିଲେ । ଏମାନଙ୍କ ନାମରେ ପାଟଣାଗଡ ଉପଖଣ୍ଡର ବିଭିନ୍ନ ଥାନାରେ ଏସଟି ଓ ଏସି ମାମଲା ମାନ ରହିଥିଲେ ମଧ୍ୟ ପୁଲିସ କାହିଁକି ଗିରଫ କରୁ ନାହିଁ ବୋଲି ଅଭିଯୋଗ ସହ ଏହି ୩ ଜଣ ସାମ୍ବାଦିକ କାହା  ଛତ୍ର ଛାୟା ତଳେ ରହି ସୁରକ୍ଷା ପାଉଛନ୍ତି । ଏହା ସହ ଉପଖଣ୍ଡରେ ଏହି ୩ ଜଣ ସାମ୍ବାଦିକ (ସାମ୍ବାଦିକ) ନାମରେ ଆତଙ୍କ ରାଜ ଚଲାଇ ଥିବା ବେଳେ ଉକ୍ତ ନ୍ୟୁଜ୍ ସଂସ୍ଥା ମାନ କାହିଁକି ଏମାନଙ୍କୁ ପ୍ରତ୍ସାହନ ଦେଉଛି ବୋଲି ଅଭିଯୋଗ ଆଣିଛନ୍ତି । ଏପରିକି ଏମାନେ ଏକ ନିଦ୍ଧିଷ୍ଟ ସଂମ୍ପଦ୍ରାୟର ବ୍ୟକ୍ତି ବିଶେଷ ମାନଙ୍କୁ ଏକ ଉଦ୍ଦେଶ୍ୟ ମୂଳକ ଭାବରେ ହଇରାଣ ହରକତ କରୁଥିବା ନେଇ ଓକ୍ତ ସଂଘର ପ୍ରତିଷ୍ଠତା ଶ୍ରୀ ସୁନା ଅଭିଯୋଗ କରିଛନ୍ତି । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026
  ଜିଲ୍ଲା  
ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା   11-Sep-2026

You Might Also Like

                                   
  ଜିଲ୍ଲା  

Hjk