-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||     

HOME   ରାଜ୍ୟ

୩ଟ୍ରକରେ ଚୋରାଚାଲାଣ ହେଉଥିବା ଏକ ହଜାର ପ୍ୟାକେଟ ୟୁରିଆ ସାର ଜବତ କଳା କଂଗ୍ରେସ ଦଳ

03-Sep-2021



 ବିନିକା:(ହିମାଂଶୁ ଶେଖର ପୁଟେଲ) ଆଜି ସନ୍ଧ୍ୟାରେ ବିନିକା ସହର ଦେଇ ଅନ୍ୟ ଜିଲ୍ଲାକୁ ୩ଟ୍ରକ ଯୋଗେ ଚୋରାଚାଲାଣ ହେଉଥିବା ଏକ ହଜାର ପ୍ୟାକେଟ ୟୁରିଆ ସାରକୁ ବିନିକା କଂଗ୍ରେସ ଦଳର କର୍ମକର୍ତ୍ତା ମାନେ ଜବତ କରି ନିକଟସ୍ଥ ସାର ଡିଲର ଙ୍କ ପାଖରେ ଅନଲୋଡିଙ୍ଗ କରିଥିବା ଜଣାପଡିଛି l ଖବର ନେବାରୁ ଜଣାପଡିଛି ଯେ ଆଜି ସନ୍ଧ୍ୟାରେ ବିନିକା ରାସ୍ତା ଦେଇ ୩ ଗୋଟି ଟ୍ରକ ଦୃତଗତିରେ ଯାଉଥିବା ବେଳେ କଂଗ୍ରେସ କର୍ମୀଙ୍କ ଠାରେ ସନ୍ଦେହ ସୃଷ୍ଟି କରିଥିଲା l ଯାଉଥିବା ଟ୍ରକ କୁ ବିନିକା ସହର ନୁଆବଜାର ନିକଟରେ ଜବରଦସ୍ତ ଭାବେ ଅଟକାଇଥିଲେ ଏବଂ ଗାଡ଼ି ଚାଳକ ମାନଙ୍କୁ ପଚାରିବାରୁ  ସିମେଣ୍ଟ ଯାଉଛି ବୋଲି କହିଥିଲେ l ପରେ କଂଗ୍ରେସ ନେତା ପ୍ରଦୀପ ସେଠୀ,ନରେନ୍ଦ୍ର ସାହୁ,ନରେନ୍ଦ୍ର ପଣ୍ଡା, ସପନେଶ୍ୱର୍ ପୃଷ୍ଟି,ସୁମନ୍ତ ସାହୁ,ହଯାରୁ ସାହୁ ପ୍ରମୁଖ ଚାଳକଙ୍କ ଉତ୍ତରରେ ସନ୍ଦେହ କରି ତାର୍ପୋଲିନ କୁ ଖୋଲିବାରୁ ୟୁରିଆ ସାର ବାହାରିଥିଲା l ଉକ୍ତ ବିଷୟ ନେଇ ବିନିକା କୃଷି ବିଭାଗ ଅଧିକାରୀଙ୍କୁ ଫୋନ କରିବାରୁ ଘଟଣାସ୍ଥଳରେ ଗ୍ରାମ୍ୟ କୃଷି କର୍ମଚାରୀ ଆସି ତଦାରଖ କରିଥିଲେ l ପରେ କଂଗ୍ରେସ କର୍ମୀ

ମାନେ ଯେହେତୁ ବିନିକା ଅଞ୍ଚଳ ଚାଷୀଙ୍କ ପାଇଁ ୟୁରିଆ ସାର ଅଭାବ ରହିଛି l ତେଣୁ ଏହି ଅଞ୍ଚଳର ଚାଷୀଙ୍କ ବଣ୍ଟନ କରାଯାଉ ଦାବି କରିବାରୁ ସାର ଦିଲଲ ପ୍ରକାଶ ପଣ୍ଡାଙ୍କ ଗୋଦାମରେ ଜବତ ସମସ୍ତ ସାର(୧ହଜାର ପ୍ୟାକେଟ) ଗଚ୍ଛିତ ରଖାଯାଇଛି l ବିନିକା କୃଷି ଅଧିକାରୀ ତରୁଣ କୁମାର ବେହେରା ମଧ୍ୟ ଟ୍ରକରେ ଯାଉଥିବା ସାର ଚୋରାଚାଲାଣ ନୁହେଁ ଜଣେ ଡିଲଲଙ୍କ ପାଖକୁ ଯାଉଥିଲା ବୋଲି କହିବା ସହ ବିନିକା ଅଞ୍ଚଳରେ ସାରର ଅଭାବ ଦୃଷ୍ଟିରୁ ଚାଷୀଙ୍କ ବଣ୍ଟନ କରାଯିବ ବୋଲି କଂଗ୍ରେସ କର୍ମୀଙ୍କ ଦାବିକୁ ଗ୍ରହଣ କରିଥିଲେ l ତେବେ ଆସନ୍ତାକାଲି ଠାରୁ ସରକାରୀ ଦରରେ ଚାଷୀଙ୍କ ସାର ବିକ୍ରୟ କରାଯିବ ବୋଲି ଜଣାପଡିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026

You Might Also Like