-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
01-Nov-2020
ଭୁବନେଶ୍ବର (ପ୍ରେରଣା ଖବର) - ରାଜ୍ଯରେ ପୁଣି ୧୫ଶହ ପାର୍ କଲା କରୋନା ଆକ୍ରାନ୍ତ ସଂଖ୍ୟା ।ଦିନକରେ ୧୭୦୯ କରୋନା ଆକ୍ରାନ୍ତ ଚିହ୍ନଟ ।ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୯୮୫ ଓ ଅନ୍ୟ ୭୨୪ ଲୋକାଲ କଣ୍ଟାକ୍ଟ ।ରାଜ୍ଯରେ ଏଯାବତ୍ ୨,୯୧,୮୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ଯ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା!!*