-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
01-Nov-2020
*1•ଭାରତ ଭୂମିରେ ସର୍ବପ୍ରଥମ କେବେ ଉଡାଜାହାଜ ଅବତରଣ କରିଥିଲା ?
*2• ବିଶ୍ବର ପ୍ରଥମ ହାତବନ୍ଧା ଘଡି କିଏ ନିର୍ମାଣ କରିଥିଲେ ?
*3• W•E•D ର ପୁରାନାମ କଣ ?
*4• ନୋବେଲ ପୁରସ୍କାର କେଉଁ ମସିହାରୁ ପ୍ରଦାନ କରାଯାଉଛି ?*
*5• ଭାରତର ବୃହତ୍ତମ ଗୁମ୍ଫା ମନ୍ଦିର କିଏ ?
*6• କେଉଁ ଗଛର ଫୁଲ ସବୁଠାରୁ ଛୋଟ ?
*7• କ୍ରିକେଟ୍ ବଲର ଓଜନ କେତେ ?
*8• ବ୍ୟାଡମିଣ୍ଟନ କୋର୍ଟର ଲମ୍ବା ଓ ପ୍ରସ୍ଥ କେତେ ?
*9• ଆମ ପାଟିରୁ ଝରୁଥିବା ପାଚକ ରସର ନାମ କଣ ?
*10• ମନୁଷ୍ୟ ଦେହର ଖାଦ୍ୟ ନଳୀର ଲମ୍ବ କେତେ ?
ଆଜିପାଇଁ ପ୍ରଶ୍ନର ଉତ୍ତର
*1•ଭାରତ ଭୂମିରେ ସର୍ବପ୍ରଥମ 1927 ଜାନୁଆରୀ 8 ଉଡାଜାହାଜ ଅବତରଣ କରିଥିଲା ।*