-+91-9937148622 |
prerana_bgr@rediffmail.com |
Thursday 10th September 2026 |
R.N.I. Regd No. ODIODI/2010/46693
Breaking News
24-Aug-2021
ବୀରମହାରାଜପୁର,ମୁର୍ଷୁଣ୍ଢି(ଆର୍ତ୍ତତ୍ରାଣ ଖୁର୍ଡିଆ): ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ମୁର୍ଷୁଣ୍ଢି ପଞ୍ଚାୟତ ଅର୍ନ୍ତଗତ ଚଉକାଠାରେ ଚାଲିଥିବା ଏକଦିବସୀୟ ମାଁ ନରାୟଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ଖେଳରେ ଫୁଲଚରାକୁ ହରାଇ ବଙ୍କିଆ ଫାଇନାଲ ବାଜିମାତ କରିଛି।ଏଥି ସହ ସର୍ବମୋଟ ୫ଟି ଟୁର୍ଣ୍ଣାମେଣ୍ଟରୁ ୩ଟି ବିଜୟୀ ହୋଇ ବୀରମହାରାଜପୁର ଅଞ୍ଚଳରେ ଫୁଟବଲ ଖେଳରେ ରେକର୍ଡ ସୃଷ୍ଟି କରିଥିବା ଦର୍ଶକ ମହଲରେ ଚର୍ଚ୍ଚା ହେଉଛି।