-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   (10-Sep-2026)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   (10-Sep-2026)       ||      *ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||     

HOME   ଜିଲ୍ଲା

ଟିଉସନ ମାଷ୍ଟରଙ୍କ ବିୟୋଗରେ ଛାତ୍ର ଛାତ୍ରୀ ଙ୍କ ଶ୍ରଦ୍ଧାଞ୍ଜଳି ସଭା

24-Aug-2021



କଳାହାଣ୍ଡି,କୋକସରା(ତ୍ରିନାଥ ଵେଶ୍ରା)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ଗ୍ରାମପଞ୍ଚାୟତ 
କାଉଡୋଲା ଗ୍ରାମର ଆଦର୍ଶ ଶିକ୍ଷା ପ୍ରଦାନ କାରି ଟିଉସନ ମାଷ୍ଟର ରାଜିବ ବେଶ୍ରା ଙ୍କ ବିୟୋଗରେ ସୋମବାର କାଉଡୋଲା ଠାରେ ଛାତ୍ର ଛାତ୍ରୀ ମାନେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ  କରି ତାଙ୍କର ଅମର ଆତ୍ମାର ସତ୍ ଗତି କାମନା କରିଥିଲେ । ପ୍ରଥମେ କାଉଡୋଲା ସରପଞ୍ଚ ପ୍ରତିନିଧି ପ୍ରଦୀପ କୁମାର ସାହୁ ରାଜିବ ଙ୍କ ପ୍ରତିଛବି ରେ ଦ୍ୱିପ ପ୍ରଜଳନ କରି ଶ୍ରଦ୍ଧାଞ୍ଜଳି ସଭାକୁ ଆଗକୁ ନେଇଥିଲେ ।ଏଥିରେ ଅନେକ ବୁଦ୍ଧିଜୀବୀ ଓ ସମାଜସେବୀ ମାନେ ଜୋଗ ଦେଇ ଟିଉସନ ମାଷ୍ଟରଙ୍କ ଶିକ୍ଷା ଦାନ ଅତୁଳନୀୟ  ଅଟେ ତାଙ୍କ ପାଇଁ ଆମେ ସମସ୍ତେ ଚିରରୁଣୀ ବୋଳି ନିଜ ନିଜ ମତ ପ୍ରକାଶକରିଥିଲେ ସୁଚନା ଯୋଗ୍ୟ ଯେ କୃତ୍ତିବାସ ବେଶ୍ରା ଙ୍କ 40 ବର୍ଷ ବୟସ ଦ୍ୱିତୀୟ ପୁତ୍ର ରାଜିବ କୁମାର ବେଶ୍ରା  ସେ ଗତ 12 ତାରିଖ ଗୁରୁବାର ଦିନ ହଠାତ ଛାଡି ରେ ଜନ୍ତ୍ରଣା ଅନୁଭବ କରିଥିଲେ ।

ତାଙ୍କୁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନିଆ ଯାଇଥିଲା । ହେଲେ ତାଙ୍କର ସ୍ୱାସ୍ଥ୍ୟ ବସ୍ଥା ଅତି ଗୁରୁତର ଥିବା ହେତୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସା ଳୟ ଠାରୁ ପୁଣି ତୁରନ୍ତ କଟକବଡ ମେଡିକାଲ କୁ ଚିକିତ୍ସା ପାଇଁ ନିଆ ଯାଇଥିଲା । ହେଲେ ଦୁର୍ଭାଗ୍ୟ ବଶତଃ ଚିକିତ୍ସା ଧିନ ଅବସ୍ଥାରେ 14 ତାରିଖ ଶନିବାର ପ୍ରାତଃ ଶକାଳୁ ସକାଳୁ ତାଙ୍କର ପ୍ରାଣବାୟୁ ଛାଡି ଯାଇଥିଲା । ବାପା ଓ ବଡ ଭାଇ ମର ଶରୀର କୁ ନେଇ ସନ୍ଧ୍ୟା ରେ ନିଜ ଗାଁକୁ ଆସିଥିବାବେଳେ ଶୋକାକୁଳ ପରିବେଶ  ପାଳଟି ଯାଇଥିଲା ପୁରା ଗାଁ ଦାଣ୍ଡ  । କାନ୍ଦ ବୋବାଳି ରେ ଉଛୁଳି ପଡିଥିଲା ପୁରା ଗାଁ ।  ସେ ସେପ୍ଟେମ୍ବର ମାସ 20 ତାରିଖ 1981 ମସିହାରେ ନିଜ ଭିଟାମାଟି କାଉଡୋଲା ଗାଁ ଠାରେ ଜନ୍ମଗ୍ରହଣ କରିଥିଲେ । କୁରୁଗୁଡା ଆଶ୍ରମ ସ୍କୁଲରେ ସେ ଅଧ୍ୟୟନ କରି ଦଶମ ଶ୍ରେଣୀରେ ପ୍ରଥମ ସ୍ଥାନ ପାଇଥିଲେ। ପରେ ଭବାନୀପାଟଣା ସରକାରୀ ବିଦ୍ୟାଳୟ ଯୁକ୍ତ ଦୁଇ ବିଜ୍ଞାନରେ ପାଠ ପଢିଥିଲେ । ଅର୍ଥ ଅଭାବରୁ ସେ ଆଉ ଆଗକୁ ପାଠ ପଢ଼ିବା ରେ ସଫଳ ହୋଇ ପାରିନ ଥିଲେ ।2000 ମସିହାରୁ ସେ ଟିଉସନ କୁ ପ୍ରାଧାନ୍ୟ ଦେଇ ଗାଁ ତଥା ପଡୋଶୀ ଗାଁର ଅନେକ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରି ଆସୁଥିଲେ । ତାଙ୍କର ଶିକ୍ଷା ଦାନରେ ଅନେକ ଛାତ୍ରଛାତ୍ରୀ ସଫଳତା ହାସଲ କରିଥିବା ବେଶ ଜଣାଯାଏ।ଶିକ୍ଷା ର ମାନଦଣ୍ଡ କୁ ଉନ୍ନତ କରିବାରେ ତାଙ୍କର ଭୂମିକା ବେଶ ଗୁରୁତ୍ୱପୁର୍ଣ୍ଣ ତଥା ଉଲ୍ଲେଖ ନିୟ ଅବଦାନ ରହିଛି ।ତାଙ୍କ ଭଳି ଜଣେ ଅଭିଞ ଶିକ୍ଷାପ୍ରଦାନ କାରୀଙ୍କ ବିୟୋଗରେ ଆଜି କୋକସରା ବ୍ଳକର  ଅପୁରଣୀୟ କ୍ଷତି ଘଟିଥିବା ଜଣାଯାଏ । ତାଙ୍କର  କୁନି କୁନି ଦୁଇ ଝିଅ ଓ   କଅଁଳ ଶିଶୁ ପୁତ୍ର ଟିଏ ଥିବା ବେଳେ  ବେସାହାରା ଅବସ୍ଥାରେ ଏବେ ପରିବାର । ଏଠାରେ ଗିରିଜା ଭୂଷଣ କବି, ପଞ୍ଚାନନ ବେଶ୍ରା, ନିଧି ମାଝୀ, ସୁଶିଲ ସତ ନାମୀ,ସୁଦ୍ଧା ସରାବୁ, ତ୍ରିନାଥ ବେଶ୍ରା, ଶ୍ରିହରି ଛତ୍ରିଆ  ପ୍ରମୁଖ ଗ୍ରାମର  ତଥା ଦୂରଦୂରାନ୍ତ ବନ୍ଧୁ ବାନ୍ଧବ ତଥା ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ ଓ ବ୍ଳକ ପ୍ରଶାସନ ପକ୍ଷରୁ   ଏହି ପରିବାର କୁ ସରକାରୀ ସହାୟତା  ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   10-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   10-Sep-2026
  ଜିଲ୍ଲା  
*ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    10-Sep-2026
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026

You Might Also Like