-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
30-Oct-2020
-ତୁର୍କୀରେ ସୁନାମି, ଇଜ୍ମିର୍ ସହର ଭିତରେ ପଶିଲା ପାଣି
*ତୁର୍କୀରେ ବଡ଼ ଧରଣର ଭୂମିକମ୍ପ। ତୁର୍କୀର ଇଜ୍ମିର୍ ଅଞ୍ଚଳରେ ଭୂମିକମ୍ପ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୦। ଭୂମିକମ୍ପ ଫଳରେ ସେହି ଅଞ୍ଚଳରେ ସୁନାମି ହୋଇଛି। ଯାହାଫଳରେ ଇଜ୍ମିର ସହର ମଧ୍ୟକୁ ପାଣି ପଶି ଆସିଛି!!