-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
13-Aug-2021
ନୂଆଦିଲ୍ଲୀ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ବଲିଉଡର ଜଣାଶୁଣା ଅଭିନେତା ପ୍ରକାଶ ରାଜ ମଙ୍ଗଳବାର ଅର୍ଥାତ ଅଗଷ୍ଟ ୧୦ରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଦୁର୍ଘଟଣାରେ ତାଙ୍କ ହାତରେ ଏକ ଫ୍ୟାକ୍ଚର୍ ହୋଇଥିଲା। ଏହା ପରେ ସେ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାକୁ ଅସ୍ତ୍ରୋପଚାର ପାଇଁ ଯାଇଥିଲେ। ବର୍ତ୍ତମାନ ପ୍ରକାଶ ରାଜ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ହସ୍ପିଟାଲରୁ ନିଜର ଏକ ଫଟୋ ସେୟାର କରିଛନ୍ତି।*