-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
10-Aug-2021
ଭୁବନେଶ୍ବର (ଶୁଭାଶିଷ ନାୟକ) ଆସନ୍ତା ୧୨ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବl Sam's ପୋର୍ଟାଲ ରେ ଛାତ୍ରଛାତ୍ରୀ ଆବେଦନ କରିବେ ଚଳିତ ବର୍ଷ ଯୁକ୍ତ ୨ରେ ମୋଟ ୫୪ ହଜାର ୯୦୦ସିଟ ବୃଦ୍ଧି ହେଲାା
୭୨ ହଜାର ସିଟ ବୃଦ୍ଧି ପାଇଁ ଆବେଦନ କରିଥିଲେ ବିଭିନ୍ନ ସ୍କୁଲ
କଳାରେ ସିଟ ବୃଦ୍ଧି ପାଇଁ ୪୦ହଜାର ଆବେଦନ ଆସିଥିଲା କିନ୍ତୁ ୩୮ହଜାର ସିଟ ବୃଦ୍ଧି ପାଇଁ ଅନୁମତି ଦିଆଗଲା
ବିଜ୍ଞାନରେ ସିଟ ବୃଦ୍ଧି ପାଇଁ ୨୫ହଜାର ଆବେଦନ ଆସିଥିଲା ୧୩ ହଜାରକୁ ଅନୁମତି ଦିଆଗଲା।
ବାଣିଜ୍ୟରେ ୪ହଜାର ଆବେଦନ ରୁ ୩୯୦୦କୁ ସିଟକୁ ଅନୁମତି
କରୋନା ପାଇଁ କୌଣସି ଆଡ଼ମିଶନ ଫି ବୃଦ୍ଧି ହେବନି
କ୍ଳାସ ଆରମ୍ଭ ପାଇଁ ୟୁଜିସି ଅକ୍ଟୋବର ସମୟ ଦେଇଛି
ଏନେଇ ବିଭାଗ ବିଚାର କରୁଛି ଚଳିତ ସପ୍ତାହ ସୁଦ୍ଧା ବାକିଥିବା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ