-+91-9937148622 |
prerana_bgr@rediffmail.com |
Wednesday 1st July 2026 |
R.N.I. Regd No. ODIODI/2010/46693
Breaking News
10-Aug-2021
ବଲାଙ୍ଗୀର(ପ୍ରେରଣା ଖବର) ;- ବଲାଙ୍ଗୀର ଜିଲ୍ଲା ସଇଁତଳା ପୋଲିସ ଦ୍ବାରା ବିପୁଳ ପରିମାଣର ପିଡିଏସ ଚାଉଳ ଜବତ । ପିଡ଼ିଆ ବୋଝେଇ ଗାଡ଼ିରେ ଚୋରା ଚାଲାଣ ବେଳେ ଜବତ କଲା ପୋଲିସ । ସଇଁତଲା ଥାନା ଅନ୍ତର୍ଗତ ଛଞ୍ଚଡା ଗାଁରୁ କଣ୍ଟାବାଞ୍ଜି ଅଭିମୁଖେ ୪୦୭ରେ ଚୋରାଚାଲାଣ ବେଳେ ଟିକ୍ରାପଡା ଗାଁ ଛକ ନିକଟରେ ଜବତ କଲା ପୋଲିସ । ପ୍ରାୟ ୫୪ ବସ୍ତା ଚାଉଳ ରହିଥିବା ସୂଚନା । ପୋଲିସ ସମେତ ଯୋଗାଣ ବିଭାଗର ତଦନ୍ତ ଆରମ୍ଭ । ଜଣେ ଅଟକ ।