-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
07-Aug-2021
ବଲାଙ୍ଗିର, (ସନ୍ତୋଷ କୁମାର ଠାକୁର ) : ପୋଲିସ ଡିଜି ଡା. ଅଭୟ କୁମାର ଆଜି ବଲାଙ୍ଗିର ଗସ୍ତରେ ଆସିଛନ୍ତି । ଏ ନେଇ ପୋଲିସ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ପାଇଁ ସୂଚନା ଦିଆଯାଇଥିଲା । କିନ୍ତୁ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ସାମ୍ବାଦିକମାନଙ୍କୁ ଦୁବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବା ପାଇଁ ସାମ୍ବାଦିକ ମାନେ ରିଜର୍ଭ ଗେଟ୍ ରେ ପ୍ରବେଶ କରିବା ବେଳେ ପୋଲିସ ବିଭାଗ ପକ୍ଷରୁ ବାରଣ କରାଯାଇ ଦୁର୍ବ୍ୟବହାର କରିଥିଲା । ଫଳରେ ସାମ୍ବାଦିକମାନେ ସମ୍ମିଳନୀକୁ ନ' ଯାଇ ବଏକଟ୍ କରିଥିଲେ ।