-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
04-Aug-2021
ଭୁବନେଶ୍ବର, (ମହାମାୟା ମହାନ୍ତି): ଦାଦନ ଶ୍ରମିକ ର ଅନେକ କରୁଣ କାହାଣୀ ଆମେ ଦେଖିବାକୁ ପାଉଛୁ l ପେଟ ଚାଖଣ୍ଡକ ପାଇଁ ମଣିଷ କେତେ ଯେ ଯାତନା ର ବୋଝ ମୁଣ୍ଡାଇବାକୁ ବାଧ୍ୟ ହେଉଛି. ତାହା ଭାବିଲେ ଦୁଃଖ ଲଗେ l ଏପରି ଏକ ଦୁଃଖ ଭରା ଘଟଣା ଦେଖିବାକୁ ମିଳିଛି ଗଞ୍ଜାମରେ l ଦାଦନ ଖଟିବାକୁ ଯାଇ ସୁଦୂର ବାହାରିନରେ କୋମାରେ ପଡ଼ିଛି ସ୍ୱାମୀ ।ଭିଡ଼ିଓ କଲରେ ସ୍ୱାମୀଙ୍କ ଅବସ୍ଥା ଦେଖି ସ୍ତ୍ରୀ ଆଖିରୁ ବୋହିଗଲା ଧାର ଧାର ଲୁହ ।