-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||     

HOME   ଜିଲ୍ଲା

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ଅନଶନରେ ସିଭିଲ ସୋସାଇଟି ର କର୍ମକର୍ତ୍ତା

04-Aug-2021



ବଲାଙ୍ଗୀର,(ପ୍ରେରଣା ଖବର) : :ସୋମବାର ଠାରୁ  ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡସ୍ଥ ମୂଖ୍ୟ ଡାକ୍ତରଖାନାଠାରେ ଜନମଞ୍ଚ ସିଭିଲ ସୋସାଇଟି ପାଟଣାଗଡର କର୍ମକର୍ତ୍ତା ମାନେ ଏକ ଦିନିକିଆ ଧର୍ମଘଟ ରେ ବସିଥିଲେ  । ସଭାପତି ଡିଙ୍ଗର କୁମ୍ଭାରଙ୍କ ନେତୃତ୍ୱରେ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତଥା ବଲାଙ୍ଗିର ସିଡିଏମଓ ଙ୍କ ଭେଦଭାବ ନୀତିର ବିରୋଧ କରିଛନ୍ତି ସେମାନେ । ପାଟଣାଗଡ ଏସ୍‌ଡିଏମ୍‌ଓଙ୍କ ମାଧ୍ୟମରେ ବଲାଙ୍ଗିର ସିଡିଏମ୍‌ଓଙ୍କୁ ଦାବୀପତ୍ର ଦେଇଛନ୍ତି । ପାଟଣାଗଡ ଡାକ୍ତରଖାନା ପାଇଁ ଆବଶ୍ୟକ ଡାକ୍ତରଙ୍କ କଥା ସେଥିରେ ଉଲ୍ଲେଖ କରାଯାଇଛି – ଜଣେ ସର୍ଜରୀ ସ୍ପେସିଆଲିଷ୍ଟ, ଜଣେ ଅର୍ଥୋପେଡିକ୍‌ ସ୍ପେସିଆଲିଷ୍ଟ, ଜଣେ ଆନେସ୍ଥେସିଆ ସ୍ପେସିଆଲିଷ୍ଟ, ଜଣେ ଆଇ ସ୍ପେସିଆଲିଷ୍ଟ, ଜଣେ ପାଥୋଲୋଜୀଷ୍ଟ, ଗାଏନିକ ସ୍ପେସିଆଲିଷ୍ଟଙ୍କ ଡେପୁଟେସନରେ ଅନ୍ୟସ୍ଥାନକୁ ଯିବା ବନ୍ଦ କରାଯାଉ ଡେପୁଟେସନରେରେ ଥିବା ମେଡିସିନ୍ ସ୍ପେସିଆଲିଷ୍ଟଙ୍କୁ ପାଟଣାଗଡରେ ସ୍ଥାୟୀ କରାଯାଉ ବୋଲି ଦାବୀ କରିଛନ୍ତି ।

 ଦାବୀ ଅନୁସାରେ ପାଟଣାଗଡ ଉପଖଣ୍ଡସ୍ଥ ମୂଖ୍ୟ ଡାକ୍ତରଖାନାରେ ୧୮ଜଣ ବିଶେଷଜ୍ଞ ଡାକ୍ତର ରହିବା କଥା । କିନ୍ତୁ ଏଠାରେ ମାତ୍ର ତିନି ଜଣ ବିଶେଷଜ୍ଞ ଡାକ୍ତର ଅଛନ୍ତି । ମେଡିସିନ୍ ସ୍ପେସିଆଲିଷ୍ଟ ଦୁଇଜଣ ସପ୍ତାହକ ତିନିଦିନ ପାଇଁ ତଥା ଜଣେ, ମ୍‌ବିବିଏସ୍‌ ଡାକ୍ତର ଡେପୁଟେସନରେ ଅଛନ୍ତି । ସଂପୃକ୍ତ ଅଞ୍ଚଳର ସାଢେ ତିନି ଲକ୍ଷ ଜନସଂଖ୍ୟା ଲୋକଙ୍କ ପାଇଁ ଏତେ କମ ସଂଖ୍ୟକ ଡାକ୍ତର ଯଥେଷ୍ଟ ନୁହେଁ । ଲୋକଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ଶୀଘ୍ର ଉପରୋକ୍ତ ଦାବୀ ସବୁକୁ ପୁରଣ କରାନଗଲେ ଦଶ ଦିନ ପରେ ଆମରଣ ଅନସନ କରାଯିବ ଓ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଜନମଞ୍ଚ ତରଫରୁ କୁହାଯାଇଛି । ବଲାଙ୍ଗିର ଏସଡିଏମଓ ଡ଼. ପିତବାସ ସା ପହଞ୍ଚି ଦାବୀପତ୍ର ଗ୍ରହଣ କରିବା ସହ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଅନାହାର ଅନଶନ ପ୍ରତ୍ୟାହୃତ କରିଥିଲେ ।

ଏହି ଦିନିକିଆ  ଅନଶନ ରେ କଣ୍ଟାବାଞ୍ଜି ରବି କଲ୍ୟାଣ ସଂଗଠନ ସଦସ୍ୟମାନେ ଦାବୀକୁ ସମର୍ଥନ ଜଣାଇଥିବା ବେଳେ ମା’କାଳି, ରମାଦେବୀ, ଗୋପିନାଥ ଆଦି ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଷ୍ଟମୀ କୁମ୍ଭାର, ଭବାନୀ କୁମ୍ଭାର, ସବିତା କୁମ୍ଭାର, ପୁଷ୍ପା ସିଂ, କିଅଁ କୁମ୍ଭାର, ଟିକେନନୀ କୁମ୍ଭାର, ଲତା କୁମ୍ଭାର, ଶୁଶୀଲା ନାଗ, ସୁମିତ୍ରା ନାଗ, ପୁଷ୍ପାଞ୍ଜଳି ବଗର୍ତ୍ତୀ, ମଥୁରା ଷାଣ୍ଢ, ବହନା ବେହେରା, ଦୁଲଣା ବଗର୍ତ୍ତୀ, ସୀମା ବିଶ୍ବାଲ, କୌଶଲ୍ୟା ନାଗ, ବୁଧ କୁଦେଇ ପ୍ରମୁଖ ସାମିଲ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026

You Might Also Like