-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
02-Aug-2021
କନ୍ଧମାଳ,(ପ୍ରେରଣା ଖବର ବ୍ୟୁରୋ) କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ୍ ପ୍ରିୟଦର୍ଶନ କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ପାର୍ଟିରୁ ଇସ୍ତପା ଦେଇଛନ୍ତି l ପ୍ରକାଶ ଯେ, ଗତ ତିନି ମାସ ଧରି ସେ କନ୍ଧମାଳ ଜିଲ୍ଲାର ଛାତ୍ର କଂଗ୍ରେସ ସଭାପତି ଭାବରେ କାର୍ଯ୍ଯ ତୁଲାଇ ଆସୁଥିଲେ l ବ୍ଯକ୍ତିଗତ କାରଣରୁ ସେ ସଭାପତି ପଦରୁ ଇସ୍ତପା ପତ୍ର ଦେଇଛନ୍ତି Iଏହି ଇସ୍ତଫାପତ୍ର ସୋମବାର ରାଜ୍ଯ କଂଗ୍ରସ ସଭାପତି ଶ୍ରୀ ୟସିର୍ ନୱାଜ୍ ଙ୍କୁ ପ୍ରଦାନ କରିଛନ୍ତି।