-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
27-Jul-2021
କଳାହାଣ୍ଡି (ସଂଜୀବ କୁମାର ଦାସ) କଳାହାଣ୍ଡି କେସିଙ୍ଗା ଥାନା ଏନ ୨୬ ଚାଂଚେର ନିକଟରେ ଏକ ମର୍ମନ୍ତୁ ସଡକ ଦୁର୍ଘଟଣାରେ ମା ଓ ଦୁଇ ଛୁଆ ଙ୍କ ମୃତ୍ୟୁ ଘଟିଛି।ଏମାନେ ଭବାନୀପାଟଣା ରୁ ଟିଟିଲାଗଡ଼ ନିଜ ଘରକୁ ଏକ ସୁଇଫ୍ଟ କାର ରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ତାଳ ଗଛରେ ପିଟିହୋଇଯିବା ଫଳରେ ଗୋଟିଏ ପରିବାର ର ଦୁଇ କୁନି ଝିଅ ଓ ମା ଙ୍କ ମୃତ୍ୟୁ ଘଟିଛି।ଖବର ପାଇ କେସିଙ୍ଗା ପୋଲିସ ତଦନ୍ତ କରୁଛି।ବାପା ମଧ୍ୟ ଗୁରୁତର ଆହତ ହୋଇ କେସିଙ୍ଗା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।ଉ