-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
29-Oct-2020
ଖରିଫ ଧାନ ସଂଗ୍ରହ ଯୋଗାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସମୀକ୍ଷା ବୈଠକ। ଏଥିରେ ସମସ୍ତ ଜିଲ୍ଲାପାଳ ମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ନଭେମ୍ବର 1ରୁ ମାର୍ଚ୍ଚ 31 ତାରିଖ ମଧ୍ୟରେ ହେବ। ଚଳିତବର୍ଷ ଅଢେଇ ଲକ୍ଷ ଚାଷୀ ଅଧିକ ଅନଲାଇନରେ ପଞ୍ଜିକରଣ କରାଇଛନ୍ତି।2020-21ରେ ଖରିଫ ଏବଂ ରବିରେ 71ଲକ୍ଷ ମେଟ୍ରିକ ଟନ ଧନ ସଂଗ୍ରହ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି। ଏହି ଲକ୍ଷକୁ ଯୁଗଣ ମନ୍ତ୍ରୀ ଚାହିଲେ ପରିବର୍ତ୍ତନ କରିପାରିବେ। ପି ପାସ ବ୍ୟବସ୍ଥା ରେ ଯାହା ତ୍ରୁଟି ପରିଲିଖିତ ହୋଇଥିଲା ସେ ସବୁ ସମାଧାନ କରାଯାଇଛି। ଯେଉଁଠୁ ଚାଷୀଙ୍କ କିଛି ଅସୁବିଧା ହେବ ତାକୁ ତୁରନ୍ତ ସମାଧାନ କରିବାକୁ ନିର୍ଦେଶ ଦିଆଯାଇଛି।