-+91-9937148622 |

prerana_bgr@rediffmail.com |

  Wednesday 7th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି : ଚୋରି ସୁନା ବିକ୍ରି କରି କିଣିଥିଲେ ଟ୍ରାକ୍ଟର, ୩ ଅଭିଯୁକ୍ତ ଗିରଫ   (07-Oct-2026)       ||      ବଦଳି ପରେ ବି ପୁରୁଣା ଅଫିସରେ ‘ବିଲ୍ ଖେଳ’! ନୂଆ ସ୍ଥାନରେ ଯୋଗଦାନ ପରେ ପୁଣି ପୁରୁଣା ଚେୟାରର ମୋହ; ବ୍ୟାକ୍‌ ଡେଟ୍‌ରେ ବିଲ୍‌ ଦସ୍ତଖତ କରି ‘ପିସି’ ଆଦାୟ ଅଭିଯୋଗ ରିଲିଭ୍‌ ଓ ଜଏନିଂ ତାରିଖ ସହ MB-ବିଲ୍‌ ରେକର୍ଡ ମେଳ କରିବାକୁ ଦାବି; ତଦନ୍ତ ହେଲେ ଖୋଲିପାରେ ଗୁମର   (06-Oct-2026)       ||      ବିକାଶ ନାମରେ ଆଦିବାସୀ, କୃଷକ, ଦଳିତ ଓ ଗରିବଙ୍କ ଅଧିକାର ବଳିଦାନ ହେବା ଉଚିତ୍ ନୁହେଁ— ନିରଞ୍ଜନ ବିଶି   (06-Oct-2026)       ||      ବଦଳି ପରେ ବି ପୁରୁଣା ଅଫିସର ବିଲ୍‌ରେ ଦସ୍ତଖତ!କଟକ ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗ, ବ୍ୟାକ୍‌ ଡେଟ୍‌ରେ ବିଲ୍‌ ପାସ୍‌ କରି ‘ପିସି’ ଆଦାୟ ନେଇ ଚର୍ଚ୍ଚା   (06-Oct-2026)       ||      ହାଇଦ୍ରାବାଦ୍ ରେ ଓସାକା ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟଘାଟ ଆୟୋଜିତ   (06-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ   (06-Oct-2026)       ||      ୫୦.ବର୍ଷ ପରେ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଲୋକମାନେ ପାଇଲେ ସିଲିଂ ଜମିର ପଟ୍ଟା   (06-Oct-2026)       ||      ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଏସବିଆଇ.ପକ୍ଷରୁ ସିଦ୍ଧାର୍ଥ ଜୁନିଅର କଲେଜରେ ଆର୍ଥିକ ସାକ୍ଷରତା ଶିବିର   (06-Oct-2026)       ||      ଭିକ୍ଷାବୃତ୍ତି କରୁଥିବା ୧୦ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (06-Oct-2026)       ||      *ଝରୀଗାଁରେ ନକଲି ଡାକ୍ତର କ୍ଲିନିକରେ ଚାଲିଛି ରୋଗିଦେଖା, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖେ ଖବର ନାହିଁ*   (06-Oct-2026)       ||      ଭରସୂଜା ପଞ୍ଚାୟତ ରେ ଜନ ଶୁଣାଣି ଶିବିର   (06-Oct-2026)       ||      ୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   (06-Oct-2026)       ||      ସେବା ସେତୁ କାର୍ଯ୍ୟକ୍ରମ   (06-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (06-Oct-2026)       ||      ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   (06-Oct-2026)       ||      ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||     

HOME   ଜିଲ୍ଲା

ଜୁଲାଇ ୨୨ଓ ୨୩ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାର ୪୯ କେନ୍ଦ୍ରରେ ୧୮ରୁ ଉର୍ଦ୍ଧ ନାଗରିକଙ୍କ ପାଇଁ ଟୀକାକରଣ ଏବଂ ଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ

22-Jul-2021



ବିନିକା (ହିମାଂଶୁ ଶେଖର ପୁଟେଳ)- ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ  ତରଫରୁ ଆଜି ୨୨ଓ୨୩ ଜୁଲାଇରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସୋନପୁର ମ୍ୟୁନିସିପାଲିଟିରେ  ବ୍ୟବସ୍ଥିତ ୪୯ କେନ୍ଦ୍ରରେ ଯଥା-ସୋନପୁର ବ୍ଲକରେ ୦୯ଟି କେନ୍ଦ୍ର,ଡୁଙ୍ଗୁରିପାଲି ବ୍ଲକରେ ୦୮କେନ୍ଦ୍ର,ବିନିକା ବ୍ଲକରେ ୦୯କେନ୍ଦ୍ର, ବୀରମହାରାଜପୁର ବ୍ଲକରେ ୦୮କେନ୍ଦ୍ର, ତରଭା ବ୍ଲକରେ ୦୭କେନ୍ଦ୍ର, ଉଲୁଣ୍ଡା ବ୍ଲକରେ ୦୬ କେନ୍ଦ୍ରରେ ଏବଂ  ସୋନପୁର ମ୍ୟୁନିସିପାଲିଟି ର ୦୨କେନ୍ଦ୍ରରେ ୧୮ରୁ ଉର୍ଦ୍ଧ  ବର୍ଷ ହିତାଧିକାରୀଙ୍କୁ ଟୀକା ପ୍ରଦାନ କରାଯିବ l ହିତାଧିକାରୀ ଟୀକାକରଣ ନିମନ୍ତେ ପଂଜିକୃତ କରି ନିଯୁକ୍ତି ଚିଠାକୁ ଅନୁସୂଚିତ କରାଇପାରିବେ ଅଥବା ଉକ୍ତ ଦିନ ନିର୍ଧାରିତ ସମୟ ସକାଳ ୯ଘଣ୍ଟାରେ କେନ୍ଦ୍ରକୁ ଯାଇ ଟୀକାନିମନ୍ତେ ଅଗ୍ରିମଟୋକନ ସଂଗ୍ରହ କରିପାରିବେ l ସ୍ଲଟ ବୁକିଂ କରିଥିବା ହିତାଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ  ଟୀକା ପ୍ରଦାନ କରାଯିବ l ଉକ୍ତ ଦିନ ଗୁଡିକରେ ଟୀକାକରଣ ପାଇଁ ଯୋଗ୍ୟ ପଂଜିକୃତ  ହିତାଧିକାରୀ ନିଜର ନିଯୁକ୍ତି ଚିଠା (ମୋବାଇଲ ମେସେଜ/ଚିଠାର ହାର୍ଡକପି ) ପଞ୍ଜିକରଣ ସମୟରେ ବ୍ୟବହୃତ ପରିଚୟ ପତ୍ର ସାଙ୍ଗରେ ଆଣି ସୂଚିତ  ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ l ବିନା କୌଣସି ସୂଚନାରେ ଟୀକାକେନ୍ଦ୍ରକୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ରରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଇଛି l ଏହି ଟୀକାକରଣ ଉକ୍ତ ଦିନଗୁଡ଼ିକରେ ସକାଳ ୯ଘଣ୍ଟାରୁ ସନ୍ଧ୍ୟା ୬ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ l 
ହିତାଧିକାରୀ ଟୀକାକରଣ  ପାଇଁ  ଅନଲାଇନ  https://selfregistration.cowin.gov.in ରେ ପଞ୍ଜିକରଣ କରାଇ ସ୍ଲଟ ଅନୁସୂଚିତ କରାଇପାରିବେ  ଗତକାଲି ତାରିଖ ୨୧/୦୭/୨୧ ରାତ୍ର ୦୯-୦୦ ଘଂ ରୁ ପଞ୍ଜିକରଣ ନିମନ୍ତେ ସ୍ଲଟ ଖୋଲା ରହିଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି l ତେବେ ମିଳିଥିବା ସୂଚନା ଅନୁସାରେଡୁଙ୍ଗୁରିପାଲି  ବ୍ଲକର ୦୮ଟି କେନ୍ଦ୍ରରେ ତା ୨୨/୦୭/୨୧ ରେ ହେବାକୁ ଥିବା ଟୀକାକରଣ କେନ୍ଦ୍ରର ନାମ ହେଲା+
୧-ସମଲେଇଚୂଆ ରାଜୀବ ଭବନ, ୨-ଅନ୍ଧାରିବାଁଜି ରାଜୀବ ଭବନ,ତାରିଖ ୨୩/୦୭/୨୧ ରେ 
୩-ଲିଙ୍ଗମlର୍ନି ଉଚ୍ଚ ବିଦ୍ୟାଳୟ,୪-ବଡ଼କରଲେ ପ୍ରାଥମିକ ସ୍କୁଲ ତାରିଖ ୨୨/୦୭/୨୧ ଓ ତା ୨୩/୦୭/୨୧ ରେ 
୫-ଡୁଙ୍ଗୁରିପାଲି ମଧ୍ୟଇଂରାଜୀ ବିଦ୍ୟାଳୟ
୬-ପିଏଚସି ରାମପୁର,  
୭-କାପାସିରl ପ୍ରାଥମିକ ବିଦ୍ୟାଳୟ,୮-ପିଏଚସି ଶୁଖା ଆଦି ଟିକାକରଣ କେନ୍ଦ୍ରରେ ଟୀକାଦାନ କରାଯିବ l ସେହିପରି
ବୀରମହାରାଜପୁର ବ୍ଲକ
ତା ୨୨/୦୭/୨୧ ରେ ହେବାକୁ ଥିବା ଟୀକାକରଣ କେନ୍ଦ୍ରର ନାମ-୧-ମୁରଶୁଣ୍ଢୀ ପିଏଚସି ୨-ସୁବଳୟା  ପିଏଚସି ୩-ସଂଗ୍ରାମପୁର ଏସସି ୪-କମିରା ଏସସି
୫-ଅମରପାଲି ସ୍କୁଲ ୬-ହିଲୁଙ୍ଗ ସ୍କୁଲ ୭-ପିତାମହୁଲ ଏସସି
ତାରିଖ ୨୨/୦୭/୨୧ ଓ ତା ୨୩/୦୭/୨୧ ରେ 
୮-କଲ୍ୟାଣମଣ୍ଡପ  ବୀରମହାରାଜପୁର
ଟୀକାକେନ୍ଦ୍ରରେ ଟୀକାକରଣ ହେବ l
ବିନିକା ବ୍ଲକର ୦୯ଟି କେନ୍ଦ୍ରରେ ଟୀକାକରଣ
ତା ୨୨/୦୭/୨୧ ରେ ହେବାକୁ ଥିବା  
 ଟୀକାକରଣ କେନ୍ଦ୍ରର ନାମ  ହେଲା-୧-ରାଜୀବ ଭବନ ଭଣ୍ଡାର ୨-କଉଡିଆମୁଣ୍ଡା   ୟୁପିଏସ ୩-ପାପି ଅଙ୍ଗନବାଡି କେନ୍ଦ୍ର 
୪-କୁଇବାହାଲ ଏସସି
ତା ୨୩/୦୭/୨୧ ରେ -
୫-ସିନ୍ଦୁରପୁର ଏଡବ୍ଲୁସି
୬-ବାବୁପାଲି ୟୁପିସ୍କୁଲ 
୭-ସେଲେଡି ଏଡବ୍ଲୁସି
୮-ଜିଏସ ମହାଦେବପାଲି 
ତା ୨୨/୦୭/୨୧ ଓ ତା ୨୩/୦୭/୨୧ରେ 
୯-ବାଳକ ଉଚ୍ଚ ବିଦ୍ୟାଳୟ  ବିନିକା ଟୀକାକରଣ କେନ୍ଦ୍ରରେ ଟୀକାଦାନ କରାଯିବ l ଉଲୁଣ୍ଡା ବ୍ଲକର ୦୬ଟି କେନ୍ଦ୍ରରେ ଟୀକାକରଣ ତା୨୨/୦୭/୨୧ ଓ ତା୨୩/୦୭/୨୧ ଟୀକାକରଣ କେନ୍ଦ୍ରର ନାମ ହେଲା ୧-ସିଏଚସି ଉଲୁଣ୍ଡା
୨-ପିଏଚସି-ଯାଲୋଏ
୩-ପିଏଚସି-ସିଣ୍ଡୋଲ 
୪-ପଞ୍ଚମହଲା -ଏସସି
ତା ୨୨/୦୭/୨୧ ରେ 
୫- ବିଦୁରପାଲି ଏସସି
୬- ଯଉଁରାଭଉଁରl ଏସସି
ଟୀକାକରଣ କେନ୍ଦ୍ରରେ ଟୀକାଦାନ କରାଯିବ l
ତରଭା ବ୍ଲକର ୦୭ଟି କେନ୍ଦ୍ର ରେ ଟୀକାକରଣ ତାରିଖ ୨୨/୦୭/୨୧ ଓ ତା ୨୩/୦୭/୨୧ ରେ ହେବାକୁ ଥିବା ଟୀକାକରଣ କେନ୍ଦ୍ରରନାମ-୧-ଚିକିତ୍ସାଳୟ ପରିସର,ଏନଏସି- ତରଭା ୨-ଏଇଏସ  ମହାବିଦ୍ୟାଳୟ ତରଭା 
୩- ବଡ଼ଭୈରୋ ଆଶ୍ରମ ବିଦ୍ୟାଳୟ ୪- ଶିଙ୍ଗାରୀ ପ୍ରାଥମିକ ବିଦ୍ୟାଳୟ 
୫-କମସରା ହାଇସ୍କୁଲ
୬-ମେଣ୍ଡା ପ୍ରାଥମିକ ବିଦ୍ୟାଳୟ ୭-ପୁଆ ପ୍ରାଥମିକ ବିଦ୍ୟାଳୟ   
ଟୀକାକରଣ କେନ୍ଦ୍ରରେ ଟୀକାଦାନ କରାଯିବ l
ସୋନପୁର ବ୍ଲକର ୦୯ଟି କେନ୍ଦ୍ରଓ ସୋନପୁର ମ୍ୟୁନିସିପାଲିଟିର ୦୨ଟି କେନ୍ଦ୍ରରେ ଟୀକାକରଣ
ତା ୨୨/୦୭/୨୧ ରେ ଟୀକାକରଣ - ହେବାକୁ ଥିବା ଟୀକାକରଣ କେନ୍ଦ୍ରର ନାମ -୧-ବଲାଡ଼ି ଉଚ୍ଚ ବିଦ୍ୟାଳୟ ୨-ସାଗରପାଲି  ଉଚ୍ଚ ବିଦ୍ୟାଳୟ,୩-ଖାରି ଉଚ୍ଚ ବିଦ୍ୟାଳୟ ୪-ବାବୁପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟ ୫-ଭୁରଶାପାଲି ଏଡବ୍ଲୁସି ୬-ବିଶିମୁଣ୍ଡାୟୁପିଏସ
୭-ନାରାୟଣପୁର ହାଇସ୍କୁଲ 
୮-ଡବଲଙ୍ଗ ୟୁପିଏସ 
୯-ଖରଜୁରା ହାଇସ୍କୁଲ
ସହିତ ତା ୨୨/୦୭/୨୧ ଓ ତା ୨୩/୦୭/୨୧ ରେ 
ସୋନପୁର ମ୍ୟୁନିସିପାଲିଟି ର ୦୨ଟି କେନ୍ଦ୍ର ଯଥା - ସୋନପୁର କଲେଜ ୦୧ କେନ୍ଦ୍ର ଓ ମହାରାଜ ହାଇସ୍କୁଲ ସୋନପୁର ଗୋଟିଏ କେନ୍ଦ୍ରରେ  ଟୀକା କରଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି : ଚୋରି ସୁନା ବିକ୍ରି କରି କିଣିଥିଲେ ଟ୍ରାକ୍ଟର, ୩ ଅଭିଯୁକ୍ତ ଗିରଫ   07-Oct-2026
ବଦଳି ପରେ ବି ପୁରୁଣା ଅଫିସରେ ‘ବିଲ୍ ଖେଳ’! ନୂଆ ସ୍ଥାନରେ ଯୋଗଦାନ ପରେ ପୁଣି ପୁରୁଣା ଚେୟାରର ମୋହ; ବ୍ୟାକ୍‌ ଡେଟ୍‌ରେ ବିଲ୍‌ ଦସ୍ତଖତ କରି ‘ପିସି’ ଆଦାୟ ଅଭିଯୋଗ ରିଲିଭ୍‌ ଓ ଜଏନିଂ ତାରିଖ ସହ MB-ବିଲ୍‌ ରେକର୍ଡ ମେଳ କରିବାକୁ ଦାବି; ତଦନ୍ତ ହେଲେ ଖୋଲିପାରେ ଗୁମର   06-Oct-2026
  ଜିଲ୍ଲା  
ବିକାଶ ନାମରେ ଆଦିବାସୀ, କୃଷକ, ଦଳିତ ଓ ଗରିବଙ୍କ ଅଧିକାର ବଳିଦାନ ହେବା ଉଚିତ୍ ନୁହେଁ— ନିରଞ୍ଜନ ବିଶି   06-Oct-2026
ବଦଳି ପରେ ବି ପୁରୁଣା ଅଫିସର ବିଲ୍‌ରେ ଦସ୍ତଖତ!କଟକ ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗ, ବ୍ୟାକ୍‌ ଡେଟ୍‌ରେ ବିଲ୍‌ ପାସ୍‌ କରି ‘ପିସି’ ଆଦାୟ ନେଇ ଚର୍ଚ୍ଚା   06-Oct-2026
  ରାଜ୍ୟ  
ହାଇଦ୍ରାବାଦ୍ ରେ ଓସାକା ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟଘାଟ ଆୟୋଜିତ   06-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ   06-Oct-2026
  ଜିଲ୍ଲା  
୫୦.ବର୍ଷ ପରେ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଲୋକମାନେ ପାଇଲେ ସିଲିଂ ଜମିର ପଟ୍ଟା   06-Oct-2026
  ଜିଲ୍ଲା  
ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଏସବିଆଇ.ପକ୍ଷରୁ ସିଦ୍ଧାର୍ଥ ଜୁନିଅର କଲେଜରେ ଆର୍ଥିକ ସାକ୍ଷରତା ଶିବିର   06-Oct-2026
  ଜିଲ୍ଲା  
ଭିକ୍ଷାବୃତ୍ତି କରୁଥିବା ୧୦ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   06-Oct-2026
  ଜିଲ୍ଲା  
*ଝରୀଗାଁରେ ନକଲି ଡାକ୍ତର କ୍ଲିନିକରେ ଚାଲିଛି ରୋଗିଦେଖା, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖେ ଖବର ନାହିଁ*   06-Oct-2026
  ଜିଲ୍ଲା  
ଭରସୂଜା ପଞ୍ଚାୟତ ରେ ଜନ ଶୁଣାଣି ଶିବିର   06-Oct-2026
  ଜିଲ୍ଲା  
୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   06-Oct-2026

You Might Also Like