-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||     

HOME   ଜିଲ୍ଲା

ଓଡିଶା ସରକାର ଙ୍କ ନାରୀ ସଶକ୍ତିକରଣ ର ନଗ୍ନ ଚିତ୍ର

11-Jul-2021



ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା): ଅଧକ୍ଷାଙ୍କ ଜାଲିଆତି ଦସ୍ତଖତ ରେ କାମ ଚଳାଇଛନ୍ତି ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟା ପରିଡା ଏପରିକି  ଅଧକ୍ଷାଙ୍କ କାର୍ଯ୍ୟଳୟ କୁ ଜବରଦସ୍ତି ମାଡି ବସିବା ସହ ଉପାଧ୍ୟକ୍ଷ ବେଆଇନ ବେପାରୱା ମନୋବୃତ୍ତି କରି ଠକି ଚାଲିଛନ୍ତି ସରକାର ଙ୍କୁ । ଜନସାଧାରଣ ଙ୍କୁ ଧୋକା ଦେଇ ଅଧକ୍ଷାଙ୍କ ଜାଲିଆତି ଦସ୍ତଖତ ରେ କାମ ଚଳାଇଛନ୍ତି ବ୍ଲକ ଉପାଧ୍ୟକ୍ଷ |ନିଜ ପଦବୀରେ ଆଗ୍ରହ ନଦେଖାଇ ଅଧକ୍ଷାଙ୍କ ପଦବୀ କୁ ଜବରଦଖଲ କରି ସରକାରୀ ଅର୍ଥ କୁ ଧୂଳିସାତ୍ କରୁଛନ୍ତି ବ୍ଲକ ଉପାଧକ୍ଷ |

ଅଧକ୍ଷାଙ୍କ ପଦବୀରେ ଚାଲିଛି ଉପାଧକ୍ଷ ଗୟାଙ୍କ ର ଗୁଣ୍ଡାରାଜ |ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ର ଭାପୁର ବ୍ଲକ ରେ ରାଜ୍ୟ ସରକାରଙ୍କର ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତ ହେବା ସହ ଲକ୍ଷାଧିକ ଟଙ୍କା ଆତ୍ମସାତ କରୁଥିବା ଉପାଧ୍ୟକ୍ଷ ଙ୍କ ବିରୋଧ ରେ ଥାନା ରେ ଅଭିଯୋଗ କରିଛନ୍ତି ଭାପୁର ବ୍ଲକ ଅଧକ୍ଷା । ୨୦୧୭ ମସିହାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଶାନ୍ତିଲତା ବେହେରା ଅଧକ୍ଷା ଭାବେ ଓ ଉପାଧ୍ୟକ୍ଷ ଭାବେ ଗୟାଧର ପରିଡା ନିର୍ବାଚିତ ହୋଇଥିଲେ । ତେବେ ବ୍ଲକ ଅଧକ୍ଷା ହୋଇ ମଧ୍ୟ ଶାନ୍ତି ଲତା ବେହେରାଙ୍କୁ କୌଣସି ସରକାରୀ କାର୍ଯ୍ୟକରିବାକୁ ସୁଯୋଗ ଦେଉନଥିବା ବେଳେ ଉପାଧ୍ୟକ୍ଷ ଗୟାଧର ପରିଡା ବେଆଇନ ଭାବେ କାର୍ଯ୍ୟାଳୟ ଉପରେ ଆଧି ଜମାଇଛନ୍ତି ।
ବ୍ଲକ ଅଧକ୍ଷାଙ୍କୁ ଗତ ଦୁଇ ବର୍ଷ ଧରି କାର୍ଯ୍ୟାଳୟ ଏବଂ ସରକାରୀ କାର୍ଯ୍ୟ ରେ ଅନ୍ତର୍ଭୁକ୍ତ ହେବାକୁ ଦେଉନାହାନ୍ତି ଉପାଧ୍ୟକ୍ଷ , ସମସ୍ତ ସରକାରୀ ଲୋକାଭିମୁଖୀ କାର୍ଯ୍ୟକୁ ବେନିୟମ ଭାବେ କରାଯାଉଥିବା ବେଳେ ସରକାରଙ୍କ ଲକ୍ଷାଧିକ ଟଙ୍କାର ଘୋଟାଲ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ତେବେ ନିୟମନୁଯାୟୀ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ କାର୍ଯ୍ୟାଦେଶ ଥିବା ଅଧକ୍ଷାଙ୍କ ଦସ୍ତଖତ ଓ ସମ୍ମତି କୁ ବେଖାତିର କରି କାର୍ଯ୍ୟ ରେ ଅନିୟମତା କରାଯାଉଥିବା ବେଳେ ଅଧକ୍ଷାଙ୍କ ସରକାରୀ ଲେଟର ପ୍ୟାଡ଼ , ଷ୍ଟାମ୍ପ ସିଲ ଏବଂ ଦସ୍ତଖତ କୁ ଜାଲିଆତି କରି ବିଲ ପେମେଣ୍ଟ ଭଳି ବେଆଇନ କାର୍ଯ୍ୟ ରେ ଲିପ୍ତ ରହିଛନ୍ତି ବ୍ଲକ୍ ଉପାଧ୍ୟକ୍ଷ ଗୟାଧର ପରିଡା ।
ତେବେ ବ୍ଲକ୍ ରେ ଅଧକ୍ଷାଙ୍କୁ ବେଖାତିର କରି ଉପାଧ୍ୟକ୍ଷ ଙ୍କ ଜବରଦଖଲ ସମ୍ପୂର୍ଣ୍ଣ ବେଆଇନ ବୋଲି ଅଭିଯୋଗ କରାଯାଉଛି । ଜାଲିଆତି ଦସ୍ତଖତ କରି ଫଲସ୍ ବିଲ ଜାରି କରାଯାଇ ସରକାରୀ ଅର୍ଥ କୁ ଆତ୍ମସାତ କରୁଥିବା ବେଳେ ଭାପୁର ବ୍ଲକ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ରେ ଅଧକ୍ଷାଙ୍କ ଫର୍ଜ୍ଜି ଦସ୍ତଖତ ବ୍ୟବହାର କରି ଜନସାଧାରଣ ଙ୍କୁ ଧୋକା ଦେବା ସହ ସରକାର ଙ୍କୁ ଅନ୍ଧାର ରେ ରଖାଯାଇଛି ବୋଲି ଥାନା ରେ ଅଭିଯୋଗ ହୋଇଛି । କେବଳ ଉପାଧ୍ୟକ୍ଷ ନୁହେଁ ତାଙ୍କ ସହଯୋଗୀ ଜ୍ୟୋତି ରଞ୍ଜନ ପଣ୍ଡା ,

ଯୋଗେନ୍ଦ୍ର କୁମାର ସ୍ୱାଇଁ ମଧ୍ୟ ଏହି ଜାଲିଆତି କାର୍ଯ୍ୟରେ ସଂପୃକ୍ତ ରହି ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଅଭିଯୋଗ ଆଣିଛନ୍ତି ଭାପୁର ବ୍ଲକ ଅଧକ୍ଷା ଶାନ୍ତିଲତା ବେହେରା । ତେବେ ଉପାଧ୍ୟକ୍ଷ ଗୟାଧର ପରିଡା ଭାପୁର ବ୍ଲକ ଅଧକ୍ଷାଙ୍କ କାର୍ଯ୍ୟାଳୟ କୁ ଜବରଦଖଲ କରି ମାରିଦେବା ପାଇଁ ଧମକ ଦେବା ସହ ଅଶ୍ଳୀଳ ବ୍ୟବହାର କରିବାରୁ ଅଧକ୍ଷା ଶାନ୍ତିଲତା ବେହେରା ଏବେ ଭାପୁର ଥାନା ର ଦ୍ୱାରସ୍ଥ ହୋଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
*ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   12-Oct-2026
  ଜିଲ୍ଲା  
*ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   12-Oct-2026
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   12-Oct-2026
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   12-Oct-2026

You Might Also Like