-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
09-Jul-2021
ସୋନପୁର(ପ୍ରେରଣା ଖବର) - ପ୍ରତିବାଦ ତୈଳ ଦର ବୃଦ୍ଧି, ଧାନ ର ଅଭାବୀ ବିକ୍ରି ଓ ଚାଷୀ ଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ସହର ରେ ସାଇକଲ ଶୋଭାଯାତ୍ରା କରି ଏକ ଅଭିନବ ପ୍ରତିବାଦ କରାଯାଇଥିଲା l ଜ଼ିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଗୌରୀ ଶ୍ୟାମ ପଣ୍ଡା ଙ୍କ ନେତୃତ୍ୱ ରେ କରାଯାଇଥିଵା ଏହି ରାଲି ରେ ପ୍ରାକ୍ତନ ବିଧାୟକ ବିନୋଦ ପାତ୍ର, ଯୁବ କଂଗ୍ରେସ ନେତା ସୁଧୀର ପଣ୍ଡା, ଜିତେନ୍ ପଟ୍ଟନାୟକ, ରାଜେନ୍ଦ୍ର ମେହେର, ମହମ୍ମଦ ଇମ୍ରାନ, ବରୁଣ ସୁନା, ମହିଳା ନେତ୍ରୀ ସୂର୍ଯ୍ୟ କାନ୍ତି ବାଘ, ମାଧବ କୁମ୍ଭାର, ତରଣୀ ବାରିକ, ନିମାଇଁ ପାଣିଗ୍ରାହୀ, ସତ୍ୟ ଭାମା ମେହେର, କୃଷ୍ଣ ବାଗ, କୃଷ୍ଣ ପାତ୍ର, ରତ୍ନାକର ଷଡ଼ଙ୍ଗୀ, ପୁରନ୍ଦର ସାହୁ, ଲକ୍ଷଣ ସୁନା ପ୍ରମୁଖ ବହୁ ନେତା ସାମିଲ ଥିଲେ l