-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
08-Jul-2021
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା)
ବ୍ରେକ ଫେଲ ହେତୁ ଭାରସାମ୍ୟ ହରାଇ ଓଲଟିଲା ମାଲ ବୋଝେଇ ଟ୍ରକ।ଦୁର୍ଘଟଣା ରେ ଡ୍ରାଇଭର ଓ ହେଲ୍ପର ଗୁରୁତ୍ୱର। କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଆମପାଣି ଘାଟିରେ
ଭନ୍ଦ୍ରାଞ୍ଚଳ ଠାରୁ କଲକାତା ଅଭିମୁଖେ ଯାଉଥିବା ସମୟରେ ଟ୍ରକ ନମ୍ବର ହେଲା TS28 T 1459 ଗାଡ଼ି ଆମପାଣି ଘାଟିରେ ବ୍ରେକ ଫେଲ ହେବାଯୋଗୁଁ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ଆମପାଣି ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରି ଛନ୍ତି l