-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
07-Jul-2021
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ଚାରମାଳ ଥାନା ବାରବାଙ୍କ ଗ୍ରାମରେ ଏକ ବିଦ୍ୟୁତ ଆଘାତରେ ମା ପୁଅ ମ୍ରୁତ୍ୟୁବରଣ କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ା
ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଆଜି ସଂଧ୍ୟାରେ ବାରବାଙ୍କ ଗ୍ରାମର ଯଶୋଦା ସାହୁ,୬୫ ବର୍ଷ lଓ ସୁଶାନ୍ତ ସାହୁ ୩୦ ବର୍ଷ ଘରେ ଥିବା ଫ୍ୟାନ୍ ରେ ବିଦ୍ୟୁତ୍ ଆଘାତରେ ମ୍ରୁତ୍ୟୁ ବରଣ କରିଥିବା ଜଣାପଡ଼ିଛି ା ଫ୍ୟାନରେ କୌଣସି କାରଣରୁ ବିଦ୍ୟୁତ୍ ସଂଯୋଗ ହୋଇ ଯାଇଥିବାରୁ ମା ,ପୁଅ ତାରି ସଂଶ୍ପର୍ଶରେ ଆସି ମ୍ରୁତ୍ୟୁ ବରଣ କରିଥିଲେ ା ଚାରମାଳ ପୋଲିସ୍ ଖବର ପାଇ ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ରଖିଛି ା ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।