-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
06-Jul-2021
ବଲାଙ୍ଗିର (ପ୍ରେରଣା ଖବର) : ବର୍ତ୍ତମାନ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଜୋରସୋରରେ ଚାଲିଛି l ଏହି କ୍ରମରେ ଆଜି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଏବଂ ସ୍ୱାମୀ ବିବେକାନନ୍ଦ ସାଟେଲାଇଟ୍ ସେଣ୍ଟରରେ ବଲାଙ୍ଗିର ସାଂସଦ ସଂଗୀତ କୁମାରୀ ସିଂଦେଓ l ଏହି ବୃକ୍ଷରୋପଣ କରିଥିଲେ l
ଏହି କାର୍ଯ୍ୟକ୍ରମରେ ଡ଼. ସବିତା ମହାପାତ୍ର, ସାଂସଦଙ୍କ ପ୍ରତିନିଧି ଦୀନେଶ ଶର୍ମା ଙ୍କ ସମେତ ଅନ୍ୟ ବିଜେପି କର୍ମକର୍ତାମାନେ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ଯକ୍ରମ ରେ ସହଯୋଗ କରିଥିଲେ l