-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
05-Jul-2021
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା)
କଳାହାଣ୍ଡି ଜିଲ୍ଲା କୋକସରା ଜେ ଏମ ଏଫ୍ ସି କୋକସରା ଠାରେତାଲୁକ ଲିଗାଲ ସାର୍ଭିସ କମିଟି ଆନୁକୁଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା
ଏଠାରେ ଜେ ଏମ ଏଫ୍ ସି ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ଅଭି ନନ୍ଦନ ନନ୍ଦ ବୃକ୍ଷ ରୋପଣ କାଯ୍ୟ କ୍ରମ କୁଶୁଭାରମ୍ଭ କରିଥିଲେ l
ଏହି କାର୍ଯ୍ୟ କ୍ରମ ରେ କୋକସରା ଓକିଲ ସଂଘ ସଭାପତି -ଶ୍ରୀଯୁକ୍ତ ପଞ୍ଚାନନ ବେଶ୍ରା ସମ୍ପାଦକ- ଲକ୍ଷ୍ମୀ ଧର ମେହେର ଏବଂ ଅନ୍ୟାନ୍ୟ ଆଇନ ଯିବି ମାନେ ହେଲେ ଶ୍ରୀଯୁକ୍ତ ରସିକ ରାଜ ଦୁର୍ଗା, ଅଜିତ ପଟ୍ଟନାୟକ, ଗଗନ ମହା ନନ୍ଦ, ମୋନୋଜ ନାୟକ ଓ ଅଫିସ କର୍ମ ଚାରି ଉପସ୍ଥିତ ରହି ଏହି ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ରେ ସାହାଯ୍ୟ ସହଯୋଗ କରିଥିଲା l