-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||     

HOME   ଜିଲ୍ଲା

ବେଲପଡ଼ା : କଫ ସିରଫ କାରବାର ଡିଲ ବେଳେ ପୋଲିସର ଚଢାଉ : ଚାରି ଅଭିଯୁକ୍ତ ଗିରଫ

05-Jul-2021



ବେଲପଡା,(ପ୍ରେରଣା ଖବର) ::ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଅଞ୍ଚରେ ବଢୁଥିବା ବେଆଇନ କପ୍‌ ସିରଫକୁ ରୋକ ଲଗାଇବାକୁ ବେଲପଡା ପୁଲିସ  ଉଦ୍ୟମ ଜାରି ରଖିଛି । କିଛି ଦିନ ହେବ ଅଚଂଳର ବିଭିନ୍ନ ସ୍ଥାନରୁ ପୁଲିସ କପ୍‌ ସିରଫ ଜବତ କରିଥିବା ବେଳେ ଶନିବାର ସକାଳେ ବେଲପଡା ଥାନା ମାଳିମୁଣ୍ଡା ଗାଁ ପାଖରୁ ଏକ କପ୍‌ ସିରଫ କାରବାର ଚାଲିଥିବା ଜାଣିବାକୁ ପାଇ ପୁଲିସ ରେଡ କରି ସେଠାରୁ ୬୪୦ ବୋତଲ କଫ ସିରଫ ସହ ୪ଜଣକୁ ଧରି ଥାନାକୁ ଆଣିଥିବା ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ବେଲପଡା ଥାନା ମାଳିିମୁଣ୍ଡା ଗାଁ ପାଖରେ କପ୍‌ ସିରଫ କାରବାରକୁ ନେଇ ଏକ ବଡ ଧରଣର ଡିଲ ହେବାକୁ ଯାଉଥିଲା । ଏହା ଜାଣିବାପରେ ବେଲପଡା ଥାନା ଅଧିକାରୀ ନିଜ ଟିମକୁ ଧରି ରେଡ କରିଥିଲେ । ପରେ ଘଟଣାସ୍ଥଳରୁ ଚାରି ପେଟି କପ୍‌ ସିରଫ ସମୁଦାୟ ୬୪୦ ବୋତଲ ସହ କିଛି ନିଶା ବଟିକା ଷ୍ଟ୍ରିପ, ଦୁଇଗୋଟି ମଟର ସାଇକେଲ, ଓ କିଣାବିକା ପାଇଁ ନଗଦ୧୪ ହଜାର ୮୭୦ ଟଙ୍କା ଜବତ କରି ବିକ୍ରୟ କରିବା ପାଇଁ ଆସିଥିବା କପାଣୀ ଗାଁର ନିଲମଣି ମେହେର ଓ ନିତ୍ୟାନନ୍ଦ ମେହେର ଓ କିଣିବାକୁ ଆସିଥିବା ତୁରେକେଲା ଅଞ୍ଚଳର ତ୍ରିନାଥ ରଣା ଓ ବେଲପଡାର ଲୁକେଶ ନାଏକକୁ ଧରି ପୁଲିସ ବେଲପଡା ଥାନାକୁ ଆଣିଥିଲା । ତେବେ ବହୁ ଦିନରୁ ବିନା ଲାଇସେନ୍ସରେ କାରବାର ଚାଲୁଥିବା  ଦୋଷୀମାନେ ସ୍ୱୀକାର କରିଥିବା ପୁଲିସ ପ୍ରକାଶ କରିଛି  । ଏନେଇ ବେଲପଡା ଥାନାରେ କେସ ନଂ ୧୨୫/୨୧ ଆଇପିସ ୨୭୨/୨୭୪/୨୭୫/୧୨୦(ବି) ମାମାଲା ରୁଜୁ କରି ଅଭିଯୁକ୍ତ ମାନଙ୍କର ଡାକ୍ତରୀ ପରୀକ୍ଷା ପରେ ରବିବାର କୋର୍ଟ ଚାଲଣ କରାଯାଇଥିବା ବେଳେ ଏବେ ବିଚାର ବିଭାଗୀୟ ହଜାତ ରେ ରହିଥିବା ଜଣା ଯାଇଛି । ସେଠାରେ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ, ତ୍ରିନାଥ ରଣା ପୂର୍ବରୁ ବେଆଇନ କପ୍‌ ସିରଫ କାରବାରରେ

ତୁରେକେଲା ଥାନାରେ କେସ ନଂ ୮୩/୨୧ ର ଟ୍ରକ ଭର୍ତ୍ତି କପ୍‌ ସିରଫ ଚାଲାଣର ମୁଖ୍ୟ ଆସାମୀ ଅଟେ । ଉକ୍ତ ଅଭିଯୁକ୍ତ  ନାମରେ ୬ ଗୋଟି ଡକାୟତ କେସ୍‌, ଗୋଟିଏ ଲୁଣ୍ଠନ କେସ୍‌ ଏବଂ ନୂଆପଡା ଜିଲ୍ଲାରେ ଗୋଟିଏ ମଟର ସାଇକେଲ ଚୋରୀ କେସ, ରେଳବାଇ ଲୁହା ଚୋରୀ କେସ୍‌ ଅଛି । ଅନ୍ୟପକ୍ଷେ କିିଛିଦିନ ତଳେ କପାଣି କପ୍‌ ସିରଫ ଜବତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ନୀଳମଣି ମେହେରକୁ ମଧ୍ୟ ପୁଲିସ ଗିରଫ କରିଛି ଏବଂ ତା ନାଁରେ ପୂର୍ବ କେସରେ ବେଲପଡା ଥାନାରେ କେସ ନଂ ୧୨୩/୨୧ ଓ୧୨ ଓ ୪/୨୧ ନମ୍ବର ରହିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026

You Might Also Like