-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||     

HOME   ଜିଲ୍ଲା

ବ୍ରହ୍ମପୁର : ବିଶିଷ୍ଠ ସମାଜସେବୀଙ୍କୁ ସମ୍ବର୍ଦ୍ଧନା

05-Jul-2021



ବ୍ରହ୍ମପୁର(ଉମା ମହାରଣା) : ଓଡିଶା ସରକାରଙ୍କ ସମୁହ ଶିକ୍ଷା ଓ ଗଣ ଯୋଗାଯୋଗ ବିଭାଗରେ ଚିତ୍ରକାର ତଥା ଚିତ୍ରଉତ୍ତୋଳକ ରୂପେ ଦୀର୍ଘ ୩୩ ବର୍ଷ କାର୍ଯ୍ଯକରି ୨୦୦୩ରେ ଅବସର ନେଇଥିବା ଗଞ୍ଜାମ ଜିଲ୍ଲାର କୋଦଳା ସହରରେ ୧୯୪୫ ଜୁଲାଇ ୧ତାରିଖରେ ଜନ୍ମିତ ଏବଂ ଅଧୂନା ବ୍ରହ୍ମପୁରସ୍ଥ ଶିଳ୍ପାଞ୍ଚଳର ଇନ୍ଦିରା ନଗର ୨ୟ ଗଳି ବାସିନ୍ଦା ଶ୍ରୀ ସତ୍ୟବାଦୀ ମହାରଣାଙ୍କ ୭୭ତମ ଜନ୍ମ ଦିବସ ଅବସରରେ ବ୍ରହ୍ମପୁରର ଲାଞ୍ଜିପଲ୍ଲୀସ୍ଥ ବରିଷ୍ଠ ନାଗରିକ ମଂଚ ତଥା ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ର ତରଫରୁ ତାଙ୍କରି ସ୍ବାସ୍ଥ୍ୟ ଶିକ୍ଷାରେ ଅବିରତ ଜନ ସଚେତନତା, ସୁନ୍ଦର ଓ ସୁସ୍ଥ ଶରୀର ତଥା ପରିବାର ଗଠନ ପାଇଁ ବିଭିନ୍ନ ସାମାଜିକ ସେବା କାର୍ଯ୍ଯ ପାଇଁ ତାଙ୍କୁ ସମ୍ବର୍ଦ୍ଧନା କରା ଯାଇଥିଲା । କାର୍ଯ୍ଯକ୍ରମର ପ୍ରାରମ୍ଭରେ ମଂଚର ସଭାପତି ପ୍ରଫେସର ଭାସ୍କର ପାଢ଼ୀ ଶ୍ରୀ ମହାରଣାଙ୍କ ଜୀବନୀ ଊପରେ ସମ୍ଯକ୍ ସୂଚନା ଦେବାପରେ ଉପସ୍ଥିତ କେତେକ ସଦସ୍ଯ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ତାଙ୍କର ୭୭ତମ ଜନ୍ମ ଦିବସର ଶୁଭେଚ୍ଛା  ଜଣାଇଥିଲେ ଏବଂ ସଭାପତି ଡଃ ପାଢ଼ୀ ତାଙ୍କୁ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ । ଶ୍ରୀ ମହାରଣାଙ୍କ ଅବଶିଷ୍ଠ ଜୀବନ ସୁଖମୟ, ନିରୋଗ ଓ ଆନନ୍ଦମୟ ହେବା ପାଇଁ ଉପସ୍ଥିତ ସଦସ୍ୟମାନେ ସମୂହ ଭାବେ ମହାମ୍ରୁତ୍ୟୁଞ୍ଜୟ ମନ୍ତ୍ର, ଆରୋଗ୍ୟ ଓ ସଫଳା ମନ୍ତ୍ର ପାଠ କରିଥିଲେ । ସେହି ଅବସରରେ ମଂଚର ଅନ୍ଯତମ ବରିଷ୍ଠ ସଭ୍ୟ ଶ୍ରୀ ବିଦ୍ୟାଧର ଖାଡଙ୍ଗାଙ୍କ ୭୯ତମ ଓ ବି. ଭାସ୍କର ଦୋରାଙ୍କ ୭୪ତମ ଜନ୍ମ ଦିବସ ମଧ୍ଯ ପାଳନ କରାଯାଇ ଥିଲା । ଏହି କାର୍ଯ୍ଯକ୍ରମରେ ସର୍ବଶ୍ରୀ କେ.କ୍ରିଷ୍ଣା ରାଓ, ସୂର୍ଯ୍ଯ ନାରାୟଣ ମହାଂତି, ଅଭିମନ୍ୟୁ ମହାରଣା,  ହରିକ୍ରୁଷ୍ଣ ସାହୁ, ରବୀନ୍ଦ୍ର ନାଥ ନାୟକ, ଶିବରାମ ପାଣିଗ୍ରାହି, ଲୋକନାଥ ବ୍ରହ୍ମା, ଦେବେନ୍ଦ୍ର ଆଚାର୍ଯ୍ଯ, ସହଦେବ ସାହୁ, ସିମାଞ୍ଚଳ ପଣ୍ଡାଙ୍କ ସମେତ ପ୍ରାୟ ଅର୍ଦ୍ଧଶତାଧିକ ସଭ୍ୟ ଉପସ୍ଥିତ ଥୁଲେ । କାର୍ଯ୍ଯକ୍ରମ ପରିଚାଳନା କରାଥିଲେ ଭାରତୀୟ ବାୟୁ ସେବାର ଅବସରପ୍ରାପ୍ତ ସର୍ଜେଣ୍ଟ ଶ୍ରୀ ରମେଶ ଚନ୍ଦ୍ର ମହାନ୍ତି ।ପରିଶେଷରେ ଜନ୍ମ ବାର୍ଷିକୀ ପାଳନ କରାଯାଇଥିବା ସଦସ୍ୟତ୍ରୟ ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ମିଷ୍ଠାନ୍ନରେ ଆପ୍ୟାୟିତ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026

You Might Also Like