-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
21-Jun-2021
ସୋନପୁର (ମନୋରଞ୍ଜନ ତ୍ରିପାଠୀ): ଆଜି ସୋନପୁର ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ଶିକ୍ଷା କେନ୍ଦ୍ର ଠାରେ ଅନ୍ତର୍ଜାତୀୟ ୟୋଗ ଦିବସ ପାଳିତ ହୋଇଯାଇ ଅଛି । ଉକ୍ତ ଶିବିରରେ ଯୋଗ ଗୁରୁ ମନୋଜ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଯୋଗ, ଆସନ ଓ ପ୍ରାଣାୟାମର ଶିକ୍ଷା ଦିଆ ଯାଇଥିଲା । ଯୋଗ ଏକ ମାତ୍ର କ୍ରିୟା ଅନେକ ଯାହା ସହାୟତାରେ ରୋଗୀ ନିରୋଗୀ ଜୀବନ ଯାପନ କରି ନିରାମୟ ହୋଇ ପାରିବ ବୋଲି ବରିଷ୍ଟ ପ୍ରଶିକ୍ଷକ ସତ୍ୟବ୍ରତ ଦାଶ କହିଥିଲେ l
ସେହିପରି ଭାବରେ ଏ କାର୍ଯ୍ୟରେ ପ୍ରଶିକ୍ଷକ ସତ୍ୟଜିତ ନାଏକ, ପଦ୍ମଲୋଚନ ନାୟକ, ରଥି କୁମର୍ ପ୍ରମୂଖ ସହଯୋଗ କରିଥିଲେ l ଶେଷରେ ମାଧବ ଆଡଯୁଆଦି ଧନୟବାଦ ଅର୍ପଣ କରିଥିଲେ ।