-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
20-Jun-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) :ଆସନ୍ତା କାଲି ଠାରୁ ପ୍ରତିଦିନ ସକାଳ ୯ଟାରୁ "୧ମରୁ ୧୦ମ ଶ୍ରେଣୀ" ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ @SMEOdisha ପକ୍ଷରୁ 'ଶିକ୍ଷା ଦର୍ପଣ' କାର୍ଯ୍ୟକ୍ରମ ଓ ୟୁଟ୍ୟୁବ୍ ମାଧ୍ୟମରେ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରାଯିବ। https://t.co/9UJUprFX9e କିମ୍ବା ବିଦ୍ୟାଳୟ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କ ସହ ଯୋଗାଯୋଗ କରନ୍ତୁ। https://t.co/wA1bycyqc8