-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
17-Jun-2021
ପୁରୀ (ପ୍ରେରଣା ଖବର ବ୍ୟୁରୋ): ସ୍ନାନ ପୂର୍ଣମୀ ପାଇଁ ସହରକୁ ସାତଟି ଜୋନ ରେ ବିଭକ୍ତ କରାଯିବ | ତିନଟି କଡନ ବସିବ | ଇନର, ମିଡିଲ ଓ ଆଉଟର କଡନ କରାଯିବ ବୋଲି ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ତଥା ପୋଲିସ ପ୍ରଶାସନ ପକ୍ଷରୁ ଅନୁଷ୍ଠତି ମିଳିତ ବୈଠକରେ ନିଷ୍ପତ୍ତି ହୋଇଛି l ସ୍ନାନ ପୂର୍ଣମୀ ପାଇଁ ୩୫ ପ୍ଲାଟୁନ ରୁ ଉର୍ଦ୍ଧ ପୋଲିସ ଫୋର୍ସ ମୁତୟନ ହେବେ | ଗତ ଥର ଯେଉଁ ଭଳି କଟକଣା କରାଯାଇଥିଲା ସେହିଭଳି କଟକଣା ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି l