-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||     

HOME   ଜିଲ୍ଲା

ସହରାଞ୍ଚଳ (ଅର୍ବାନ ପିଏଚ୍‌ସି) ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରର ରାସ୍ତା, ନାଳ, ନର୍ଦ୍ଦମା ତଦାରଖ କଲେ ନରସିଂହ

17-Jun-2021



ବଲାଙ୍ଗିର, (ପ୍ରେରଣା ଖବର)- ଆଜି ମଧ୍ୟାହ୍ନରେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ବଲାଙ୍ଗିରରେ ଚାଲିଥିବା ଦୁଇଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିଥିଲେ । ଏହା ସହ ସହରର ବିପର୍ଯ୍ୟସ୍ତ ହୋଇଯାଇଥିବା ରାସ୍ତାଘାଟ, ନାଳ ନଦ୍ଦମା ତଥା ନୁଆଁ ତିଆରି ହୋଇଥିବା ରାସ୍ତା ଗୁଡିକ ମାନ କେମିତି ଅଛି ବୋଲି ଦେଖିଥିଲେ । ପ୍ରଥମେ ପିସ୍ ୟୁନିସନ ଦ୍ୱାରା ପରିଚାଳିତ ଶାସ୍ତ୍ରୀନଗର ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ôଚଲା ବେଳକୁ ସେଠାରେ କୌଣସି ଡାକ୍ତର ନ ଥିବା ଦେଖାଯାଇଥିଲା । ସେଠାରେ ଥିବା ସତ୍ୱବଧାରକଙ୍କ ଠୁ ଶ୍ରୀ ମିଶ୍ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ବିବରଣୀ, ଦୈନନ୍ଦିନ କାର୍ଯ୍ୟଧାରା, ଡାକ୍ତରମାନଙ୍କ ଉପସ୍ଥିତି, ରୋଗୀ ସଂଖ୍ୟା ଇତ୍ୟାଦି ପଚାରି ବୁଝିଥିଲେ । ବର୍ହି ବିଭାଗ ରେଜିଷ୍ଟର ମଧ୍ୟ ଶ୍ରୀ ମିଶ୍ର ଦେଖିଥିଲେ । ପରେ ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ କଲେଜ ଛକ ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ସେଠାରେ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ପୁର୍ଣ୍ଣ ତାଲା ପଡିଥିବାର ଦେଖାଯାଇଥିଲା । ବର୍ଷ ଦିନ ଆସିଯାଇଥିବାରୁ ସହରର ବିଭିନ୍ନ ଅଞ୍ଚଳରେ ନାଳ, ନର୍ଦ୍ଦମା କିପରି ସଫା କରାଯାଇଛି । ଯେଉଁ ଜାଗାରେ ଜଳ ନିଷ୍କାସନ ହେଇପାରୁନାହିଁ ତଥା ସହରର କିଛି ଅଞ୍ଚଳରେ ଥିବା ରାସ୍ତାଘାଟର ସୁବିଧା ସମ୍ପର୍କରେ ଶ୍ରୀ ମିଶ୍ର ବୁଲି ଦେଖିଥିଲେ । ଏହି କ୍ରମରେ ସେ ୧୮ ନଂ ୱାର୍ଡ ରାଜୀବ ନଗରରେ ଲୋକଙ୍କ ଦରକାର ଓ ଦାବି ମୁତାବକ ଏକ ରାସ୍ତା ଯାହାକି ସରୋଜ ସେଠ ଘରଠାରୁ ଅମୁଲ୍ୟ ମହାନ୍ତି ଘର ପର୍ଯ୍ୟନ୍ତ

ଯାଇଥିବା ରାସ୍ତା ଅବସ୍ଥା ବହୁତ ଖରାପ ଥିବାରୁ ନିଜ ବିଧାୟକ ପାଣ୍ଠିରୁ ବହୁ ଶିଘ୍ର ସେ ରାସ୍ତା ତିଆରି କରିବେ ବୋଲି ଶ୍ରୀ ମିଶ୍ର ସ୍ଥାନୀୟ ମହିଳାମାନଙ୍କୁ କହିଥିଲେ । ବିଭିନ୍ନ ଅଂଚଳ ବୁଲିବା ସମୟରେ ପ୍ରାୟତଃ ଅନେକ ରାସ୍ତାକଡମାନଙ୍କରେ ଅନେକ ବର୍ଜବସ୍ତୁ, ଅଳିଆ ଆବର୍ଜନା ପଡି ରହିଥିବା ଦେଖାଯାଇଥିଲା । କରୋନା ସମୟରେ ଯଦି ଏପରି କୁଢକୁଢ ମଇଲା ସହରର ପ୍ରତ୍ୟେକ ରାସ୍ତା, ଗଳିକନ୍ଦିରେ ପଡିରହେ ତେବେ ଲୋକଙ୍କ ସ୍ୱାସ୍ଥ୍ୟହାନୀ ହେବା ସୁନିଶ୍ଚିତ । ଆହୁରି ମଧ୍ୟ ବର୍ଷ ଋତୁ ଆସିଯାଇଥିବାରୁ ଅନେକ ଅଞ୍ଚଳରୁ ନାଳ ନର୍ଦ୍ଦମା ସଫେଇ ତଥା ରାସ୍ତାଘାଟ ମରାମତି କୁ ନେଇ ପୌରାଞ୍ଚଳର ଅନେକ ଅଞ୍ଚଳରୁ ଅଭିଯୋଗମାନ ଆସୁଥିବାରୁ ବହୁତ ଶିଘ୍ର ପୌରାଞ୍ଚଳର ନାଳ, ନର୍ଦ୍ଦମା ସଫେଇ, ରାସ୍ତାଘାଟ ମରାମତି ତଥା ଅନ୍ୟାନ୍ୟ ସମସ୍ୟାକୁ ନେଇ ବହୁ ଶୀଘ୍ର ଏକ ସମୀକ୍ଷା ବୈଠକ ଡାକିବେ ବୋଲି ଶ୍ରୀ ମିଶ୍ର ଜଣାଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026

You Might Also Like