-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ପ୍ରଶାସନ ଫେଲ,ସରପଞ୍ଚ ପାସ ;ନିଜସ୍ୱ ଉଦ୍ୟମ ରେ ଢେପାଗୁଡା ଗ୍ରାମରେ ନିର୍ମାଣ କଲେ କାଠ ପୋଲ

16-Jun-2021



ଭଞ୍ଜନଗର (ଉମା ମହାରଣା) : କୋରନା ଭାଇରସ ! ଯାହାକୁ ନେଇ ଏବେ ସବୁଠେ ଚାଲିଛି ସଚେତନତା କାର୍ଯ୍ୟକ୍ରମ ସାଙ୍ଗକୁ ଘନଘନ ପ୍ରଶାସନିକସ୍ଥରରେ ବୈଠକ । ହେଲେ ଏହି କୋରୋନା କାଳରେ ବଣ ଜଙ୍ଗଲରେ ବାସ କରୁଥିବା ଅାଦିବାସୀ ମାନଙ୍କ ଈଲାକା ର ସମସ୍ୟା ପ୍ରତି କାହାରି ବି ନଜର ନାହିଁ । ଆଗାମିଦିନ ରେ ବର୍ଷା ମାଡି ଆସୁଛି ା ଏବଯାଏଁ ପ୍ରଶାସନର ଦେଖା ନାହିଁ ା ଆଦିବାସି ଈଲାକା ରେ ବସବାସ କରୁଥିବା ଲୋକଙ୍କ ସମସ୍ୟାର ସମାଧାନ କିଏ ଅବା ବୁଝିବ ା ତଥାପି ଏହି ଭଳି ସମୟରେ ନିଜ ଗ୍ରାମ ପଞ୍ଚାୟତର ଲୋକଙ୍କ ସମସ୍ୟା ର ସମାଧାନ ବାଟ ପାଇଁ ଅଣ୍ଟା ଭିଡିଲେ ଖୋଦ ସରପଞ୍ଚ ଅାଉ ଯାହା ପ୍ରଶାସନ କରି ପାରୁନଥିଲା ତାହା କରିଦେଖାଇ ଦେଲେ ସରପଞ୍ଚ । ଅାଉ ନିଜସ୍ଵ ଖର୍ଚ୍ଚ ତଥା ନିଜସ୍ଵ ଉଦ୍ୟମରେ ନିର୍ମାଣ କରିଦେଲେ କାଠ ପୋଲଟିଏ । ଯାହାକି ଏବେ ସବୁଠାରୁ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଚାଲନ୍ତୁ ଜାଣିବା ପୁରା ଘଟଣା ଟି କଣ ରହିଛି ତା ଉପରେ ଟିକେ ନଜର ପକାଈବା ।

ଗଞ୍ଜାମ ଜିଲ୍ଲା ର ଭଞ୍ଜନଗର ବ୍ଳକ ର ମୁଜାଗଡ ଗ୍ରାମ ପଞ୍ଚାୟତ । ଯେଉଁ ଗ୍ରାମ ପଞ୍ଚାୟତଟି ଗଞ୍ଜାମ ଓ କନ୍ଧମାଳ ସୀମାନ୍ତରେ ଥିବା ବେଳେ ଏହି ଗ୍ରାମ ପଞ୍ଚାୟତରେ ରହିଛି ଅନେକ ଅାଦିବାସୀ ଗ୍ରାମ । ତେବେ ତାହା ମଧ୍ୟରୁ ଏକ ଅବହେଳିତ ଗ୍ରାମ ହେଲା ଢେପାଗୁଡା । ଯେଉଁ ଗାଁର ଚତୃପାଶ୍ଵରେ ରହିଛି ବଡନଦୀ । ବର୍ଷା ହେଲେ ପୁରା ଯୋଗାଯୋଗ ବିଛିନ୍ନ ହୋଇଯାଏ । ହେଲେ ସେହି ବଡ ନଦୀ ଉପରେ ଏକ ସେତୁଟିଏ ନିର୍ମାଣ ପାଇଁ ବ୍ଳକ ପ୍ରଶାସନ ଠାରୁ ଅାରମ୍ଭ କରି ମୂଖ୍ୟମର୍ନ୍ତ୍ରୀ ଙ୍କ ପର୍ଯ୍ୟନ୍ତ ଗୁହାରି କରିଥିଲେ ହେଲେ କେହି ସମାଧାନ ର ବାଟ ଫିଟାଈ ନଥିଲେ ଯାହାଫଳରେ ମୁଜାଗଡ ଗ୍ରାମ ପଞ୍ଚାୟତର ଶିବ ପ୍ରଧାନ ସରପଞ୍ଚ ଙ୍କ ଗୁହାରି କେହି ବି ସୁଣିଲେ ନାହିଁ । ଗୋଟାଏ ପଟେ କୋରୋନାର ତାଣ୍ଡବ ଅନ୍ୟପଟେ ଅାଗକୁ ମାଡି ଅାସୁଛି ବର୍ଷା ଦିନ । ଯେମିତି ହେଲେ ଢେପାଗୁଡା ଗାଁର ସମସ୍ୟା ର ସମାଧାନ ପାଇଁ ନିଷ୍ପତ୍ତି ନେଲେ ସରପଞ୍ଚ । ଅାଉ ନିଜସ୍ଵ ଉଦ୍ୟମ ତଥା ନିଜସ୍ଵ ଖର୍ଚ୍ଚରେ କାଠ ବାଉଁଶ ଯୋଗାଡ କରି ବଡ ନଦୀ ଉପରେ ଏକ କାଠ ର ପୋଲ ନିର୍ମାଣ କରି ପୁରା ଦୁନିଅାକୁ ଦେଖାଇ ଦେଲେ ।

ବାଇଟ1- ବାସନ୍ତୀ ନାୟକ(ଗ୍ରାମବାସୀ)

 

ଖାଲି ସେତିକି ନୁହଁ । ଦିନେ ଯେଉଁ ସମସ୍ୟା କଥାକୁ ପ୍ରଶାସନ ସୁଣୁନଥିଲା ଖୋଦ ସେହି ସମସ୍ୟାର ସମାଧାନ କରିଦେଲେ ସରପଞ୍ଚ । କିଛି ଗାଁ ଲୋକଙ୍କୁ ନେଇ ଖୋଦ ସରପଞ୍ଚ ନିଜେ ହାତରେ ହାତୁଡି ଧରି ବଡ ନଦୀ ଉପରେ ନିର୍ମାଣ କରିଦେଲେ କାଠ ପୋଲ । ଉଦ୍ଧେଶ୍ୟ କେବଳ ଅାସନ୍ତା ବର୍ଷା ଦିନରେ ଅନ୍ତତ୍ଵପକ୍ଷେ ଏହି ଗାଁର ଲୋକେ ଯାତାୟତର ସମସ୍ୟା ନ ଭୋଗନ୍ତୁ । ଠିକ ସେୟା ହିଁ ହେଲା । ନିର୍ମାଣ ହେଲା କାଠ ପୋଲ ବର୍ଷ ବର୍ଷର ସମସ୍ୟା ଏବେ ଏକ ପ୍ରକାର ସମାଧାନ ହୋଇଥିବା ବେଳେ ଏବେ ବି ଲୋକେ ଏକ ସ୍ଥାୟୀ ପୋଲର ଆଶା ମଧ୍ୟ ଏବେ ବି ରଖିଛନ୍ତି । 

 

 


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like