-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
13-Jun-2021
ନୂଆଦିଲ୍ଲୀ,(ପ୍ରେରଣା ଖବର ବ୍ୟୁରୋ) : ଉତ୍ତରାଖଣ୍ଡର କଂଗ୍ରେସ ନେତ୍ରୀ ତଥା ବିରୋଧୀ ଦଳର ନେତ୍ରୀ ଇନ୍ଦିରା ହୃଦୟେଶଙ୍କ ଦେହାନ୍ତ ହୋଇଛି । ଦିଲ୍ଲୀର ଉତ୍ତରାଖଣ୍ଡ ସଦନରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି।
ଏକ ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀ ଯାଇଥିଲେ ଇନ୍ଦିରା । ସେଠାରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ କଂଗ୍ରେସ ନେତ୍ରୀ । ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା । ଦଳର ରାଜ୍ୟ ସଭାପତି ଦେବେନ୍ଦ୍ର ଯାଦବ ଏହି ସୂଚନା ଦେଇଛନ୍ତି ।