-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
12-Jun-2021
କଣ୍ଟାବାଞ୍ଜି, (ଆନନ୍ଦ କୁମାର ମୋଟେ ): କଂଟାବାଞ୍ଜିରେ ୧୮ରୁ ୪୫ ବର୍ଷ ବର୍ଗରେ ଥିବା ବ୍ୟକ୍ତିଙ୍କୁ କରୋନା ଟିକା ଆଜିଯାଏ ଦିଆଯାଇ ନାହିଁ। ଏଥିପାଇଁ କଣ୍ଟାବାଞ୍ଜି ପ୍ରେସ୍ କ୍ଲବ୍ ପକ୍ଷରୁ ଏକ ଦାବିପତ୍ର ସିଡିଏମ୍ଓଙ୍କୁ ପ୍ରଦାନ କରାଯାଇଛି। ଆଜିର ଏହି ଦାବିପତ୍ର ଦେବା ସମୟରେ ପ୍ରେସ୍ କ୍ଲବ୍ ସଭାପତି ପ୍ରଭଜିତ ସିଂହ ସାଲୁଜା, କାର୍ଯ୍ୟକାରୀ ସଭାପତି ସୁରଦାସ ବାଗ, ଉପଦେଷ୍ଟା ଆଶିଷ ଖୈତାନ, ପରାମର୍ଶଦାତା ବିବେକ ଶର୍ମା, କାର୍ଯ୍ୟକାରୀ ସଦସ୍ୟ ଆନନ୍ଦ ମୋଟେ ପ୍ରମୁଖ ଉପସ୍ଥିତ ଥିଲେ।