-+91-9937148622 |

prerana_bgr@rediffmail.com |

  Friday 31st July 2026 |

| | | |

R.N.I. Regd No. ODIODI/2010/46693

Breaking News

ବରଗଡ଼ ଜିଲ୍ଲା ଲାୟନ୍ସ ଓ ଲିଓ କ୍ଳବ୍ ର ପ୍ରତିଷ୍ଠା ଦିବସ    (31-Jul-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଘର ବୁଡ଼ିଲା ନଦୀ କୁଳିଆ ଚାଷଜମି   (31-Jul-2026)       ||      ରେଳ ଉନ୍ନୟନ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (30-Jul-2026)       ||      କୁମିଆଁପାଲିରେ ବିସ୍ଥାପିତପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଫେକ୍ଟଫାଇଣ୍ଡିଙ୍ଗ ଟିମ   (30-Jul-2026)       ||      କଣ୍ଡରା ଗ୍ରାମର ନଦୀ ଭିତରେ ଫସିଥିବା ଚାରି ଜଣଙ୍କୁ ଉଦ୍ଧାର କଲା ପ୍ରଶାସନ   (30-Jul-2026)       ||      ବଲାଙ୍ଗିର ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ଶିବିର   (30-Jul-2026)       ||      ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ   (30-Jul-2026)       ||      ସୋନପୁର ପୈ।ର ପ୍ରଶାସନର ଜୋର ଜବରଦସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ର ଖୋଲାଖୋଲି ଉଲଂଘନ! ଗରିବ ଦୋକାନୀ ହନ୍ତସନ୍ତ   (30-Jul-2026)       ||      ଆମ ଗହଣରେ ଆଉନାହାନ୍ତି ପିପି ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ବାଙ୍କା ବିହାରୀ ପଣ୍ଡା    (30-Jul-2026)       ||      ଧର୍ମେନ୍ଦ୍ର ଙ୍କୁ ନେଇ ରୋହିତ ଙ୍କ ବୟାନ କୁ ନେଇ ବିଜେପି ର ପ୍ରତିକ୍ରିୟା *ରୋହିତ ଙ୍କ ବୟାନ "ସୈତାନ ର ବେଦ ପାଠ ଭଳି"* - ନାଉରୀ   (30-Jul-2026)       ||      ରେଡକ୍ରସ ତାଲିମ ଶିବିରରେ ମେଗା ରକ୍ତଦାନ ଶିବିର, ୭୨ ୟୁନିଟ୍ ରକ୍ତ ସଂଗ୍ରହ   (29-Jul-2026)       ||      କୁସୁମୀ ରାମଲୀଳା ପଡ଼ିଆରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପରୀକ୍ଷା   (29-Jul-2026)       ||      ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ; ଜନସାଧାରଣଙ୍କ ସୁରକ୍ଷା ରାଜ୍ୟସରକାରଙ୍କ ପ୍ରାଥମିକତା   (29-Jul-2026)       ||      ଗୁରୁ ପୁର୍ଣିମା ଦିବସ ପାଳିତ    (29-Jul-2026)       ||      ଶ୍ରୀ ତପୋବନରେ ତହଁକ କୁଟୁମ ଗୁରୁ ପୂର୍ଣ୍ଣିମାରେ ଆଧ୍ୟାତ୍ମିକ କବିତା ଆସର   (29-Jul-2026)       ||      *କେଲିଆ ଶୈବ ପୀଠରେ ବୋଲବମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*   (29-Jul-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ହେପାଟାଇଟିସ ଦିବସ ପାଳିତ*- --   (29-Jul-2026)       ||      *ସାଂସ୍କୃତିକ ପଏଁରୀ ଅନୁଷ୍ଠାନ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ*-   (29-Jul-2026)       ||      କୁମ୍ଭlରୀ ଗୁରୁ ପୀଠରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଓ ସାର୍ବଭୌମ ଆଧ୍ୟାତ୍ମିକ ଦିବସ ମହାସମାରୋହରେ ପାଳିତ   (29-Jul-2026)       ||      *ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ପୋଡ଼ାଗଡ ଜାତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଆରମ୍ଭ*   (29-Jul-2026)       ||     

HOME   ଜିଲ୍ଲା

ଭାଙ୍ଗିଦେଲେ ଘର ,ମିଳୁନି ଆବାସ ଟଙ୍କା

12-Jun-2021



ବଲାଙ୍ଗୀର, ଲୋଇସିଂହା (ବିନୋଦ କୁମାର ଦୀପ) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକ ଛତାପିପଲ ପଞ୍ଚାୟତରୁ ଆସିଲା ଗୁରୁତର ଅଭିଯୋଗ । ଆବାସ ଯୋଜନାରେ ଘର ନିର୍ମାଣ କରିଥିଲେବି ୨୭ ପରିବାରକୁ ମିଳୁନାହିଁ ଆବାସ ଟଙ୍କା । ଘର ନିର୍ମାଣ ପାଇଁ ଖୋଦ ପୁଇଁନ୍ତଳା ବିଡ଼ିଓ ଏବଂ ପଞ୍ଚାୟତ ଅଧିକାରୀ କହିଥିଲେ କିନ୍ତୁ ୬ ମାସ ହେଲା ଆବାସ ଯୋଜନା ଟଙ୍କା ମିଳୁନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । 
  ବଲାଙ୍ଗୀର ଜିଲ୍ଲାରେ ଆବାସ ଯୋଜନାରେ ଦୁର୍ନୀତିି ହେଉଥିବା ନେଇ ପୂର୍ବରୁ  ଖବର ପ୍ରକାଶ ପାଇଥିଲା ।  ତଥାପି ଚେତୁ ନାହିଁ ପୁଇଁନ୍ତଳା ପ୍ରଶାସନ । ଏହି ବ୍ଲକ୍ ଛତାପିପଲ ପଞ୍ଚାୟତରୁ ଆସିଛି ସାଂଘାତିକ ଘଟଣା । ପଞ୍ଚାୟତର ୨୭ ପରିବାର ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ନିଜେ ବିଡ଼ିଓ ଏବଂ ପଞ୍ଚାୟତ ଅଧିକାରୀ ମଧ୍ୟ ଗାଁ କୁ ଯାଇ ଘର ନିର୍ମାଣ ପାଇଁ କହିଥିଲେ । ଫଳରେ ହିତାଧିକାରୀ ମାନେ ନିଜ ଝାଟିମାଟି ଘରକୁ ଭାଙ୍ଗି ଆବାସ ଘର ନିର୍ମାଣ ପାଇଁ କାମ ଆରମ୍ଭ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଆବାସ ଯୋଜନାରେ ପ୍ରଥମ କିସ୍ତି ଟଙ୍କା ହିତାଧିକାରୀଙ୍କୁ ମିଳୁନାହିଁ । ଏନେଇ ବାରୁମ୍ବlର ବିଡ଼ିଓ ଙ୍କ ଠାରେ ଅଭିଯୋଗ କରୁଥିଲେ ମଧ୍ୟ ନିରାଶ ହେଉଛନ୍ତି ହିତାଧିକାରୀ  ଘର ମୁଣ୍ଡ ଉପରେ ଛାତଘର ଆଶାରେ ନିଜ ଝାଟିମାଟି ଘରକୁ ଭାଙ୍ଗି ସେଠାରେ ଆବାସ ଘର ନିର୍ମାଣ ପାଇଁ ସ୍ବପ୍ନ ଦେଖି ଖୁସି ହେଉଥିଲେ ହିତାଧିକାରୀ । କିନ୍ତୁ ୬ ମାସରୁ ଅଧିକ ସମୟ ହୋଇଥିଲେ ମଧ୍ୟ ନା ମିଳୁଛି ଟଙ୍କା ନା ହୋଇପାରିଲା ମୁଣ୍ଡ ଉପରେ ଛାତଘର । ଏବେ ଖୋଲା ଆକାଶ ଓ ଡାଳପତ୍ର ତଳେ ଦିନ କାଟୁଛନ୍ତି ୨୭ ପରିବାର । ଏପରିକି ଏତେ ଟାଣ ଖରାରେ ବି ଏମିତି ଦିନ କାଟୁଥିଲେ ନିଜ ଛୁଆ ପିଲାଙ୍କୁ ନେଇ ଏହି ହିତାଧିକାରୀ । ଏବେ ପୁଣି ବର୍ଷାଦିନ ଆସୁଥିବାରୁ ରହିବା ପାଇଁ ହରଡ଼ଘଣାରେ ପଡିଛନ୍ତି ଏହି ହିତାଧିକାରୀ । ବର୍ଷାଦିନେ କେମିତି ରହିବେ ୨୭ ପରିବାର ? କେଉଁଠି ଖାଇବେ କି କେଉଁଠି ରହିବେ ତାକୁ ନେଇ ଦୋଛକିରେ ଏହି ବେସାହାରା ମାନଙ୍କୁ ମୁଣ୍ଡ ଉପରେ ଛାତଘର ବଦଳରେ ମୁଣ୍ଡ ଉପରେ ଖୋଲା ଆକାଶ କରିଦେଲା ପୁଇଁନ୍ତଳା ବ୍ଲକ ପ୍ରଶାସନ । ପ୍ଲିନ୍ଥ ସରିଥିଲେବି କାହିଁକି ହୀତାଧିକାରୀ ମାନଙ୍କୁ ଦିଆଗଲାନାହିଁ ଟଙ୍କା । ସମୟସୀମା ଭିତରେ ଆବାସ ଘର ନିର୍ମାଣ ସାରିବାକୁ ଗାଇଡ଼ଲାଇନ ରହିଛି । କିନ୍ତୁ ଘର ଭାଙ୍ଗିବାର ୮ ମାସ ପରେବି ପ୍ରଥମ କିସ୍ତି ଟଙ୍କା ନମିଳିବାର କାରଣ କଣ ? ଏଥି ପାଇଁ ଦାୟୀ କିଏ ସବଠୁ ବଡ଼କଥା ବର୍ଷାଦିନେ ଏହି ୨୭ ପରିବାର ରହିବେ କେଉଁଠି । ଏନେଇ ପୁଇଁନ୍ତଳା ପ୍ରସାଶନ ଙ୍କୁ ଅଭିଯୋଗ କରିଛନ୍ତି       l


News Comment




Photo in News

Advertisment
Lastest News
  ଜିଲ୍ଲା  
ବରଗଡ଼ ଜିଲ୍ଲା ଲାୟନ୍ସ ଓ ଲିଓ କ୍ଳବ୍ ର ପ୍ରତିଷ୍ଠା ଦିବସ   31-Jul-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଘର ବୁଡ଼ିଲା ନଦୀ କୁଳିଆ ଚାଷଜମି   31-Jul-2026
  ଜିଲ୍ଲା  
ରେଳ ଉନ୍ନୟନ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   30-Jul-2026
  ରାଜ୍ୟ  
କୁମିଆଁପାଲିରେ ବିସ୍ଥାପିତପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଫେକ୍ଟଫାଇଣ୍ଡିଙ୍ଗ ଟିମ   30-Jul-2026
  ଜିଲ୍ଲା  
କଣ୍ଡରା ଗ୍ରାମର ନଦୀ ଭିତରେ ଫସିଥିବା ଚାରି ଜଣଙ୍କୁ ଉଦ୍ଧାର କଲା ପ୍ରଶାସନ   30-Jul-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ଶିବିର   30-Jul-2026
  ଜିଲ୍ଲା  
ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ   30-Jul-2026
  ଜିଲ୍ଲା  
ସୋନପୁର ପୈ।ର ପ୍ରଶାସନର ଜୋର ଜବରଦସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ର ଖୋଲାଖୋଲି ଉଲଂଘନ! ଗରିବ ଦୋକାନୀ ହନ୍ତସନ୍ତ   30-Jul-2026
  ଜିଲ୍ଲା  
ଆମ ଗହଣରେ ଆଉନାହାନ୍ତି ପିପି ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ବାଙ୍କା ବିହାରୀ ପଣ୍ଡା   30-Jul-2026
  ଜିଲ୍ଲା  
ଧର୍ମେନ୍ଦ୍ର ଙ୍କୁ ନେଇ ରୋହିତ ଙ୍କ ବୟାନ କୁ ନେଇ ବିଜେପି ର ପ୍ରତିକ୍ରିୟା *ରୋହିତ ଙ୍କ ବୟାନ "ସୈତାନ ର ବେଦ ପାଠ ଭଳି"* - ନାଉରୀ   30-Jul-2026
  ରାଜ୍ୟ  
ରେଡକ୍ରସ ତାଲିମ ଶିବିରରେ ମେଗା ରକ୍ତଦାନ ଶିବିର, ୭୨ ୟୁନିଟ୍ ରକ୍ତ ସଂଗ୍ରହ   29-Jul-2026
  ଜିଲ୍ଲା  
କୁସୁମୀ ରାମଲୀଳା ପଡ଼ିଆରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପରୀକ୍ଷା   29-Jul-2026

You Might Also Like