-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ଜିଲ୍ଲା

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଦାବିପତ୍ର ପ୍ରଦାନ

09-Jun-2021



 ବଲାଙ୍ଗିର,(ପ୍ରେରଣା ଖବର)-ବିଶ୍ୱ କରୋନା ମହାମାରୀ ଶଙ୍କଟ ଜନୀତ ଲକ୍ ଡାଉନ, ସଟ୍‌ଟାଉନ, କର୍ଫୁ ଯୋଗୁଁ ଆଦିବାସୀମାନଙ୍କର ଜୀବନ ଜିବିକା  ପ୍ରବଳ ମାତ୍ରାରେ ବିପର୍ଯ୍ୟସ୍ତ ହୋଇଅଛି । ଜଙ୍ଗଳଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟ ସମ୍ପୁର୍ଣ୍ଣ ବନ୍ଦ ହୋଇପଡିଛି । ଗ୍ରାମାଂଚଳର ଆଦିବାସୀମାନଙ୍କୁ କର୍ମ ନିଯୁକ୍ତି ମିଳୁନାହଁ । ଫଳରେ ଗରିବ ଆଦିବାସୀ ଶ୍ରମିକ, ଦିନ ମଜୁରିଆ ପରିବାର ଘୋର ଆର୍ଥିକ ଶଙ୍କଟ ମଧ୍ୟରେ ଭୋକ ଉପାସରେ କଳାପତିପାତ କରୁଛନ୍ତି । ତେଣୁ ଗରିବ, ଶ୍ରମିକ, ଜବକାର୍ଡଧାରୀ, ଦାଦନ ଶ୍ରମିକ ପରିବାରର ଜିବିକା ନିର୍ବାହ ପାଇଁ ମାସକୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉ । କରୋନା ମହାମାରୀ ବିପଦର ସୁଯୋଗ ନେଇ ମାଇକ୍ରୋଫାଇନାନ୍ସ କମ୍ପାନୀର କର୍ମଚାରୀ, ଏଜେନ୍ଟମାନେ ଋଣ ପ୍ରଦାନ କରି ଗ୍ରମାଚଂଳର ଆଦିବାସୀ ମହିଳା, ଏସ୍‌ଏଚ୍‌ଜି ଠାରୁ ଦେଢୀ ସୁଧ, ଅଠାରୀ ଋଣ, ଚକ୍ରବୃଦ୍ଧି ଦଣ୍ଡସୁଧ ହିସାବରେ ଦଶ ଗୁଣ ସୁଧହାରରେ ଘର ଘର ଯାଇ ଅସୁଳୀ ନାମରେ ମାଡପିଟ, ଗାଳିଗୁଳଜ, ଅତ୍ୟାଚାର କରି ହଇରାଣ କରୁଛନ୍ତି । ମାଇକ୍ରୋ ଫାଇନାନ୍ସର ଗୁଣ୍ଡାଗର୍ଦି, ହିଟଲରୀ ଦମନ କାର୍ଯ୍ୟ ବନ୍ଦ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଉ, ଗରିବ ଆଦିବାସୀ ଛାତ୍ର ଛାତ୍ରୀମାନଙ୍କୁ ଅନ୍‌ଲାଇନ କ୍ଲାସରେ ପଢିବା ପାଇଁ ସ୍ମାର୍ଟ ମୋବାଇଲ ଫୋନ ରେଟ ମାଗଣାରେ ପ୍ରଦାନ କରାଯାଉ । ଦୁର୍ଗମ ଗ୍ରାମାଂଚଳ, ଉପାନ୍ତ ଗାଁ ଓ ଆଦିବାସୀ ବହୁଳ ଗାଁ ଗୁଡିକରେ ଆଦିବାସୀମାନେ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି । ଗାଁ କୁ ଡାକ୍ତର ଯାଉ ନାହାନ୍ତି । କରୋନା କିଟ୍‌, କରୋନା ଟିକା ଦିଆଯାଉନାହିଁ । ତେଣୁ ମୃତ୍ୟୁ ମୁଖରେ ପଡି ପ୍ରାଣ ହରାଉଛନ୍ତି । ମୃତ ବ୍ୟକ୍ତିର ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଉ ଏବଂ ଅନାଥ ଶିଶୁମାନଙ୍କର ଶିକ୍ଷା, ଭରଣ ପୋଷଣ ବ୍ୟବସ୍ଥା କରାଯାଉ । ଲକ୍‌ଡାଉନ, ସଟ୍‌ଡାଉନ, କରୋନା କଟକଣା ଯୋଗୁଁ ପ୍ରସିଦ୍ଧ ହରିଶଙ୍କର ମନ୍ଦିର, ଘନ୍‌ଟଶୁନୀ ମନ୍ଦିର, ଦ୍ୱାରୁଶୁନୀ ମନ୍ଦିର ଗୁଡିକ ସର୍ବ ସାଧାରଣଙ୍କ ଦର୍ଶନ ସକାଶେ ବନ୍ଦ ଥିବା ହେତୁ ମନ୍ଦିରର ନୀତିକାନ୍ତୀ ହେବା ପୂଜା କରୁଥିବା ସେବାୟତମାନେ ଆର୍ଥିକ ଶଙ୍କଟରେ ଅଛନ୍ତି । ତେଣୁ ସେମାନଙ୍କୁ ମାସିକ ୧୦ ହଜାର ଟଙ୍କା ଲେଖାଏଁ ସ୍ୱତନ୍ତ୍ର ଭତା ପ୍ରଦାନ କରାଯାଉ ।     ଅନ୍ୱେଷା ସ୍କିମରେ ଅଧ୍ୟୟନ କରୁଥିବା ଆଦିବାସୀ ଛାତ୍ର ଛାତ୍ରମାନଙ୍କୁ ପାଠ୍ୟ ପୁସ୍ତକ, ଷ୍ଟାଇପେଣ୍ଡ, ଲାପଟପ ପ୍ରଦାନ କରାଯାଉ ।     ନକଲି ଆଦିବାସୀମାନଙ୍କ ଜାଲ ଜାତୀ ପ୍ରମାଣପତ୍ର ରଦ୍ଦ କରି ଚାକିରୀରୁ ବହିଷ୍କୃତ କରାଯାଉ ।    ଅଣ ଆଦିବାସୀମାନଙ୍କ ଜବରଦଖଲ / ବେଆଇନ ଦଖଲ ଏବଂ ବେନାମୀ କାରବାର ଜମିକୁ ଆଦିବାସୀ ମୂଳ ପ୍ରଜାମାନଙ୍କୁ ଫେରସ୍ତ କରାଯାଉ ।  ଠିକା ନିଯୁକ୍ତି / ଆଉଟ ସୋସିଂ ନିଯୁକ୍ତିରେ ମଧ୍ୟ ଆଦିବାସୀ ପ୍ରାର୍ଥୀମାନଙ୍କ ପାଇଁ ଶତକଡା ୨୨-୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଆଇନ କାର୍ଯ୍ୟକାରୀ କରାଯାଉ । କେନ୍ଦୁପତ୍ର ୧୦୦ ବିଡ ୨୦୦ ପତ୍ରକୁ ଟ.୧୨୦ ଙ୍କା ବଦନରେ ପତ୍ର ପିଛା ୫୦ ପଇସା ଦରବୃଦ୍ଧି କରାଯାଉ ଏବଂ ୧୦୦ ବିଡା ୧ ଚଟାକୁ ୧ ହଜାର ଟଙ୍କା ଧାର୍ଯ୍ୟ କରି କେନ୍ଦୁପତ୍ର ତୋଳାଳି, ବନ୍ଧାଳି, ବିଡି ନିର୍ମାଣ ଶ୍ରମିକମ ଓ ଗୋଛା କଟାଳିମାନଙ୍କୁ ବୋନସ, ବୀମା, ଏକ୍ସଗ୍ରାସିଆ, ଭତା ପ୍ରଦାନ କରାଯାଉ । କେନ୍ଦୁପତ୍ର ତୋଳାଳି, ବନ୍ଧାଳି, ଗୋଚ୍ଛା କଟାଲି, ବିଡି ଶ୍ରମିକମାନଙ୍କ ପୁଅ ଝିଅ (ସ୍କୁଲ କଲେଜରେ ପଢୁଥିବା) ମାନଙ୍କୁ ଷ୍ଟାଇପେଣ୍ଡ ତୁରନ୍ତ ମଞ୍ଜୁର କରିବାକୁ ଆଦିବାସୀ ସମ୍ବଳିତ ୧୦ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ ପ୍ରଦାନ କରିଥିଲେ ସଂଘର କାର୍ଯ୍ୟକାରୀ ସଭାପତି ବନଲତା ମାଝିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରି ଆଲୋଚନା କରିଥିଲେ । ଦାବିପତ୍ର ଦେବା ବେଳେ ସଂଘର ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇ, ବଲାଙ୍ଗିର ନଗର ସଭାପତି ନିରଞ୍ଜନ ମାଝି, ଉପସଭାପତି ଅଚ୍ୟୁତ ଧରୁଆ, ଘନ ଭୋଇ ପ୍ରମୁଖ ଉପସ୍ଥିତ                  ଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like