-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
09-Jun-2021
ଝାରସୁଗୁଡ଼ା (ପ୍ରେରଣା ଖବର) :ଝାରସୁଗୁଡା କୋଭିଡ ହସ୍ପିଟାଲ ଠାରେ 40 ଅକ୍ସିଜନ ଏବଂ 20 ଆଇ ସି ୟୁ ବେଡ଼ କୁ ଲୋକାର୍ପଣ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ l ଏହା ସହ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ରେ ଏକ ଆମ୍ବୁଲାନ୍ସ ର ଭରଚୁଆଲରେ ଲୋକାର୍ପଣ କରାଯାଇଛି l